"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅନାବଶ୍ୟକ ପୃଷ୍ଠା ଲିଙ୍କ ହଟାଗଲା
୧୭୬ କ ଧାଡ଼ି:
ଫେବ୍ରୁଆରୀ ୨୦୧୧ରେ ମଣ୍ଡେଲାଙ୍କୁ ଶ୍ୱାସପ୍ରଶ୍ୱାସ ଜନିତ ସଂକ୍ରମଣ ପାଇଁ ସ୍ୱଳ୍ପକାଳ ନିମନ୍ତେ ଡାକ୍ତରଖାନାରେ ରଖାଯାଇଥିଲା, ଓ ଏହା ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଥିଲା;<ref>{{harvnb|Battersby|2011|p=607}}; {{cite web|url=http://www.news24.com/SouthAfrica/News/Nelson-Mandela-breathing-on-his-own-20110128|title=Nelson Mandela 'breathing on his own'|date=18 January|publisher=News 24|accessdate=30 January|archivedate=25 February 2013 |archiveurl=http://www.webcitation.org/6EhSmCBmZ |deadurl=no}}</ref> ପୁଣି ଡିସେମ୍ବର ୨୦୧୨ରେ ଫୁସଫୁସ ସଂକ୍ରମଣ ଓ "ଗାଲଷ୍ଟୋନ" ହଟାଇବା ପାଇଁ ଡାକ୍ତରଖାନା ନିଆଯାଇଥିଲା ।<ref>{{cite news|title=Mandela Has Lung Infection, South African Officials Say|url=http://www.huffingtonpost.com/2012/12/11/nelson-mandela-in-hospital_n_2276365.html|work=The Huffington Post|agency=Associated Press|date=11 December 2012|author=Jon Gambrell|archivedate=25 February 2013 |archiveurl=http://www.webcitation.org/6EhSu8BsQ |deadurl=no|accessdate=11 December 2012}}; {{cite news|title=Mandela Has Surgery for Gallstones|url=http://www.nytimes.com/2012/12/16/world/africa/mandela-has-surgery-to-remove-gallstones.html?partner=rss&emc=rss&smid=tw-nytimes&_r=0|work=The New York Times|accessdate=15 December 2012|archivedate=25 February 2013 |archiveurl=http://www.webcitation.org/6EhSuaglG |deadurl=no}}</ref> ମାର୍ଚ ୨୦୧୩ର ପ୍ରଥମ ଭାଗରେ ଏକ ସଫଳ ଡାକ୍ତରୀ ଉପଚାର ପରେ,<ref>{{cite web|url=http://www.ctvnews.ca/world/nelson-mandela-94-responding-positively-to-treatment-in-hospital-1.1214585 |title=Nelson Mandela, 94, responding positively to treatment in hospital &#124; CTV News |publisher=Ctvnews.ca |date=2013-03-28 |accessdate=2013-06-10}}</ref> ପୁଣି ଫୁସଫୁସ ସଂକ୍ରମଣ ହୋଇଥିଲା ଏବଂ କିଛିଦିନ ପାଇଁ ପ୍ରିଟୋରିଆରେ ଡାକ୍ତରଖାନାରେ ରଖାଯାଇଥିଲା ।<ref>{{cite web|title=Nelson Mandela arrives home in ambulance|url=http://www.telegraph.co.uk/news/worldnews/nelson-mandela/9976102/Nelson-Mandela-arrives-home-in-ambulance.html|publisher=The Telegraph|accessdate=6 April 2013}}</ref>
 
ଜୁନ ୮ ୨୦୧୩ରେ, ତାଙ୍କର ଫୁସଫୁସ ସଂକ୍ରମଣ ଖରାପ ଅବସ୍ଥାକୁ ଗତି କରିଥିଲା, ଏବଂ ଗୁରୁତର ପରିସ୍ଥିତିରେ ତାଙ୍କୁ ପ୍ରିଟୋରିଆରେ ପୁଣି ଡାକ୍ତରଖାନା ନିଆଯାଇଥିଲା ।<ref>{{cite news|title=Nelson Mandela hospitalized in serious condition|url=http://www.cnn.com/2013/06/08/world/africa/south-africa-mandela-sick/index.html|publisher=CNN|accessdate=8 June 2013|date=8 June 2013}}</ref> ଚାରିଦିନ ପରେ, ତାଙ୍କ ଅବସ୍ଥା "ଗୁରୁତର କିନ୍ତୁ ସ୍ଥିର" ବୋଲି ରାୟ ଦିଆ ଯାଇଥିଲା ।<ref>{{cite news|title=Nelson Mandela still in 'serious, but stable condition'|url=http://www.bbc.co.uk/news/world-africa-22851404|work=[[BBC News]]|accessdate=11 June 2013}}</ref> ଡାକ୍ତରଖାନା ନିଆଯିବା ସମୟରେ ଆମ୍ବୁଲାନସରେ ଯାନ୍ତ୍ରିକ ତ୍ରୁଟି ହେବାରୁ, ସେ ୪୦ମିନିଟ ପର୍ଯ୍ୟନ୍ତ ରାସ୍ତାରେ ଅଟକି ରହିଥିଲେ, ଏବଂ ଏଥି ନିମନ୍ତେ ଦକ୍ଷିଣ ଆଫ୍ରିକା ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା, ଏବଂ କିଛି ସପ୍ତାହ ପରେ ରାଷ୍ଟ୍ରପତି ଜାକୋବ ଜୁମା କହିଥିଲେ ଯେ - ମଣ୍ଡେଲାଙ୍କ ଯତ୍ନ ନେବାକୁ ୭ଜଣିଆ ଅଭିଜ୍ଞ ଡାକ୍ତରୀ ଦଳ ଗାଡ଼ିରେ ରହିଥିଲା ଓ ସବୁ ସମୟରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲା ।<ref name=NYT-23-06-13>{{cite news|last=Walsh|first=Declan|title=Mandela’s Condition Now Said to Be 'Critical'|url=http://www.nytimes.com/2013/06/24/world/africa/mandelas-condition-now-said-to-be-critical.html?hp&_r=0|accessdate=23 June 2013|newspaper=[[The New York Times]]|date=23 June 2013}}</ref>
 
ଜୁନ ୨୨ ୨୦୧୩ରେ, "ସି.ବି.ଏସ. ନ୍ୟୁଜ" ଉଲ୍ଲେଖ କରିଥିଲା ଯେ ବିଗତ କିଛି ଦିନ ପାଇଁ ମଣ୍ଡେଲା ଆଖି ଖୋଲିନାହାନି ଏବଂ କୌଣସି ଶାରୀରିକ ପ୍ରତିକ୍ରିୟା ଦେଖାଉନାହାନ୍ତି, ଏବଂ ପରିବାରର ଲୋକମାନଙ୍କ ମଧ୍ୟରେ କେତେ ପରିମାଣର ଡାକ୍ତରୀ ଉପଚାର ଦିଆଯିବ ତାହା ଆଲୋଚ୍ୟ ବିଷୟ ରହିଥିଲା ।<ref>{{cite web|title=Mandela's ambulance broke down, stranding him for 40 minutes|url=http://www.cbsnews.com/8301-18563_162-57590542/nelson-mandela-unresponsive-family-discussing-options/|publisher=CBS News|accessdate=22 June 2013}}</ref> (ଦୀର୍ଘ ୧୨ବର୍ଷ ଧରି ମଣ୍ଡେଲାଙ୍କ ପୂର୍ବତନ ଅଙ୍ଗରକ୍ଷୀ "ଶନ ଭ୍ୟାନ ହୀର୍ଡ଼େନ"ଙ୍କ କହିବା ଅନୁସାରେ ସେ ମଣ୍ଡେଲାଙ୍କୁ ଏକ ସପ୍ତାହ ପୂର୍ବରୁ ମୁକ୍ତି କରିଦେବାକୁ , ପରିବାର ବର୍ଗଙ୍କୁ ସର୍ବସାଧାରଣରେ କହିଥିଲେ ।)<ref>{{cite news|title=Mandela's former bodyguard: 'Set him free'|url=http://www.cbsnews.com/8301-18563_162-57589496/mandelas-former-bodyguard-set-him-free/|accessdate=23 June 2013|newspaper=[[CBS News]]|date=15 June 2013}}</ref>
 
ଜୁନ ୨୩ ୨୦୧୩ରେ, ରାଷ୍ଟ୍ରପତି ଜାକୋବ ଜୁମା ଏକ ଇସ୍ତାହାରରେ କହିଥିଲେ ଯେ - ମଣ୍ଡେଲାଙ୍କ ପରିସ୍ଥିତି "ଉଦବେଗଜନକ" ଅବସ୍ଥାରେ ଅଛି ।