"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅନାବଶ୍ୟକ ପୃଷ୍ଠା ଲିଙ୍କ ହଟାଗଲା
ଟିକେ ସଜାଣି
୧୬୧ କ ଧାଡ଼ି:
 
[[File:George W. Bush and Nelson Mandela - walking - Oval Office - May 17 2005.jpg|thumb|ମେ ୨୦୦୫ରେ ଓଭାଲ ଅଫିସରେ ନେଲସନ ମଣ୍ଡେଲା ଓ ଜର୍ଜ ଡବଲ୍ୟୁ ବୁଶ]]
୨୦୦୫ରେ ସେ "ନେଲସନ ମଣ୍ଡେଲା ଲିଗାସି ଟ୍ରଷ୍ଟ"ର ଗଠନ କରିଥିଲେ ।<ref name=NPR>{{cite news |title=Mandela, Bush Discuss Education, AIDS in Africa |author= |first=Allison |last=Keyes |authorlink= |authorlink2= |author2= |author3= |author4= |author5= |author6= |author7= |url=http://www.npr.org/templates/story/story.php?storyId=4654914 |agency= |newspaper=NPR |publisher= |location= |isbn= |issn= |oclc= |pmid= |pmc= |bibcode= |doi= |id= |date=May 17, 2005 |page= |pages= |at= |accessdate= |language= |trans_title= |quote= |archiveurl=http://www.webcitation.org/6HeUQkPps|archivedate=June 25, 2013 |deadurl= |ref=}}</ref> ଏହି ସଂସ୍ଥାର ଉଦଘାଟନ ପାଇଁ ସେ ଆମେରିକା ଗସ୍ତ କରି "ବ୍ରୁକିଙ୍ଗସ ଇନଷ୍ଟିଚ୍ୟୁଟ"ରେ କହିଥିଲେ ଯେ ଆଫ୍ରିକୀୟ ଦେଶ ମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ।<ref name=NPR /><ref name=LAT>{{cite news |title=The Obama-Mandela dynamic, reflected in a photo |author= |first=Kathleen |last=Hennessey |authorlink= |authorlink2= |author2= |author3= |author4= |author5= |author6= |author7= |url=http://www.latimes.com/news/nationworld/nation/la-na-obama-mandela-20130625,0,6170889,full.story |agency= |newspaper=[[Los Angeles Times]] |publisher= |location= |isbn= |issn= |oclc= |pmid= |pmc= |bibcode= |doi= |id= |date=June 25, 2013 |page= |pages= |at= |accessdate= |language= |trans_title= |quote= |archiveurl=http://www.webcitation.org/6HeUdFS94 |archivedate=June 25, 2013 |deadurl= |ref=}}</ref> ସେ ମଧ୍ୟ ଆମେରିକୀୟ ସିନେଟର ସଦସ୍ୟ [[ହିଲାରୀ କ୍ଲିଣ୍ଟନ]] , ରାଷ୍ଟ୍ରପତି ବୁଶ, ଏବଂ ପ୍ରଥମ ଥର ପାଇଁ [[ବାରାକ ଓବାମା]] ଙ୍କୁ ଭେଟି କଥାବାର୍ତ୍ତା କରିଥିଲେ ।<ref name=LAT />
 
