"ବ୍ରଜନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି, ଆଧାର
୧ କ ଧାଡ଼ି:
{{ଛୋଟ|Brajanath Rath}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = ବ୍ରଜନାଥ ରଥ
Line ୩୮ ⟶ ୩୯:
 
 
'''ବ୍ରଜନାଥ ରଥ''' [[ଓଡ଼ିଶା]]ର [[ବାଲେଶ୍ଵର]]ର [[ସୁନହଟ]]ରେ ୧୯୩୬ ମସିହା, ଜାନୁଆରୀ ୧୨ରେ ଜନ୍ମିତ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଅନେକ ସମ୍ମାନଜନକ ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]]କବି ।<ref>[http://www.telegraphindia.com/1110614/jsp/orissa/story_14110390.jsp] Poet</ref>
 
== ଜନ୍ମ ଓ ଜୀବନ ==
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ [[ବାଲେଶ୍ଵର]] ସହରର [[ସୁନହଟ]]ଠାରେସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ବ୍ରଜନାଥ ହିଁ ତାଙ୍କର ଏକମାତ୍ର ଜୀବିତ ସନ୍ତାନ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
 
୧୯୪୫ ରେ ସୁନହଟ ନିକଟରେ ଜାପାନୀ ବୋମା ପଡିଥିଲା । ଦ୍ଵିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ଵାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତା ସମ୍ପର୍କିତ ଏକ ସ୍ଵରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
Line ୪୯ ⟶ ୫୦:
== ସାହିତ୍ୟ ସର୍ଜନା ==
=== କବିତା ===
{{div col|2}}
* ମରୁଗୋଲାପ(୧୯୬୦)<ref>[http://books.google.co.in/books?id=zB4n3MVozbUC&pg=PA1592&lpg=PA1592&dq=Awards++brajanath+ratha&source=bl&ots=OBY0XZWm-Z&sig=lczDQM4cGfG8owqoIBGrLMos0a8&hl=en&ei=MR8GTrKWN4-ImQXq7pGqDw&sa=X&oi=book_result&ct=result&resnum=7&ved=0CEEQ6AEwBg#v=onepage&q&f=false] The Encyclopaedia Of Indian Literature (Volume Two) (Devraj To Jyoti), Volume 2 By Amaresh Datta Page No. 1592</ref>
* ନିଜସ୍ଵ ସଂଳାପ(୧୯୬୯)
Line ୬୩ ⟶ ୬୫:
* ସାମାନ୍ୟ ଅସାମାନ୍ୟ(୨୦୦୭)<ref>[http://www.telegraphindia.com/1110614/jsp/orissa/story_14110390.jsp] Samanya Asamanya</ref>
* ଏକ ଏକ ଏକପଦୀ(୨୦୦୯)
{{div col end}}
=== ଅନୁବାଦ ===
* ତସଲିମାଙ୍କ ଶ୍ରେଷ୍ଠ କବିତା
Line ୭୧ ⟶ ୭୪:
 
== ପୁରସ୍କାର ==
* ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨ <ref>{{cite web |url= http://www.odishareporter.in/top_news/atibadi-jagannath-das-award-announced?utm_source=rss&utm_medium=rss&utm_campaign=atibadi-jagannath-das-award-announced |title=Atibadi Jagannath Das Award announced &#124; Odisha Reporter |work=odishareporter.in |year=2013 |quote=poet Brajanath Rath would receive the coveted award for the year 2012 |accessdate=15 July 2013}}</ref>
* ସାହିତ୍ୟ ଭାରତୀ ସମ୍ମାନ- ୨୦୧୧ <ref>[http://www.orissadiary.com/ShowOriyaOrbit.asp?id=32396 orissadiary.com: Sahitya Bharati Samman for Chandrasekhar Rath]</ref>
* ଟାଗୋର ସାହିତ୍ୟ ପୁରସ୍କାର ( କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)<ref>[http://www.afternoondc.in/book-review/tagore-literature-awards-2010/article_24313] ଟାଗୋର ସାହିତ୍ୟ ପୁରସ୍କାର</ref>
Line ୮୩ ⟶ ୮୭:
* ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)
 
==ଆଧାର ==
== ଦ୍ରଷ୍ଟବ୍ୟ ==
{{Reflistଆଧାର|2}}
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
 
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଲେଖକ]]
[[ଶ୍ରେଣୀ:ବାଲେଶ୍ଵରର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]