<ref>{{cite web|title=Nelson Mandela's Condition Becomes Critical|url=http://news.sky.com/story/1107304/nelson-mandelas-condition-becomes-critical|publisher=Sky News|accessdate=23 June 2013}}</ref><ref>{{cite news|last1=Karimi|first1=Faith|last2=Norgaard|first2=Kim|title=Nelson Mandela in critical condition, South Africa's presidency says|url=http://www.cnn.com/2013/06/23/world/africa/south-africa-mandela/index.html|accessdate=23 June 2013|newspaper=[[CNN]]|date=June 23, 2013}}</ref><ref>{{cite news|title= Nelson Mandela in critical condition|url=http://www.aljazeera.com/news/africa/2013/06/201362320023466697.html|accessdate=23 June 2013|newspaper=[[Al Jazeera]]|date=June 23, 2013}}</ref> ଜୁମାଙ୍କ ସହିତ ଜାତୀୟ କଂଗ୍ରେସର ଉପସଭାପତି "ସିରିଲ ରାମାଫୋସା" ମଣ୍ଡେଲାଙ୍କ ପତ୍ନୀ ଗ୍ରାକା ମାସେଲଙ୍କୁ ଡାକ୍ତରଖାନାରେ ଭେଟି ମଣ୍ଡେଲାଙ୍କ ପରିସ୍ଥିତି ବିଷୟରେ ବୁଝିଥିଲେ ।<ref>{{cite web|author=Associated Press |url=http://www.washingtonpost.com/world/africa/south-african-presidency-says-condition-of-nelson-mandela-has-become-critical/2013/06/23/b20abd80-dc3f-11e2-a484-7b7f79cd66a1_story.html |title=South Africa: Anti-apartheid leader Nelson Mandela’s condition has turned critical |publisher=The Washington Post |date= |accessdate=2013-06-24}}</ref> ୨୫ ଜୁନରେ କେପ ଟାଉନର ଆର୍କବିଶପ "ଥାବୋ ମାକଗୋବା" ମଣ୍ଡେଲାଙ୍କୁ ଡାକ୍ତରଖାନାରେ ଭେଟି ଗ୍ରାକାଙ୍କ ସହିତ ମିଶି ପ୍ରାର୍ଥନା କରିଥିଲେ ।<ref>{{cite web|author=By AFP 10:07AM BST 26 Jun 2013 |url=http://www.telegraph.co.uk/news/worldnews/nelson-mandela/10142863/Nelson-Mandela-wished-a-peaceful-end.html |title=Mandela wished a 'peaceful end' by Cape Town Archbishop |publisher=Telegraph.co.uk |date=2013-06-26 |accessdate=2013-07-05}}</ref> ଏହା ପର ଦିନ ଜୁମା ପୁଣି ମଣ୍ଡେଲାଙ୍କୁ ଭେଟିବାକୁ ଆସିଥିଲେ ଓ ପରଦିନ ଥିବା ମୋଜାମ୍ବିକ ଗସ୍ତକୁ ନାକଚ କରିଦେଇଥିଲେ ।<ref>{{cite web|title=Zuma Cancels Trip Amid Mandela Worry|url=http://abcnews.go.com/International/wireStory/south-african-archbishop-prays-mandela-19492488#.UctqWju1HxA|publisher=ABC News|accessdate=26 June 2013}}</ref> ମଣ୍ଡେଲାଙ୍କ ଜଣେ ସଂପର୍କୀୟ "ଦି ଡେଲି ଟେଲିଗ୍ରାଫ"କୁ ସୂଚନା ଦେଇଥିଲେ ଯେ, ମଣ୍ଡେଲା ଜୀବନ ସହାୟକରେ ରହିଛନ୍ତି ।<ref>{{cite web|title=Report: Nelson Mandela on life support|url=http://www.upi.com/Top_News/World-News/2013/06/26/Report-Nelson-Mandela-on-life-support/UPI-68601372248016/|publisher=UPI|accessdate=27 June 2013}}</ref> ୪ ଜୁଲାଇରେ ଖବର ଆସିଥିଲା ଯେ ମଣ୍ଡେଲାଙ୍କ ଅବସ୍ଥା ସଂଜ୍ଞାହୀନ(ପରମାନେଣ୍ଟ ଭେଜିଟେଟିଭ ଷ୍ଟେଟ)ଅଛି, ଓ ଜୀବନ ସହାୟତାକୁ ବନ୍ଦ କରିଦିଆଯିବା ଉଚିତ ।