"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ଧର୍ମ using HotCat
ଟିକେ ଇଂରାଜୀ ନାମ, ୤ > ।
୧ କ ଧାଡ଼ି:
{{ଛୋଟ|Tithi}}
[[ଜହ୍ନ|ଚନ୍ଦ୍ର]] [[ପୃଥିବୀ]]ରପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ଦୁଇ ପକ୍ଷରେ ଏକ [[ମାସ]] ହୁଏ
[[ଜହ୍ନ|ଚନ୍ଦ୍ର]] [[ପୃଥିବୀ]]କୁପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ
 
== ଶ୍ରେଣୀ ବିଭାଗ ==
Line ୬ ⟶ ୭:
 
# କୃଷ୍ଣାତିଥି- କୃଷ୍ଣପକ୍ଷର [[ପ୍ରତିପଦ]]ଠାରୁ [[ଅମାବାସ୍ୟା]] ପର୍ଯ୍ୟନ୍ତ ତିଥି
# ଶୁକ୍ଳାତିଥି- ଶୁକ୍ଳ [[ପ୍ରତିପଦ]]ଠାରୁପ୍ରତିପଦଠାରୁ [[ପୂର୍ଣ୍ଣିମା]] ତିଥି
# ନନ୍ଦା ତିଥି- [[ପ୍ରତିପଦ]], [[ଷଷ୍ଠୀ]] ଓ [[ଏକାଦଶୀ]]
# ଭଦ୍ରାତିଥି- [[ଦ୍ବିତୀୟାଦ୍ଵିତୀୟା]], [[ସପ୍ତମୀ]] ଓ [[ଦ୍ବାଦଶୀଦ୍ଵାଦଶୀ]]
# ଜୟା ତିଥି – [[ତୃତୀୟା]], [[ଅଷ୍ଟମୀ]] ଓ [[ତ୍ରୟୋଦଶୀ]]
# ରିକ୍ତା ତିଥି- [[ଚତୁର୍ଥୀ]], [[ନବମୀ]] ଓ [[ଚତୁର୍ଦ୍ଦଶୀ]]
Line ୧୫ ⟶ ୧୬:
 
=== କ୍ଷୟା ତିଥି ===
[[ପୃଥିବୀ]] ୨୪ ଘଣ୍ଟାରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ [[ଜହ୍ନ|ଚନ୍ଦ୍ର]] ଥରେ [[ପୃଥିବୀ]]କୁପୃଥିବୀକୁ ବୁଲିବାକୁ ୨୩ଘଣ୍ଟା ୩୬ ମିନଟ ଲାଗେ ୧ ସୌରମାସ = ୩୦ ସାବନ ଦିନ ଓ ୧ ଚାନ୍ଦ୍ର ମାସ = ୩୦ ତିଥି = ୨୯.୫୧୨ ଦିନ ବା ସୌର ଦିବସ ସୌରମାସ ଠାରୁ ଚାନ୍ଦ୍ର ମାସ ୧୧ଘଣ୍ଟା ୧୩ ମିନଟ୍ କମ୍ ଚାନ୍ଦ୍ରତିଥି ଓ ସୌର ଦିନ ମଧ୍ୟରେ ଥିବା ଏହି ପାର୍ଥ୍ୟକ୍ୟକୁ ମିଳାଇବା ପାଇଁ ୬୨ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଗଣନା ନ କରି ଛାଡ଼ି ଦିଆଯାଏ ଏହି ଗଣନା କରା ନ ଯିବା ତିଥିକୁ କ୍ଷୟା ତିଥି ବା କ୍ଷୟାହ କୁହାଯାଏ ଆଜି [[ଦ୍ୱିତୀୟା]] ହେଲେ, ଆସନ୍ତା କାଲି ଦିନ ହିସାବରେ [[ତୃତୀୟା]] ତିଥି ହୁଅନ୍ତା; କିନ୍ତୁ [[ତୃତୀୟା]]କୁତୃତୀୟାକୁ କ୍ଷୟାତିଥି କଲେ ଆସନାଆସନ୍ତା କାଲି [[ତୃତୀୟା]] ନହୋଇ [[ଚତୁର୍ଥୀ]] ହେବ ପ୍ରତି ୬୨ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ ସଂଖ୍ୟା ମଧ୍ୟରେ ସମତା ରକ୍ଷା ହୁଏ
 
== ପୌରାଣିକ ମତେ ତିଥି ==
[[ପୁରାଣ]] ମତରେ [[ଜହ୍ନ|ଚନ୍ଦ୍ର]]ଙ୍କଠାରେଚନ୍ଦ୍ରଙ୍କଠାରେ ଅମୃତ ଅଛି; [[ଦେବତାହିନ୍ଦୁ ଦେବାଦେବୀ|ଦେବତାମାନେ]]ମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ଶେଷକଳାକୁ [[ଅମାବାସ୍ୟା]] ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି
 
ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ଣପ୍ରତିପଦଠାରୁ ଆରମ୍ଭ କରି ପାନ କରନ୍ତି
{{div col|2}}
# ଅମୃତା- ଅଗ୍ନି
# ମାନଦା- ସୂର୍ଯ୍ୟ
# ପୂଷା- ବିଶ୍ବେଦେବାବିଶ୍ଵେଦେବା
# ପୁଷ୍ଟି- ବରୁଣ
# ତୁଷ୍ଟି- ବଷଟ୍‌କାର
Line ୩୬ ⟶ ୩୮:
# ଅଙ୍ଗଦା- ପଶୁପତି
# ପୂର୍ଣ୍ଣା- ପ୍ରଜାପତି
# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ
{{div col end}}
:(ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ୤ [[ଅମାବାସ୍ୟା|ଅମାବସୀ]] ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାଋଏଚନ୍ଦ୍ରଙ୍କଠାରେ ଥାଏ )
 
== ଆଧାର ==
{{ଆଧାର}}
{{ପକ୍ଷ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ଧର୍ମ]]
[[ଶ୍ରେଣୀ:ଜ୍ୟୋତିଷୀ]]
{{ଅଧାଗଢା}}
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି