"କୁଚିପୁଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar କୁଚିକୁଡି ପୃଷ୍ଠାଟି କୁଚିପୁଡ଼ିକୁ ପୁନପ୍ରେରଣ ବିନା ଘୁଞ୍ଚାଇଲେ: ଠିକ ବନାନ
ଟିକେ ଇଂରାଜୀ ନାମ, ଛବି, ୤ > ।, ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Kuchipudi}}
କୁଚିପୁଡ଼ି ନୃତ୍ୟ [[ଭାରତ|ଭାରତର]] ଏକ ଲୋକପ୍ରିୟ ନୃତ୍ୟ ୤ ଏହା ଏକ ଶାସ୍ତ୍ରୀୟ ନୃତ୍ୟ ୤ ପ୍ରଥମେ ଏହା ଦକ୍ଷିଣ ଭାରତ ଆନ୍ଧ୍ରପ୍ରଦେଶର କୁଚିଲାପୁରମ୍ ଗ୍ରାମରେ ଆରମ୍ଭ ହୋଇଥିଲା ୤ କୁଚିଲାପୁରମ୍ ଗ୍ରାମର ନାମ ଅନୁସାରେ ଏହି ନୃତ୍ୟର ନାମ ‘କୁଚିପୁଡ଼ି’ ରଖାଯାଇଛି ୤ ଏହି ନୃତ୍ୟ ପାଇଁ କେରଳ ପ୍ରସିଦ୍ଧ ୤ ଏହି ନୃତ୍ୟ ହିନ୍ଦୁ ଧର୍ମ ବିଷୟ ଆଧାରରେ ପରିବେଷଣ କରାଯାଏ ୤ ଏହା ଏକ ଧାର୍ମିକ ନୃତ୍ୟ ୤ ଧାର୍ମିକ ଗୀତର ତାଳେ ତାଳେ ଏହି ନୃତ୍ୟ ହୋଇଥାଏ ୤ ଏହା ମଧ୍ୟ ଭାରତନାଟ୍ୟମ୍ ଭାବେ ଖ୍ୟାତି ଅର୍ଜନ କରିଛି ୤ ଏହା ପ୍ରଥମେ ପୁରୁଷଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ୤ ପ୍ରଥମେ ପୁରୁଷମାନେ ମିଳିତ ହୋଇ ଏପରି ନୃତ୍ୟ ଆରମ୍ଭ କରିଥିଲେ ୤ ପରେ କିନ୍ତୁ ମହିଳାମାନେ ଏହି ନୃତ୍ୟରେ ସାମିଲ୍ ହେଲେ ୤ ଗୀତଗୋବିନ୍ଦ, ରାମାୟଣ, ପୁରାଣ, କୃଷ୍ଣଲୀଳା ଉପରେ ଭିନ୍ନ ଭିନ୍ନ ଗୀତରେ ଏହି ନୃତ୍ୟ ପରିବେଷଣ କରାଯାଏ ୤ <ref>ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩ </ref>
[[File:Kuchipudi Dance Uma Muralikrishna.jpg|right|thumb|250px|କୁଚିପୁଡ଼ି ପରିବେଷଣ କରୁଥିବା ଜଣେ ନର୍ତ୍ତକୀ]]
କୁଚିପୁଡ଼ି ନୃତ୍ୟ [[ଭାରତ|ଭାରତର]] ଏକ ଲୋକପ୍ରିୟ ନୃତ୍ୟ ଏହା ଏକ ଶାସ୍ତ୍ରୀୟ ନୃତ୍ୟ ପ୍ରଥମେ ଏହା ଦକ୍ଷିଣ ଭାରତ ଆନ୍ଧ୍ରପ୍ରଦେଶର[[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର ପ୍ରଦେଶର]] କୁଚିଲାପୁରମ୍ ଗ୍ରାମରେ ଆରମ୍ଭ ହୋଇଥିଲା କୁଚିଲାପୁରମ୍ ଗ୍ରାମର ନାମ ଅନୁସାରେ ଏହି ନୃତ୍ୟର ନାମ ‘କୁଚିପୁଡ଼ି’ ରଖାଯାଇଛି ଏହି ନୃତ୍ୟ ପାଇଁ କେରଳ ପ୍ରସିଦ୍ଧ ଏହି ନୃତ୍ୟ ହିନ୍ଦୁ ଧର୍ମ ବିଷୟ ଆଧାରରେ ପରିବେଷଣ କରାଯାଏ ଏହା ଏକ ଧାର୍ମିକ ନୃତ୍ୟ ଧାର୍ମିକ ଗୀତର ତାଳେ ତାଳେ ଏହି ନୃତ୍ୟ ହୋଇଥାଏ ଏହା ମଧ୍ୟ ଭାରତନାଟ୍ୟମ୍ ଭାବେ ଖ୍ୟାତି ଅର୍ଜନ କରିଛି ଏହା ପ୍ରଥମେ ପୁରୁଷଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଥମେ ପୁରୁଷମାନେ ମିଳିତ ହୋଇ ଏପରି ନୃତ୍ୟ ଆରମ୍ଭ କରିଥିଲେ ପରେ କିନ୍ତୁ ମହିଳାମାନେ ଏହି ନୃତ୍ୟରେ ସାମିଲ୍ ହେଲେ ଗୀତଗୋବିନ୍ଦ, ରାମାୟଣ, ପୁରାଣ, କୃଷ୍ଣଲୀଳା ଉପରେ ଭିନ୍ନ ଭିନ୍ନ ଗୀତରେ ଏହି ନୃତ୍ୟ ପରିବେଷଣ କରାଯାଏ <ref>ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩ </ref>
==ଆଧାର==
{{ଆଧାର}}
==ଅଧିକ ତଥ୍ୟ==
{{commons category|Kuchipudi|କୁଚିପୁଡ଼ି}}
*''Kuchipudi Bhartam''. Sri Satguru Publications/Indian Books Centre, Delhi, India, in Raga-Nrtya Series.
* [http://community.guinnessworldrecords.com/_Largest-Kuchipudi-dance/blog/3435517/7691.html World largest Kuchipudi Dance Record]
* [http://www.indiamartinusa.net/ Kuchipudi dance Jewelry and costumes]