<ref>{{cite web|title=Nelson Mandela 'in permanent vegetative state'|url=http://www.news.com.au/world-news/mandela-family-in-bizarre-meltdown/story-fndir2ev-1226674584690|publisher=news.com.au|accessdate=4 July 2013}}</ref><ref>{{cite web|title=Nelson Mandela is in 'vegetative state' and life support 'should be switched off', say doctors|url=http://www.telegraph.co.uk/news/worldnews/nelson-mandela/10160715/Report-Nelson-Mandela-is-in-vegetative-state-and-life-support-should-be-switched-off-say-doctors.html|publisher=The Telegraph|accessdate=4 July 2013}}</ref> କିନ୍ତୁ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ - ମଣ୍ଡେଲାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ମତ ଅନୁସାରେ ସେ ସଂଜ୍ଞାହୀନ ନାହାନ୍ତି ।<ref>{{cite web|last=Laing |first=Aislinn |url=http://www.telegraph.co.uk/news/worldnews/nelson-mandela/10161230/Nelson-Mandelas-doctors-deny-he-was-in-permanent-vegetative-state.html |title=Nelson Mandela's doctors deny he was in 'permanent vegetative state' |publisher=Telegraph |date=2013-05-07 |accessdate=2013-07-05}}</ref><ref>{{cite web|url=http://www.thepresidency.gov.za/pebble.asp?relid=15682 |title=Clarification on the health of former President Mandela |publisher=The Presidency |date= |accessdate=2013-07-05}}</ref>
 
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
୧୯୪ କ ଧାଡ଼ି:
===ପରିବାର===
[[File:Mandela museum soweto.jpg|right|thumb|ସୋୱେଟୋରେ ଥିବା ମଣ୍ଡେଲା ପାରିବାରିକ ମ୍ୟୁଜିୟମ]]
ମଣ୍ଡେଲା ୩ ଥର ବିବାହ କରିଥିଲେ ଓ ୬ଟି ସନ୍ତାନଙ୍କ ପିତା ତଥା ୧୭ଜଣ ନାତି-ନାତୁଣୀଙ୍କ<ref>{{cite web|author=Geoffrey York |url=http://m.theglobeandmail.com/news/world/south-africans-express-disgust-as-mandela-family-members-cash-in-on-icons-name/article11299841/?service=mobile |title=South Africans express disgust as Mandela family members cash in on icon’s name |publisher=The Globe and Mail |date=2013-04-16 |accessdate=2013-06-28}}</ref> ପିତାମହ ଥିଲେ; ଏବଂ ତାଙ୍କର ବହୁ ଅଣ ନାତି-ନାତୁଣୀ ଥିଲେ ।<ref>{{cite web |url=http://www.highbeam.com/doc/1P2-590332.html |title=In S. Africa, a President Replaces an Icon; Mbeki Takes Over From Mandela, Nation's 'Saintly Man' |author=Jon Jeter |date=17 June 1999 |work=The Washington Post |publisher= {{Subscription required|via=[[HighBeam Research]]}}|accessdate=3 February 2013}}</ref> ନିଜ ସନ୍ତାନ ସନ୍ତତିଙ୍କ ପ୍ରତି ସେ କଠୋର ଥିଲେ ମଧ୍ୟ ନାତି ନାତୁଣୀଙ୍କ ପାଇଁ ବହୁ ଉଦାର ଥିଲେ ।<ref>{{harvnb|Sampson|2011|p=246}}; {{harvnb|Smith|2010|p=147}}; {{harvnb|Meredith|2010|p=481}}.</ref>
 