ଜିମ୍ବାୱେରେ ମାନବିକ ଅଧିକାରର ଉଲ୍ଲଙ୍ଘନ ହେଉଥିବାରୁ ତତକାଳୀନ ରାଷ୍ଟ୍ରପତି [[ରବର୍ଟ ମୁଗାବେ]] ଙ୍କୁ ସେ ଇସ୍ତଫା ଦେବାପାଇଁ ପରାମର୍ଶ ଦେଇଥିଲେ । ଏହାର କିଛି ପ୍ରଭାବ ନ ପଡ଼ିବାରୁ ୨୦୦୭ରେ ସେ ମଣ୍ଡେଲା ସର୍ବସାଧାରଣ ଭାବେ କହିଥିଲେ ଯେ ମୁଗାବେ "ସମ୍ମାନର ସହିତ" ରାଷ୍ଟ୍ରପତି ପଦରୁ ଓହରି ଆସିବା ଉଚିତ ।<ref>{{harvnb|Battersby|2011|p=594}}.</ref> ସେହି ବର୍ଷ ମଣ୍ଡେଲା, ମାସେଲ ଓ ଡେସମଣ୍ଡ ଟୁଟୁ ଜୋହାନ୍ସବର୍ଗରେ ଏକ ବିଶ୍ୱନେତାଙ୍କ ସଂଘ କରି ବିଶ୍ୱର ବିଭିନ୍ନ ଅସୁବିଧା ଓ ସମାଧାନ ହୋଇ ନ ପାରୁଥିବା ସମସ୍ୟା ପ୍ରତି ତାଙ୍କ ଅଭିଜ୍ଞତା ଓ ବୁଦ୍ଧିର ସହାୟତା ଦେବାକୁ ଚାହିଁଥିଲେ । ନିଜର ୮୯ତମ ଜନ୍ମଦିନରେ ଏକ ଭାଷଣରେ ସେ ଏହି ସଂଗଠନ "ଦି ଏଲଡ଼ର୍ସ"ର ଗଠନ ହେବା ବିଷୟରେ କହିଥିଲେ ।<ref>{{harvnb|Battersby|2011|p=600}}; {{cite news | url=http://www.msnbc.msn.com/id/19836050 | title=Mandela joins 'Elders' on turning 89 | publisher=[[MSNBC]]|agency=Associated Press|accessdate=26 May 2008 | date=20 July 2007 |archivedate=25 February 2013 |archiveurl=http://www.webcitation.org/6EhRqC1M4 |deadurl=no}}; {{cite web|url=http://www.southafrica.info/mandela/theelders.htm|title=Mandela launches The Elders|date=19 July 2007 |publisher=SAinfo|accessdate=27 October 2008 |archivedate=25 February 2013 |archiveurl=http://www.webcitation.org/6EhRpoERW |deadurl=no}}</ref>
 
[[File:Graça Machel - Sri Chinmoy - Nelson Mandela.png|thumb|ଭାରତୀୟ ଗୁରୁ ଶ୍ରୀ ଚିନ୍ମୟଙ୍କ ସହିତ ମଣ୍ଡେଲା ଓ ପତ୍ନୀ ଗ୍ରାକା ମାସେଲ]]
୧୯୬ କ ଧାଡ଼ି:
ମଣ୍ଡେଲା ୩ ଥର ବିବାହ କରିଥିଲେ ଓ ୬ଟି ସନ୍ତାନଙ୍କ ପିତା ତଥା ୧୭ଜଣ ନାତି-ନାତୁଣୀଙ୍କ<ref>{{cite web|author=Geoffrey York |url=http://m.theglobeandmail.com/news/world/south-africans-express-disgust-as-mandela-family-members-cash-in-on-icons-name/article11299841/?service=mobile |title=South Africans express disgust as Mandela family members cash in on icon’s name |publisher=The Globe and Mail |date=2013-04-16 |accessdate=2013-06-28}}</ref> ପିତାମହ ଥିଲେ; ଏବଂ ତାଙ୍କର ବହୁ ଅଣ ନାତି-ନାତୁଣୀ ଥିଲେ ।<ref>{{cite web |url=http://www.highbeam.com/doc/1P2-590332.html |title=In S. Africa, a President Replaces an Icon; Mbeki Takes Over From Mandela, Nation's 'Saintly Man' |author=Jon Jeter |date=17 June 1999 |work=The Washington Post |publisher= {{Subscription required|via=HighBeam Research}}|accessdate=3 February 2013}}</ref> ନିଜ ସନ୍ତାନ ସନ୍ତତିଙ୍କ ପ୍ରତି ସେ କଠୋର ଥିଲେ ମଧ୍ୟ ନାତି ନାତୁଣୀଙ୍କ ପାଇଁ ବହୁ ଉଦାର ଥିଲେ ।<ref>{{harvnb|Sampson|2011|p=246}}; {{harvnb|Smith|2010|p=147}}; {{harvnb|Meredith|2010|p=481}}.</ref>
 
