"ଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Paddy field}}
[[ଫାଇଲ:US long grain rice.jpg|right|thumb|200px|ଧାନ କେଣ୍ଡା]]
ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ [[ଏସିଆ]] ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୃପେ ଚାଷ କରନ୍ତି । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (''Oryza sativa)''। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବି‌ଳମ୍ବ କିସମର ଅଟ।ଅଟେ।
==ଇତିହାସ==
==ସଂସ୍କୃତି==
===ଓଡ଼ିଶା===
ଧାନ ଓଡ଼ିଶା ରାଜ୍ୟ ର ମୁଖ୍ୟ ଫସଲ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୂପେ ଚାଷ କରନ୍ତି । ବର୍ତ୍ତମାନ ଓଡିଶାରେଓଡ଼ିଶାରେ ଦେଶୀ ଓ ଅଧିକ ଅମଳକ୍ଷମ ବିହ୍‌ନର ବ୍ୟବ‌ହାର ବ‌ହୁଳ। ଶଙ୍କର କିସମ ବିହ‌ନ ଧିରେ ଧିରେ ଚଷୀମାନ‌ଙ୍କମଧ୍ୟରେ ଅଧିକ ଲୋକ ପ‌୍ରିୟତା ଗ୍ରହଣ କରୁଛି।
 
ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡିତ । [[ଅକ୍ଷୟ ତୃତୀୟା]]ରୁ ଅଖି ମୁଠି ଅନୁକୂଳ ଧାନ ବୁଣା କୁ ବୁଝାଏ ଓ [[ରଜ ପର୍ବ]]ରେ ଧାନ ବୁଣା ଶେଷ ହୁଏ। ଗର୍ଭଣା ସଙ୍କ୍ରାନ୍ତି ଧାନ ଫସଲ ରେ ଗର୍ଭ ସଂଚାର କୁ ଓ [[ନୂଆଖାଇ]] ଫସଲ ଅମଳ କୁ ବୁଝାଇ ଥାଏ। କିନ୍ତୁ ଓଡ଼ିଶାରେ ଧାନର ଅମଳ ଜାତୀୟ ହାର ଠାରୁ କମ।
== ଚାଷ ପ୍ରଣାଳୀ ==
ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ[[ଭାରତ]]ରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲ ରେ ଖାଦ୍ୟ ସାର ର ସୁପରିଚାଳନା ଦ୍ଵାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାର ର ପ୍ରୟୋଗ ଦ୍ଵାରା ଧାନ ରେ ଅଧିକ ଅମଳ ମିଳିଥାଏ। ସାର ର ମାତ୍ରା ତଥା ପ୍ରୟୋଗ ର ସମୟ ଧାନରେ ଅମଳ କୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାର ଗୁଡିକ ହେଲା : ଯବକ୍ଷାରଜାନ,ଫସଫୋରସ,ପୋଟାସ, ଜିଙ୍କ ଓ ସଲଫର।
== ଉତ୍ପାଦିତ ଖାଦ୍ୟ ==
ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡିଶାରେ ମିଳୁଥିବା ଓ ତିଆରି କରାଯାଉଥିବା)
# [[ଚାଉଳ]]
# [[ଚୂଡା]]
# [[ମୁଢି]]
# [[ଖଇ]]
 
ମଞ୍ଜି ଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥା ରେ ଧାନ ର ସାର ର ଆବଶ୍ୟକତା ଭିନ୍ନ! ଏବଂ ପ୍ରତି ସମୟ ରେ ଏହି ଖାଦ୍ୟସାର ଧାନ ର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର! । ଅଙ୍କୁରୋଦଗମ ଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନ ର ଅଭିବୃଦ୍ଧି ଅତି ଧୀର ଗତି ରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ। ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର ! କିନ୍ତୁ , ଯବକ୍ଷାରଜାନ ର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ। ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥା ରେ ହିଁ ପ୍ରୟୋଗ କରାଯିବ ଦରକାର। ଏହା ଧାନ ଗଛର ଚେର କୁ ମଜବୁତ କରିଥାଏ ଏବଂ ଗଛ କୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନ ର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହା ଦ୍ଵାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।<ref>http://rkb.irri.org/rkb/ssnm</ref>
== ଉତ୍ପାଦିତ ଖାଦ୍ୟ ==
ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡିଶାରେଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) [[ଚାଉଳ]],[[ଚୂଡା]],[[ମୁଢି]],[[ଖଇ]]। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।
==ଆହୁରି ପଢ଼ନ୍ତୁ==
* Bale, Martin T. Archaeology of Early Agriculture in Korea: An Update on Recent Developments. ''Bulletin of the Indo-Pacific Prehistory Association'' 21(5):77-84, 2001.
* Barnes, Gina L. Paddy Soils Now and Then. ''World Archaeology'' 22(1):1-17, 1990.
* Crawford, Gary W. and Gyoung-Ah Lee. Agricultural Origins in the Korean Peninsula. ''Antiquity'' 77(295):87-95, 2003.
* Kwak, Jong-chul. Urinara-eui Seonsa – Godae Non Bat Yugu [Dry- and Wet-field Agricultural Features of the Korean Prehistoric].In ''Hanguk Nonggyeong Munhwa-eui Hyeongseong'' [The Formation of Agrarian Societies in Korea]: 21-73. Papers of the 25th National Meetings of the [[Korean Archaeological Society]], Busan, 2001.
 
ଓଡିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ
== ଆଧାର ==
{{ଆଧାର}}
==ବାହାର ତଥ୍ଯ==
{{Commons and category|Paddy field}}
*[http://www.imaginatorium.org/sano/tanbo.htm How a paddy-field works]
 
{{ମୁଣ୍ଡିଆ}}
"https://or.wikipedia.org/wiki/ଧାନ"ରୁ ଅଣାଯାଇଅଛି