ଟ୍ରାନସ୍କେଇରୁ ଆସିଥିବା "ଏଭେଲିନ ନତୋକୋ ମାସେ"ଙ୍କ ସହିତ ତାଙ୍କର ଅକ୍ଟୋବର ୧୯୯୪ରେ ପ୍ରଥମ ବିବାହ ହୋଇଥିଲା ଓ ବିବାହ ପୂର୍ବରୁ ସେମାନେ ଜୋହାନ୍ସବର୍ଗରେ ଭେଟ ହୋଇ ସାରିଥିଲେ ।<ref name="mandela144"/> ଦୀର୍ଘ ୧୩ ବର୍ଷ ପରେ ୧୯୫୭ରେ, ମଣ୍ଡେଲାଙ୍କ ଅତ୍ୟଧିକ ଅନୁପସ୍ଥିତି ଓ ଅନୈତିକ ସଂପର୍କକୁ କେନ୍ଦ୍ର କରି ସେମାନଙ୍କର ବିବାହବିଚ୍ଛେଦ ହୋଇଥିଲା ଓ ଏଭେଲିନ "ଜେଓୱାହ’ସ ୱିଟନେସ"ର ସଦସ୍ୟ ଥିଲେ ଓ ସେଥିପାଇଁ ରାଜନୀତିରୁ ଦୂର ରହିବା ଜରୁରୀ ଥିଲା ।<ref name="mandela296"/> ମଣ୍ଡେଲା ଓ ଏଭେଲିନଙ୍କ ଔରସରୁ ଦୁଇ ପୁତ୍ର - ମାଦିବା "ଥେମ୍ବି" ଥେମ୍ବେକିଲେ (୧୯୪୬-୧୯୬୯) ଓ "ମାକଗାଥୋ ମଣ୍ଡେଲା "(୧୯୫୦-୨୦୦୫); ଦୁଇ କନ୍ୟା - ମାକାଜିୱେ ମଣ୍ଡେଲା (ଦୁଇ ଜଣଙ୍କ ନାମ ସମାନ ଥିଲା, ୧୯୪୭ ଓ ୧୯୫୩ରେ ଜନ୍ମିତ) ଜାତ ହୋଇଥିଲେ । ପ୍ରଥମ କନ୍ୟାର ନଅ ମାସରେ ମୃତ୍ୟୁ ହେବାରୁ, ତାଙ୍କରି ସ୍ମୃତିରକ୍ଷା ପାଇଁ ଦ୍ୱିତୀୟ କନ୍ୟାର ନାମ ସମାନ ରଖିଥିଲେ । ମାସେ ୨୦୦୪ରେ ମୃତ୍ୟୁବରଣ କରିଥିଲେ ଓ ମଣ୍ଡେଲା ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।<ref>{{cite web|url=http://www.iol.co.za/index.php?from=rss_General&set_id=1&click_id=139&art_id=qw1084030021347B211|title=Madiba bids final farewell to his first wife |date=8 May 2004 |work=[[Independent Online (South Africa)|Independent Online]]|accessdate=28 October 2008|archivedate=25 February 2013 |archiveurl=http://www.webcitation.org/6Ehkf7cVB |deadurl=no}}</ref> ମାକଗାଥୋଙ୍କ ପୁତ୍ର "ମଣ୍ଡଲା ମଣ୍ଡେଲା" ୨୦୦୭ରେ ମଭେଜୋ ଆଦିବାସୀ ପରିଷଦର ମୁଖ୍ୟ ହୋଇଥିଲେ ।<ref>{{cite web |url=http://www.reuters.com/article/2007/04/16/us-safrica-mandela-idUSL168565220070416 |title=Mandela's grandson becomes tribal chief, political heir |author=Andrew Quinn |date=16 April 2007 |publisher=Reuters {{Subscription required|via=[[HighBeam Research]]}}|accessdate=3 February 2013}}</ref>
[[File:Mandela e Evelyn 1944.jpg|right|thumb|150x150px|୧୯୪୪ରେ ନେଲସନ ଓ ଏଭେଲିନଙ୍କ ବିବାହ]]
 
[[File:Winnie Mandela00.jpg|right|thumb|159x159px|ୱିନି ମଣ୍ଡେଲା, ଦ୍ୱିତୀୟ ପତ୍ନୀ]]
ମଣ୍ଡେଲାଙ୍କ ଦ୍ୱିତୀୟ ପତ୍ନୀ "ୱିନି ମାଦିକିଜେଲା ମଣ୍ଡେଲା" ମଧ୍ୟ ଟ୍ରାନସ୍କେଇରୁ ଆସିଥିଲେ ଓ ତାଙ୍କର ମଧ୍ୟ ଦେଖା ଜୋହାନ୍ସବର୍ଗରେ ହୋଇଥିଲା, ଯେଉଁଠି ସେ ସହରର ପ୍ରଥମ କୃଷ୍ଣକାୟ ସାମାଜିକ କର୍ମୀ ଥିଲେ ।<ref name="ANCWinnie">{{cite web|url=http://www.anc.org.za/people/mandela_nw.html|title=Winnie Mandela|publisher=ANC|accessdate=27 October 2008 |archiveurl = http://web.archive.org/web/20080722092427/http://www.anc.org.za/people/mandela_nw.html <!-- Bot retrieved archive --> |archivedate = 22 July 2008}}</ref> ୱିନି ଓ ମଣ୍ଡେଲାଙ୍କ ଦୁଇ କନ୍ୟା - ଜେନାନି(ଜେନି)ଙ୍କ ଜନ୍ମ ୪ ଫେବ୍ରୁଆରୀ ୧୯୫୮ ଓ ଜିନ୍ଦଜିସ୍ୱା(ଜିନ୍ଦଜି) ମଣ୍ଡେଲା-ହଲଙ୍ଗୱାନେଙ୍କ ଜନ୍ମ ୧୯୬୦ରେ ହୋଇଥିଲା ।