ଟ୍ରାନସ୍କେଇରୁ ଆସିଥିବା "ଏଭେଲିନ ନତୋକୋ ମାସେ"ଙ୍କ ସହିତ ତାଙ୍କର ଅକ୍ଟୋବର ୧୯୯୪ରେ ପ୍ରଥମ ବିବାହ ହୋଇଥିଲା ଓ ବିବାହ ପୂର୍ବରୁ ସେମାନେ ଜୋହାନ୍ସବର୍ଗରେ ଭେଟ ହୋଇ ସାରିଥିଲେ ।<ref name="mandela144"/> ଦୀର୍ଘ ୧୩ ବର୍ଷ ପରେ ୧୯୫୭ରେ, ମଣ୍ଡେଲାଙ୍କ ଅତ୍ୟଧିକ ଅନୁପସ୍ଥିତି ଓ ଅନୈତିକ ସଂପର୍କକୁ କେନ୍ଦ୍ର କରି ସେମାନଙ୍କର ବିବାହବିଚ୍ଛେଦ ହୋଇଥିଲା ଓ ଏଭେଲିନ "ଜେଓୱାହ’ସ ୱିଟନେସ"ର ସଦସ୍ୟ ଥିଲେ ଓ ସେଥିପାଇଁ ରାଜନୀତିରୁ ଦୂର ରହିବା ଜରୁରୀ ଥିଲା ।<ref name="mandela296"/> ମଣ୍ଡେଲା ଓ ଏଭେଲିନଙ୍କ ଔରସରୁ ଦୁଇ ପୁତ୍ର - ମାଦିବା "ଥେମ୍ବି" ଥେମ୍ବେକିଲେ (୧୯୪୬-୧୯୬୯) ଓ "ମାକଗାଥୋ ମଣ୍ଡେଲା "(୧୯୫୦-୨୦୦୫); ଦୁଇ କନ୍ୟା - ମାକାଜିୱେ ମଣ୍ଡେଲା (ଦୁଇ ଜଣଙ୍କ ନାମ ସମାନ ଥିଲା, ୧୯୪୭ ଓ ୧୯୫୩ରେ ଜନ୍ମିତ) ଜାତ ହୋଇଥିଲେ । ପ୍ରଥମ କନ୍ୟାର ନଅ ମାସରେ ମୃତ୍ୟୁ ହେବାରୁ, ତାଙ୍କରି ସ୍ମୃତିରକ୍ଷା ପାଇଁ ଦ୍ୱିତୀୟ କନ୍ୟାର ନାମ ସମାନ ରଖିଥିଲେ । ମାସେ ୨୦୦୪ରେ ମୃତ୍ୟୁବରଣ କରିଥିଲେ ଓ ମଣ୍ଡେଲା ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।<ref>{{cite web|url=http://www.iol.co.za/index.php?from=rss_General&set_id=1&click_id=139&art_id=qw1084030021347B211|title=Madiba bids final farewell to his first wife |date=8 May 2004 |work=Independent Online (South Africa)|Independent Online|accessdate=28 October 2008|archivedate=25 February 2013 |archiveurl=http://www.webcitation.org/6Ehkf7cVB |deadurl=no}}</ref> ମାକଗାଥୋଙ୍କ ପୁତ୍ର "ମଣ୍ଡଲା ମଣ୍ଡେଲା" ୨୦୦୭ରେ ମଭେଜୋ ଆଦିବାସୀ ପରିଷଦର ମୁଖ୍ୟ ହୋଇଥିଲେ ।<ref>{{cite web |url=http://www.reuters.com/article/2007/04/16/us-safrica-mandela-idUSL168565220070416 |title=Mandela's grandson becomes tribal chief, political heir |author=Andrew Quinn |date=16 April 2007 |publisher=Reuters {{Subscription required|via=[[HighBeam Research]]}}|accessdate=3 February 2013}}</ref>
[[File:Mandela e Evelyn 1944.jpg|right|thumb|150x150px|୧୯୪୪ରେ ନେଲସନ ଓ ଏଭେଲିନଙ୍କ ବିବାହ]]
 
୨୧୪ କ ଧାଡ଼ି:
|url=http://news.bbc.co.uk/1/hi/world/africa/8353853.stm |title=UN gives backing to 'Mandela Day' |publisher=BBC News |accessdate=11 November 2009 | date=11 November 2009 |archivedate=14 February 2013 |archiveurl=http://www.webcitation.org/6EQbCaUWz |deadurl=no}}</ref>
 
ଯୁକ୍ତରାଷ୍ଟ୍ର ଆମେରିକାରୁ "ପ୍ରେସିଡ଼େନସିଆଲ ମେଡ଼ାଲ ଅଫ ଫ୍ରିଡ଼ମ"<ref>{{cite web|url=http://georgewbush-whitehouse.archives.gov/news/releases/2002/07/20020709-8.html|title=President Honors Recipients of the Presidential Medal of Freedom |date=9 July 2002 |publisher=The White House |accessdate=26 October 2008 |archivedate=14 