"ବରଫ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ବରଫ ଚିକିତ୍ସା ପୃଷ୍ଠାଟି ବରଫକୁ ଘୁଞ୍ଚାଇଲେ: ମୂଳ ପ୍ରସଙ୍ଗ ନାମ
ଟିକେ ଇଂରାଜୀ ନାମ, ଛବି, ୤ > ।, ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Ice}}
==ତ୍ୱଚାରେ ଗରମ ଧାସ ପଡ଼ିଥିଲେ==
[[File:IceBlockNearJoekullsarlon.jpg|thumb|ପ୍ରାକୃତିକ ବରଫ ଖଣ୍ଡ]]
ଗରମ ଧାସ ଦେଉ କି ନିଆଁରେ ତ୍ୱଚା ପୋଡ଼ିଗଲେ, ତୁରନ୍ତ ଉକ୍ତ ସ୍ଥାନରେ ବରଫ ଖଣ୍ଡେ ଘସିବା ଦ୍ୱାରା ଜଳାପୋଡ଼ା ଶିଘ୍ର କମିଯାଇଥାଏ ୤ ଏହାପରେ ଶରୀରରେ ଫୋଟକା ମଧ୍ୟ ହୋଇନଥାଏ୤
[[ଜଳ]] ଜମି ଗଲେ ବରଫରେ ରୂପାନ୍ତରିତ ହୁଏ ଓ ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ ।
==ନାକରୁ ରକ୍ତ ପଡ଼ୁଥିଲେ==
==ଚିକିତ୍ସାରେ ବରଫର ବ୍ୟବହାର==
ନାକରୁ ରକ୍ତ ପଡ଼ୁଥିଲେ, ଖଣ୍ଡେ ବରଫକୁ ଏକ କପଡ଼ାରେ ଗୁଡାଇ ନାକ ଉପରେ ରଖିବା ଦ୍ୱାରା କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଯିବ ୤
* ତ୍ୱଚାରେ ଗରମ ଧାସ ପଡ଼ିଥିଲେ: ଗରମ ଧାସ ଦେଉ କି ନିଆଁରେ ତ୍ୱଚା ପୋଡ଼ିଗଲେ, ତୁରନ୍ତ ଉକ୍ତ ସ୍ଥାନରେ ବରଫ ଖଣ୍ଡେ ଘସିବା ଦ୍ୱାରା ଜଳାପୋଡ଼ା ଶିଘ୍ର କମିଯାଇଥାଏ ଏହାପରେ ଶରୀରରେ ଫୋଟକା ମଧ୍ୟ ହୋଇନଥାଏ୤ହୋଇନଥାଏ ।
==ଆଘାତ ଲାଗିଥିଲେ==
* ନାକରୁ ରକ୍ତ ପଡ଼ୁଥିଲେ: ନାକରୁ ରକ୍ତ ପଡ଼ୁଥିଲେ, ଖଣ୍ଡେ ବରଫକୁ ଏକ କପଡ଼ାରେ ଗୁଡାଇ ନାକ ଉପରେ ରଖିବା ଦ୍ୱାରା କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଯିବ
* ଆଘାତ ଲାଗିଥିଲେ: ଶରୀରର କୌଣସି ସ୍ଥାନରେ ଆଘାତ ହେଲେ, ସଙ୍ଗେ ସଙ୍ଗେ ଖଣ୍ଡେ ବରଫ ଆଣି ଉକ୍ତ ସ୍ଥାନରେ ଘସିବା ଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ନଥାଏ ଦରଜ ମଧ୍ୟ ହୁଏନାହିଁ
==ରକ୍ତ ବନ୍ଦ ହେଉ ନ ଥିଲେ==
* ରକ୍ତ କ୍ଷରଣ ବନ୍ଦ ହେଉ ନ ଥିଲେ: ଶରୀରର କୌଣସି ସ୍ଥାନରେ କ୍ଷତ ହୋଇ ରକ୍ତ ବୋହିବା ବନ୍ଦ ହେଉ ନଥିଲେ, ଖଣ୍ଡେ ବରଫ ଆଣି ଖଣ୍ଡେ କପଡ଼ାରେ ଗୁଡ଼ାଇ କ୍ଷତସ୍ଥାନରେ ବାନ୍ଧି ଦେଲେ ରକ୍ତ ବୋହିବା ବନ୍ଦ ହୋଇଯିବ ୤ ==ମକଚି ହୋଇଗଲେ==
*ମକଚି ହୋଇଗଲେ: ଶରୀରରେ କୌଣସି ସ୍ଥାନ ମକଚି ହୋଇଗଲେ, ଉକ୍ତସ୍ଥାନରେ ତୁରନ୍ତ ବରଫ ଖଣ୍ଡ ଘଷିବା ଦ୍ୱାରା ଦରଜ ହେବ ନାହିଁ
* ଗଳା ବସିପଡ଼ିଲେ: ଗଳା ବସିଥିଲେ, ବରଫ ଖଣ୍ଡ ଗଳା ଉପରେ ଧୀରେ ଘଷିବା ଦ୍ୱାରା ଗଳା ଖୋଲିଯିବ
==ଗଳା ବସିପଡ଼ିଲେ==