<ref name="ANCWinnie"/> ଜିନ୍ଦଜିଙ୍କୁ ମାତ୍ର ୧୮ମାସ ହୋଇଥିବା ସମୟରେ ମଣ୍ଡେଲାଙ୍କୁ ରୋବେନ ଦ୍ୱୀପକୁ କାରାବାସରେ ପଠାଇ ଦିଆଯାଇଥିଲା । ପରେ ଦେଶରେ ଚାଲିଥିବା ରାଜନୈତିକ ପରିସ୍ଥିତି ଦ୍ୱାରା ୱିନି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଓ ଏପ୍ରିଲ ୧୯୯୨ରେ ଅଲଗା ରହିବାକୁ ଆରମ୍ଭ କଲେ, ଓ ମାର୍ଚ ୧୯୯୬ରେ ଦୁଇଜଣଙ୍କ ବିବାହ ବିଚ୍ଛେଦ ହୋଇଥିଲା ।<ref>{{cite web|url=http://www.highbeam.com/doc/1G1-18170308.html|title=Nelson and Winnie Mandela divorce; Winnie fails to win $5&nbsp;million settlement |date=8 April 1996|work=Jet|accessdate=27 October 2008}}</ref> ମଣ୍ଡେଲା କାରାବାସରେ ଥିବା ବେଳେ ୧୯୭୩ରେ ତାଙ୍କ ଝିଅ ଜେନାନିଙ୍କ ବିବାହ, ଉଭୟ ସ୍ୱାଜିଲ୍ୟାଣ୍ଡର ରାଜା "ମସ୍ୱାତି ଇଲ"<ref>{{cite web|url=http://main.wgbh.org/ton/programs/5069_01.html|title=Swaziland prince and princess attend Boston University|date=13 May 1987|publisher=WGBH Boston|accessdate=27 October 2008}}</ref> ଓ ଜୁଲୁସର ରାଣୀ "ମାଣ୍ଟଫୋମ୍ବି"ଙ୍କ<ref name="burke">{{cite book | title=[[Burke's Peerage|Burke's Royal Families of the World]], Volume II | publisher=Burke's Peerage Ltd | year=1980 | location=London | pages=217–218, 271, 320| isbn=0-85011-029-7}}</ref> ଭାଇ, "ପ୍ରିନ୍ସ ଥୁମ୍ବୁମୁଜି ଦଲାମିନି"ଙ୍କ ସହିତ ହୋଇଥିଲା । ଜେନାନି ନିଜ ପିତାଙ୍କ ସ୍ମୃତିକୁ ଅତିଭଲ ଭାବେ ମନେ ରଖିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସରକାରଙ୍କ ବାରଣ ପାଇଁ ୪ ବର୍ଷରୁ ୧୬ବର୍ଷ ହେବା ହେବାପର୍ଯ୍ୟନ୍ତ ତାଙ୍କୁ ମଣ୍ଡେଲାଙ୍କୁ ଦେଖା କରିବାକୁ ଅନୁମତି ଦିଆଯାଇନଥିଲା ।<ref>{{cite web|url=http://www.highbeam.com/doc/1P2-1353217.html|title=Daddy Stayed in Jail. That Was His Job'; Zenani Mandela's Life Without Father |date=8 November 1987 |work=The Washington Post|accessdate=27 October 2008 |archivedate=25 February 2013 |archiveurl=http://www.webcitation.org/6Ehkreaqk |deadurl=no}}</ref> ଜୁଲାଇ ୨୦୧୨ରେ, ଜେନାନିଙ୍କୁ ଆର୍ଜେଣ୍ଟିନା ପାଇଁ ବୈଦେଶିକ ଦୂତ ଭାବେ ମୁତୟନ କରାଗଲା, ଓ ସେ ମଣ୍ଡେଲାଙ୍କ ତୃତୀୟ ସନ୍ତାନ ଭାବେ ସାମାଜିକ ଜୀବନ ପାଇଁ ଆଗଭର ହୋଇଥିଲେ ।<ref>{{cite news| url=http://www.bbc.co.uk/news/world-africa-18703172 | title=Mandela daughter Zenani appointed Argentina ambassador | date= 4 July 2012 |publisher=BBC News |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EALQI3Es |deadurl=no}}</ref>
 
୧୯୯୮ରେ ନିଜ ୮୦ତମ ଜନ୍ମବାର୍ଷିକୀ ଅବସରରେ ମଣ୍ଡେଲା "ଗ୍ରାକା ମାସେଲ"ଙ୍କୁ ପୁଣି ବିବାହ କରିଥିଲେ; ଯିଏକି ୧୨ ବର୍ଷ ପୂର୍ବରୁ ଆକାଶ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୋଜାମ୍ବିକର ରାଷ୍ଟ୍ରପତି "ସମୋରା ମାସେଲ"ଙ୍କ ବିଧବା ଥିଲେ ।<ref>{{cite news|url=http://www.cnn.com/WORLD/africa/9807/18/mandela.wedding.02/|title=Mandela gets married on 80th birthday|date=18 July 1998|publisher=CNN|accessdate=27 October 2008 |archiveurl = http://web.archive.org/web/20080614111828/http://www.cnn.com/WORLD/africa/9807/18/mandela.wedding.02/ <!-- Bot retrieved archive --> |archivedate = 14 June 2008}}</ref>