February 2013 |archiveurl=http://www.webcitation.org/6EQa6Gnu1 |deadurl=no}}</ref>, "ଅର୍ଡ଼ର ଅଫ କାନାଡ଼ା"<ref>{{cite web |url=http://www.canadainternational.gc.ca/southafrica-afriquedusud/eyes_abroad-coupdoeil/NelsonMandelaDJ.aspx?lang=eng&view=d |title=Canada presents Nelson Mandela with the Queen Elizabeth II Diamond Jubilee medal |date=23 August 2012 |publisher=Government of Canada |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQaTXONi |deadurl=no}}</ref>, ଓ ପ୍ରଥମ ଜୀବିତ ବ୍ୟକ୍ତି ଭାବେ "କାନାଡ଼ାର ସମ୍ମାନୀୟ ନାଗରିକତ୍ୱ" ମଣ୍ଡେଲା ପାଇଛନ୍ତି ।<ref>{{cite news|url=http://www.cbc.ca/canada/story/2001/11/19/mandela_011119.html|title=Mandela to be honoured with Canadian citizenship|date=19 November 2001 |publisher=CBC News|accessdate=26 October 2008 |archivedate=14 February 2013 |archiveurl=http://www.webcitation.org/6EQa6zuKU |deadurl=no}}</ref> ସୋଭିଏତ ରାଷ୍ଟ୍ରସଂଘ ତରଫରୁ ଶେଷ "ଲେନିନ ଶାନ୍ତି ପୁରସ୍କାର"<ref name=CT12 />, ମାନବ ଅଧିକାର ସୁରକ୍ଷା ପାଇଁ ପ୍ରଥମ "ଅଲ-ଗଦ୍ଦାଫି ଇଣ୍ଟରନ୍ୟାସନାଲ ପ୍ରାଇଜ ଫର ହ୍ୟୁମାନ ରାଇଟ୍ସ"<ref name="TimeGadafiPrize">{{cite news|title=Prizes: And the Winner Is...|url=http://www.time.com/time/magazine/article/0,9171,957634,00.html|publisher=[[Time]]|date=08-05-1989|accessdate=24-10-2012}}</ref>, ୧୯୯୦ରେ ଭାରତ ସରକାରଙ୍କ ଦ୍ୱାରା "ଭାରତ ରତ୍ନ"<ref>{{cite web |url=http://www.ndtv.com/article/india/list-of-all-bharat-ratna-award-winners-81336 |title=List of all Bharat Ratna award winners |date=21 January 2011 |publisher=NDTV |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQat3ntQ |deadurl=no}}</ref>, ୧୯୯୨ରେ ପାକିସ୍ତାନ ଦ୍ୱାରା "ନିସାନ-ଏ-ପାକିସ୍ତାନ"<ref>{{Cite news | title = Mandela in Pakistan | newspaper=The Independent | publisher=Independent Print Limited | date = 3 October 1992 | url = http://www.independent.co.uk/news/world/mandela-in-pakistan-1555096.html | accessdate =7 June 2010 |archivedate=14 February 2013 |archiveurl=http://www.webcitation.org/6EQa80Py9 |deadurl=no}}</ref> ଆଦି ପୁରସ୍କାରରେ ମଣ୍ଡେଲା ସମ୍ବର୍ଦ୍ଧିତ ହୋଇଛନ୍ତି । ୧୯୯୨ରେ ତୁର୍କୀ ଦ୍ୱାରା "ଅତାତୁର୍କ ଶାନ୍ତି ପୁରସ୍କାର" ପାଇଥିଲେ ମଧ୍ୟ ସେହି ସମୟରେ ତୁର୍କୀ ମାନବ ଅଧିକାର ଉଲ୍ଲଙ୍ଗନ କରିଥିବା କାରଣ ଦର୍ଶାଇ ପୁରସ୍କାର ଗ୍ରହଣ କରି ନଥିଲେ;<ref