* ବାତ ରୋଗ: ବାତ ଯୋଗୁଁ ଗଣ୍ଠି ଦରଜ ହୁଏ ଉକ୍ତସ୍ଥାନରେ ବରଫ ଖଣ୍ଡ ଦୁଇ ମିନିଟ୍ ପର୍ଯ୍ୟନ୍ତ ରଖିବା ପୁଣି ସେହିସ୍ଥାନରେ ନୂଆ ବରଫ ଖଣ୍ଡ ରଖିବା ଏହି ପ୍ରକ୍ରିୟା ୮ରୁ୧୦ ଥର କରିବା ଦ୍ୱାରା ଦରଜ ଦୂର ହୋଇଯାଏ <ref>ପ୍ରମେୟ, ପୃଷ୍ଠା-15, ବୁଧବାର, ୫ଜୁନ୍ ୨୦୧୩</ref>
ଗଳା ବସିଥିଲେ, ବରଫ ଖଣ୍ଡ ଗଳା ଉପରେ ଧୀରେ ଘଷିବା ଦ୍ୱାରା ଗଳା ଖୋଲିଯିବ ୤
==ବାତ ରୋଗ==
ବାତ ଯୋଗୁଁ ଗଣ୍ଠି ଦରଜ ହୁଏ ୤ ଉକ୍ତସ୍ଥାନରେ ବରଫ ଖଣ୍ଡ ଦୁଇ ମିନିଟ୍ ପର୍ଯ୍ୟନ୍ତ ରଖିବା ୤ ପୁଣି ସେହିସ୍ଥାନରେ ନୂଆ ବରଫ ଖଣ୍ଡ ରଖିବା ୤ ଏହି ପ୍ରକ୍ରିୟା ୮ରୁ୧୦ ଥର କରିବା ଦ୍ୱାରା ଦରଜ ଦୂର ହୋଇଯାଏ ୤<ref>ପ୍ରମେୟ, ପୃଷ୍ଠା-15, ବୁଧବାର, ୫ଜୁନ୍ ୨୦୧୩</ref>
==ଆଧାର==
{{ଆଧାର}}
==ଅଧିକ ତଥ୍ୟ==
{{Commons category|Ice|ବରଫ}}
*[http://nsidc.org/ The National Snow and Ice Data Center], based in the United States
*[http://www.its.caltech.edu/~atomic/snowcrystals/ice/ice.htm The phase diagram of water, including the ice variants]
*[http://www.webmineral.com/data/Ice.shtml Webmineral listing for Ice]
*[http://www.mindat.org/min-2001.html MinDat.org listing and location data for Ice]
*[http://www-2.cs.cmu.edu/~dst/ATG/ice.html The physics of ice]
*[http://www.lsbu.ac.uk/water/phase.html The phase diagrams of water with some high pressure diagrams]
*[http://www.phys.unsw.edu.au/~jw/unfreezable.html 'Unfreezable' water, 'bound water' and water of hydration]
*[http://permanent.access.gpo.gov/websites/armymil/www.crrel.usace.army.mil/techpub/CRREL_Reports/reports/sr96_02.pdf Electromechanical properties of ice]
*[http://www.sciencebits.com/StandingOnIce Estimating the maximum thickness of an ice layer]
*[http://www.physorg.com/news93200439.html Sandia's Z machine creates ice in nanoseconds]
*[http://yak.photo.neuf.fr/001/thematic/ice/pages/P1300303.html Amazing ice at Lac Leman]
*[http://blogs.static.mentalfloss.com/blogs/archives/20311.html The Surprisingly Cool History of Ice]
{{ଅଧାଗଢା}}
"https://or.wikipedia.org/wiki/ବରଫ"ରୁ ଅଣାଯାଇଅଛି