୨୧୮ କ ଧାଡ଼ି:
ଅନେକ କଳକାର ମଣ୍ଡେଲାଙ୍କୁ ବହୁ ସଂଗୀତ ଉତ୍ସର୍ଗ କରିଛନ୍ତି । ସବୁଠାରୁ ଅଧିକ ଜନପ୍ରିୟ ଥିଲା ୧୯୮୩ରେ "ଦି ସ୍ପେସିଆଲ ଆକା" ଦ୍ୱାରା ରେକର୍ଡ଼ ହୋଇଥିବା "ଫ୍ରି ନେଲସନ ମଣ୍ଡେଲା" । ୧୯୮୫ରେ ଓସ୍କାର ପୁରସ୍କାର ପାଇଥିବା ଗୀତ "ଆଇ ଜଷ୍ଟ କଲଡ ଟୁ ସେ ଆଇ ଲଭ ୟୁ"କୁ ଷ୍ଟିଭି ୱଣ୍ଡର ମଣ୍ଡେଲାଙ୍କୁ ଉତ୍ସର୍ଗୀକୃତ କରିଦେଇଥିବାରୁ "ସାଉଥ ଆଫ୍ରିକାନ ବ୍ରୋଡ଼କାଷ୍ଟିଙ୍ଗ କର୍ପୋରେସନ" ୱଣ୍ଡରଙ୍କ ସଙ୍ଗୀତକୁ ଦକ୍ଷିଣ ଆଫ୍ରିକାରେ ନିଷିଦ୍ଧ ଘୋଷଣା କରିଥିଲେ ।<ref name=wonder>{{cite news |url=http://query.nytimes.com/gst/fullpage.html?res=9F00E4DD1438F934A15750C0A963948260 |title=Stevie Wonder Music Banned in South Africa |date=27 March 1985 |work=The New York Times |accessdate=26 May 2008 |archivedate=14 February 2013 |archiveurl=http://www.webcitation.org/6EQZUTA27 |deadurl=no}}</ref> ୧୯୮୫ରେ ସେନେଗାଲର କଳାକାର "ୟୁସୌ ନ’ଦୌର" ଙ୍କ ପ୍ରଥମ ଆମେରୀୟ ଆଲବମ "ନେଲସନ ମଣ୍ଡେଲା" ଥିଲା । ମଣ୍ଡେଲାଙ୍କୁ ସମ୍ମାନ ଜଣାଇ ଗୀତ ବା ଭିଡ଼ିଓ ସଂଗୀତ କରିଥିବା ଅନ୍ୟ କଳାକାର ମାନେ ହେଲେ - "ଜନି କ୍ଲେଗ",<ref>{{cite book |last=Drewett |first=Michael |coauthors=Cloonan, Martin |title=Popular Music Censorship in Africa |publisher=Ashgate Publishing |year=2006 |page=30 |isbn=0-7546-5291-2}}</ref> "ହ୍ୟୁଗ ମାସେକେଲା",<ref>{{cite book |last=Guernsey |first=Otis L. |coauthors=Sweet, Jeffrey; Kronenberger, Louis |title=The Best Plays |publisher=University of Michigan |date=21 May 2008 |page=347 |isbn=1-55783-040-1}}</ref> "ବ୍ରେଣ୍ଡା ଫାସି",<ref>{{cite web |url=http://www.guardian.co.uk/news/2004/may/11/guardianobituaries.southafrica |title=Brenda Fassie |author=Liz McGregor |date=10 May 2004 |work=The Guardian |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EAGDK9il |deadurl=no}}</ref> "ବିୟଣ୍ଡ",<ref name="beyond">{{cite news |last=Lee |first=Carmen |work=Time |title=20 Years Ago Today |url=http://www.time.com/time/magazine/article/0,9171,501030623-458836,00.html |accessdate=27 May 2008 |date=16 June 2003 |archivedate=14 February 2013 |archiveurl=http://www.webcitation.org/6EQZVAldt |deadurl=no}}</ref> "ନିକେଲବ୍ୟାକ",<ref>{{cite web|url=http://top40.about.com/od/singles/gr/ifeveryonecared.htm|title=Nickelback – If Everyone Cared|last=Lamb|first=Bill|publisher=About|accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVYfFl |deadurl=no}}</ref> "ରଫି",<ref>{{cite web |url=http://www.myhero.com/myhero/hero.asp?hero=nelsonMandela |title=Freedom Hero: Nelson Mandela |last=Trussell |first=Jeff |publisher=The My Hero Project |accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVvE31 |deadurl=no}}</ref> ଏବଂ "ଆମ୍ପି ଡୁ ପ୍ରିଜ" ଓ "ଆବ୍ରାହମ ଡି ଭିଲିଅର୍ସ" ।<ref>{{cite web|url=http://www.abdevilliersfan.com/wordpress/about/the-music/ |title=AB de Villiers – The Fan Site |publisher=Abdevilliersfan.com |date=2 August 2010 |accessdate=3 October 2010 |archivedate=14 February 2013 |archiveurl=http://www.webcitation.org/6EQZWJ6wK |deadurl=no}}</ref>
===ଚଳଚ୍ଚିତ୍ର ଓ ଦୂରଦର୍ଶନ===
ମଣ୍ଡେଲା ଦୂରଦର୍ଶନ ଓ ଚଳଚ୍ଚିତ୍ରରେ ଅନେକ ଥର ଚିତ୍ରିତ ହୋଇଛନ୍ତି । ୧୯୯୭ରେ "ସିଡ଼ନୀ ପୋଏଟିଅର" ମଣ୍ଡେଲା ଭୂମିକାରେ "ମଣ୍ଡେଲା ଏଣ୍ଡ ଦେ କ୍ଲାର୍କ" ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite news |url=http://movies.nytimes.com/movie/161621/Mandela-and-de-Klerk/overview |title=''Mandela and de Klerk'' (1997) |work=[[The New York Times]] |accessdate=26 October 2008 | first=Bill | last=Keller |archivedate=14 February 2013 |archiveurl=http://www.webcitation.org/6EQYHytBN |deadurl=no}}</ref> ସେହିପରି ୨୦୦୭ରେ ନିର୍ମିତ ଚଳଚ୍ଚିତ୍ର "ଗୁଡ଼ବାୟ ବାଫାନା"ରେ "ଡେନିସ ହେସବର୍ଟ" ମଣ୍ଡେଲାଙ୍କ ଭୂମିକା କରିଥିଲେ ।<ref>{{cite web |url=http://movies.nytimes.com/movie/389360/The-Color-of-Freedom/overview |title=The Color of Freedom (2007) |work=The New York Times |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQYamA8l |deadurl=no}}</ref> ୨୦୦୯ରେ ବି.ବି.ସି. ଟେଲିଭିଜନ ସଂସ୍ଥା ଦ୍ୱାରା ପ୍ରଯୋଜିତ "ମିସେସ ମଣ୍ଡେଲା" କାର୍ଯ୍ୟକ୍ରମରେ "ଡାଭିଡ଼ ହେୟାରଉଡ଼"<ref>{{cite news |author=Dowell, Ben |url=http://www.guardian.co.uk/media/2009/mar/11/bbc-commissions-winnie-mandela-drama |title=BBC commissions Winnie Mandela drama |work=The Guardian |date=11 March 2009 |accessdate=11 March 2009 |archivedate=14 February 2013 |archiveurl=http://www.webcitation.org/6EQYJKH21 |deadurl=no}}</ref> ଏବଂ ୨୦୦୯ରେ "ଇନଭିକ୍ଟସ" ଚଳଚ୍ଚିତ୍ରରେ " [[ମୋର୍ଗାନ ଫ୍ରିମ୍ୟାନ]] " ମଣ୍ଡେଲାଙ୍କ ଚରିତ୍ରାଭିନୟ କରିଥିଲେ ।<ref>{{harvnb|Battersby|2011|p=601}}; {{cite news |url=http://www.nytimes.com/2008/08/17/books/review/Keller-t.html?_r=0 |title=Entering the Scrum |author=Keller, Bill |date=15 August 2008 |work=The New York Times |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQYJlUbx |deadurl=no}}</ref>
 
==ଆଧାର==