name=ataturk>{{cite web |url=http://www.anc.org.za/ancdocs/pr/1992/pr0412a.html |title=Statement on the Ataturk Award given to Nelson Mandela |date=12 April 1992 |publisher=African National Congress |accessdate=2 January 2007 |archiveurl = http://web.archive.org/web/20061001161737/http://www.anc.org.za/ancdocs/pr/1992/pr0412a.html <!-- Bot retrieved archive --> |archivedate = 1 October 2006}}</ref> କିନ୍ତୁ ପରେ ୧୯୯୯ରେ ଗ୍ରହଣ କରିଥିଲେ ।<ref name=CT12>{{cite web |url=http://www.highbeam.com/doc/1G1-296964849.html |title=How the awards have just kept flooding in |date=18 July 2012 |work=The Cape Times |publisher={{Subscription required|via=[[HighBeam Research]]}}|accessdate=14 February 2013}}</ref> ଏଲିଜାବେଥ-୨ଙ୍କ ଦ୍ୱାରା ମଣ୍ଡେଲା "ବୈଲିଫ ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡ଼ର ଅଫ ସେଣ୍ଟ ଜନ" ଓ "ଅର୍ଡ଼ର ଅଫ ମେରିଟ" ପାଇଥିଲେ ।<ref>{{cite web |url=http://www.royal.gov.uk/output/Page1880.asp |archiveurl=http://web.archive.org/web/20050105152154/http://www.royal.gov.uk/output/Page1880.asp |archivedate=5 January 2005 |title=The Order of Merit |date = November 2002|publisher=Royal Insight |accessdate=26 October 2008}}</ref>
===କଳାକାରଙ୍କ ଶ୍ରଦ୍ଧାଞ୍ଜଳି===
ଅନେକ କଳକାର ମଣ୍ଡେଲାଙ୍କୁ ବହୁ ସଂଗୀତ ଉତ୍ସର୍ଗ କରିଛନ୍ତି । ସବୁଠାରୁ ଅଧିକ ଜନପ୍ରିୟ ଥିଲା ୧୯୮୩ରେ "ଦି ସ୍ପେସିଆଲ ଆକା" ଦ୍ୱାରା ରେକର୍ଡ଼ ହୋଇଥିବା "ଫ୍ରି ନେଲସନ ମଣ୍ଡେଲା" । ୧୯୮୫ରେ ଓସ୍କାର ପୁରସ୍କାର ପାଇଥିବା ଗୀତ "ଆଇ ଜଷ୍ଟ କଲଡ ଟୁ ସେ ଆଇ ଲଭ ୟୁ"କୁ ଷ୍ଟିଭି ୱଣ୍ଡର ମଣ୍ଡେଲାଙ୍କୁ ଉତ୍ସର୍ଗୀକୃତ କରିଦେଇଥିବାରୁ "ସାଉଥ ଆଫ୍ରିକାନ ବ୍ରୋଡ଼କାଷ୍ଟିଙ୍ଗ କର୍ପୋରେସନ" ୱଣ୍ଡରଙ୍କ ସଙ୍ଗୀତକୁ ଦକ୍ଷିଣ ଆଫ୍ରିକାରେ ନିଷିଦ୍ଧ ଘୋଷଣା କରିଥିଲେ ।<ref name=wonder>{{cite news |url=http://query.nytimes.com/gst/fullpage.html?res=9F00E4DD1438F934A15750C0A963948260 |title=Stevie Wonder Music Banned in South Africa |date=27 March 1985 |work=The New York Times |accessdate=26 May 2008 |archivedate=14 February 2013 |archiveurl=http://www.webcitation.org/6EQZUTA27 |deadurl=no}}</ref> ୧୯୮୫ରେ ସେନେଗାଲର କଳାକାର "ୟୁସୌ ନ’ଦୌର" ଙ୍କ ପ୍ରଥମ ଆମେରୀୟ ଆଲବମ "ନେଲସନ ମଣ୍ଡେଲା" ଥିଲା । ମଣ୍ଡେଲାଙ୍କୁ ସମ୍ମାନ ଜଣାଇ ଗୀତ ବା ଭିଡ଼ିଓ ସଂଗୀତ କରିଥିବା ଅନ୍ୟ କଳାକାର ମାନେ ହେଲେ - "ଜନି କ୍ଲେଗ",<ref>{{cite book |last=Drewett |first=Michael |coauthors=Cloonan, Martin |title=Popular Music Censorship in Africa |publisher=Ashgate Publishing |year=2006 |page=30 |isbn=0-7546-5291-2}}</ref> "ହ୍ୟୁଗ ମାସେକେଲା",<ref>{{cite book |last=Guernsey |first=Otis L. |coauthors=Sweet, Jeffrey; Kronenberger, Louis |title=The Best Plays |publisher=University of Michigan |date=21 May 2008 |page=347 |isbn=1-55783-040-1}}</ref> "ବ୍ରେଣ୍ଡା ଫାସି",<ref>{{cite web |url=http://www.guardian.co.uk/news/2004/may/11/guardianobituaries.southafrica |title=Brenda Fassie |author=Liz McGregor |date=10 May 2004 |work=The Guardian |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EAGDK9il |deadurl=no}}</ref> "ବିୟଣ୍ଡ",<ref name="beyond">{{cite news |last=Lee |first=Carmen |work=Time |title=20 Years Ago Today |url=http://www.time.com/time/magazine/article/0,9171,501030623-458836,00.html |accessdate=27 May 2008 |date=16 June 2003 |archivedate=14 February 2013 |archiveurl=http://www.webcitation.org/6EQZVAldt |deadurl=no}}</ref> "ନିକେଲବ୍ୟାକ",<ref>{{cite web|url=http://top40.about.com/od/singles/gr/ifeveryonecared.htm|title=Nickelback – If Everyone Cared|last=Lamb|first=Bill|publisher=About|accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVYfFl |deadurl=no}}</ref> "ରଫି",<ref>{{cite web |url=http://www.myhero.com/myhero/hero.asp?hero=nelsonMandela |title=Freedom Hero: Nelson Mandela |last=Trussell |first=Jeff |publisher=The My Hero Project |accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVvE31 |deadurl=no}}</ref> ଏବଂ "ଆମ୍ପି ଡୁ ପ୍ରିଜ" ଓ "ଆବ୍ରାହମ ଡି ଭିଲିଅର୍ସ" ।<ref>{{cite web|url=http://www.abdevilliersfan.com/wordpress/about/the-music/ |title=AB de Villiers – The Fan Site |publisher=Abdevilliersfan.com |date=2 August 2010 |accessdate=3 October 2010 |archivedate=14 February 2013 |archiveurl=http://www.webcitation.org/6EQZWJ6wK |deadurl=no}}</ref>
୨୨୧ କ ଧାଡ଼ି:
 
==ଆଧାର==
{{ଆଧାର|23}}
===ସହାୟକ ଗ୍ରନ୍ଥ ସୂଚୀ===
* {{cite contribution|contribution=Afterword: Living Legend, Living Statue |last=Battersby |first=John |year=2011 |title=Mandela: The Authorised Biography |editor=Anthony Sampson |publisher=HarperCollins |location=London |pages=587–610 |isbn=978-0007437979 |ref=harv}}