"ଉଇକିପିଡ଼ିଆ:କର୍ମଶାଳା/ସମ୍ବଲପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ସମ୍ବଲପୁରର ବୁର୍ଲାଠାରେ ଥିବା "ବୀର ସୁରେନ୍ଦ୍ରସାଏ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ
୧ କ ଧାଡ଼ି:
ସମ୍ବଲପୁରର ବୁର୍ଲାଠାରେ ଥିବା "ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ"ରେ ୨୬ ଓ ୨୭ ଜୁଲାଇ ୨୦୧୩ (ଶୁକ୍ରବାର, ଶନିବାର) ଦିନ ଓଡ଼ିଆ ଉଇକିପିଡ଼ିଆର ଏକ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛିହୋଇଯାଇଛି
 
==କର୍ମଶାଳାର ବିଷୟବସ୍ତୁ==
୭ କ ଧାଡ଼ି:
* [[WP:WPOP|"ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ"]] ଗଣ-ସମ୍ପାଦନା
 
==କର୍ମଶାଳା ବିବରଣୀ==
== ସମ୍ଭାବ୍ୟ ଯୋଗଦାନ‌କାରୀ ଉଇକିଆଳି==
ସମ୍ବଲପୁରର ବୁର୍ଲାଠାରେ ଥିବା ‘ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)’ ର ଗୋଲ୍ଡ଼େନ ଜୁବୁଲୀ ସେମିନାର ହଲ ପରିସରରେ ଓଡ଼ିଆ ଉଇକିପିଡ଼ିଆ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାର ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ସକ୍ରିୟ ଓଡ଼ିଆ ଉଇକିଆଳି ଗୋର୍ବାଚୋଭ ପୋଥାଳଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଉଇକିପିଡ଼ିଆ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ସେ କହିଥିଲେ ଯେ, ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଇଣ୍ଟରନେଟ୍‌ରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଏହାକୁ ବ୍ୟବହାର କରି ଜଣେ କିପରି ନିଜର ଗବେଷଣା ଦକ୍ଷତା ବିକାଶ ଓ ମାଗଣା ଜ୍ଞାନର ବିତରଣ କରିପାରିବ, ସେହି ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଉଇକିପିଡ଼ିଆର ଇତିହାସ, ଆଭିମୁଖ୍ୟ, ଉଇକିପିଡ଼ିଆରେ ବର୍ତ୍ତମାନ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଓ କହିଥିଲେ ଓଡ଼ିଆରୁ ଦୂରେଇ ଯାଉଥିବା ଲୋକଙ୍କୁ ଓଡ଼ିଆମୁଖୀ କରାଇବାର ଏହା ଅନ୍ୟତମ ପ୍ରଚେଷ୍ଟା । ଶ୍ରୀ ପୋଥାଳ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଉଇକିପିଡ଼ିଆ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ପରେ କର୍ମଶାଳରେ ସେ ଉଇକିପିଡିଆରେ ନୂତନ ପ୍ରସଙ୍ଗ ଲେଖିବା, ସମ୍ପାଦନା କରିବା, ଆଧାର ଦେବା ଇତ୍ୟାଦିର ପ୍ରଶିକ୍ଷଣ ଦେଇ ଏକ ଗଣ-ସମ୍ପାଦନା ଆୟୋଜନ କରିଥିଲେ । କର୍ମଶାଳାରେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅମରନାଥ ନାୟକ, ଡ଼ ବିଭୂତି ଭୂଷଣ ପାଣି, ଡ଼. ଅକ୍ଷୟ କୁମାର ପଟ୍ଟନାୟକ, ଡ. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ସଫଳ ପରିଚାଳନା ପାଇଁ ଛାତ୍ର ପ୍ରତିନିଧି ଅବିନାଶ କୁମାର ପୁହାଣ, ସୁପ୍ରଜ୍ଞାନ ପଟ୍ଟନାୟକ, ସୁଭମ ସାହୁ, ସୋମ୍ୟଶ୍ରୀ ଋତୁପର୍ଣ୍ଣୋ ସାହୁ, ଅନନ୍ୟା ସୃଷ୍ଟି ଶତପଥୀ ସାହାଯ୍ୟ କରିଥିଲେ ।
''ତଳେ ନିଜ ନାମ ''<nowiki># [[ବ୍ୟବହାରକାରୀ:ଇଉଜର ନେମ|ପ୍ରକୃତ ନାମ]]</nowiki> ''ଫରମାଟରେ ଲେଖନ୍ତୁ'' ।
 
==ଯୋଗଦେଇଥିବା ପୁରୁଖା ଉଇକିଆଳି==
 
#[[ବ୍ୟବହାରକାରୀ:Gorvachove|ଗୋର୍ବାଚୋଭ ପୋଥାଳ]]
 
==ନୂତନ ଉଇକିଆଳି==
 
#[[ବ୍ୟବହାରକାରୀ:Chetana pradhan|ଚେତନା ପ୍ରଧାନ]]
#[[ବ୍ୟବହାରକାରୀ:Nianmeshi|ନିଆନ ମେଶି]]
#[[ବ୍ୟବହାରକାରୀ:Pratik921 |ପ୍ରତୀକ]]
#[[ବ୍ୟବହାରକାରୀ:Srinandan124|ଶ୍ରୀନନ୍ଦନ]]
#[[ବ୍ୟବହାରକାରୀ:Ksmohanty|କୁମାର ସୌରଭ ମହାନ୍ତି]]
#[[ବ୍ୟବହାରକାରୀ:Debasis.panda|ଦେବାସିସ ପଣ୍ଡା]]
#[[ବ୍ୟବହାରକାରୀ:Ashishkchoudhury|ଆଶିଷ କୁମାର ଚୌଧୁରୀ]]
#[[ବ୍ୟବହାରକାରୀ:Debrajoram143|ଦେବରାଜ ଓରାମ]]
#[[ବ୍ୟବହାରକାରୀ:Abinash kumar puhan|ଅବିନାଶ କୁମାର ପୁହାଣ]]
#[[ବ୍ୟବହାରକାରୀ:Abinash.srichandan|ଅନିନାଶ ଶ୍ରୀଚନ୍ଦନ]]
#[[ବ୍ୟବହାରକାରୀ:Chicku.1994|ଗୁରୁକଲ୍ୟାଣ ମହାନ୍ତି]]
#[[ବ୍ୟବହାରକାରୀ:Sameer9437|ସମୀର ରଞ୍ଜନ ସାହୁ]]
#[[ବ୍ୟବହାରକାରୀ:Hitenbehera|ହିତେନ କୁମାର ବେହେରା]]
 
==ଫଟୋ(Photos)==
[[File:Odia Wikipedia workshop 26July2013 1.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 2.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 3.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 4.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 5.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 6.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 7.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 8.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 9.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 10.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 11.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 12.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 13.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 14.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 15.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 16.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 17.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 18.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 19.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 20.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 21.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 22.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
[[File:Odia Wikipedia workshop 26July2013 23.JPG|thumb|ଯୋଗଦାନକାରୀ ଉଇକିଆଳିଗଣ]]
 
{{ଉଇକିପିଡ଼ିଆ:Meetup Box}}