"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଅବସର: ସାମାଜିକ କାର୍ଯ୍ୟକଳାପ:୧୯୯୯-୨୦୦୪, ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ
୧୫୧ କ ଧାଡ଼ି:
==ଅବସର==
===ସାମାଜିକ କାର୍ଯ୍ୟକଳାପ:୧୯୯୯-୨୦୦୪===
[[File:Nelson Mandela, 2000 (4).jpg|thumb|right|୨୦୦୦ରେ ମଣ୍ଡେଲାଙ୍କ "ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ" ପରିଦର୍ଶନ]]
ଜୁନ ୧୯୯୯ରେ ଅବସର ଗ୍ରହଣ କରି ମଣ୍ଡେଲା, ଜୋହାନ୍ସବର୍ଗ ଓ କୁନୁ ସ୍ଥିତ ନିଜ ବାସଭବନରେ ଏକ ଶାନ୍ତିପୂର୍ଣ୍ଣ ପାରିବାରିକ ଜୀବନ କଟାଉଥିଲେ । ସେ ନିଜର ପ୍ରଥମ ଆତ୍ମଜୀବନୀ "ଦି ପ୍ରେସିଡ଼େନସିଆଲ ଇୟର୍ସ"ର ପରବର୍ତ୍ତୀ ଭାଗ ଲେଖିବାକୁ ଚାହିଁଥିଲେ ମଧ୍ୟ ପ୍ରକାଶନ ପୂର୍ବରୁ ଏହାକୁ ବନ୍ଦ କରି ଦେଇଥିଲେ ।<ref>{{harvnb|Battersby|2011|pp=587–588}}; {{harvnb|Meredith|2010|p=576}}.</ref> ଏକୁଟିଆ ଜୀବନଯାପନରେ ବିଚଳିତ ହୋଇ ସେ ଏକ ବ୍ୟସ୍ତବହୁଳ ସାମାଜିକ ଜୀବନ ପାଇଁ ଆଗେଇ ଆସିଥିଲେ; ଯେଉଁଥିରେ ଅତ୍ୟଧିକ ଦୈନନ୍ଦିନ କାର୍ଯ୍ୟକଳାପ, ବିଶ୍ୱର ବିଭିନ୍ନ ତାରକା ଓ ନେତାଙ୍କୁ ଭେଟିବା ଆଦି ସଂପୃକ୍ତ ଥିଲା ଏବଂ ସେହି ଜୋହାନ୍ସବର୍ଗରେ ଥିବା ସମୟରେ ୧୯୯୯ରେ "ନେଲସନ ମଣ୍ଡେଲା ଫାଉଣ୍ଡେସନ"ର ସ୍ଥାପନା କରି ଏଚ.ଆଇ.ଭି./ଏଡ଼ସ ବିରୁଦ୍ଧରେ ଲଢ଼େଇ, ଗ୍ରାମ୍ୟ ଉନ୍ନୟନ ଓ ବିଦ୍ୟାଳୟ ସ୍ଥାପନ ପାଇଁ ଧ୍ୟାନ ଦେଇଥିଲେ ।<ref>{{harvnb|Battersby|2011|pp=588–589}}; {{harvnb|Meredith|2010|p=576}}.</ref> ନିଜର ଶାସନକାଳ ମଧ୍ୟରେ ସଂକ୍ରମିତ ରୋଗ ପାଇଁ ବିଶେଷ କିଛି କରି ନଥିବାରୁ ସେ କଟୁ ସମାଲୋଚନାର ପାତ୍ର ହୋଇଥିଲେ, ସେଥି ନିମନ୍ତେ ନିଜ ଅବସର କାଳରେ ଏହା ପ୍ରତି ଅଧିକ ଧ୍ୟାନ ଦେଇ କହିଥିଲେ ଯେ ଏହା "ଏକ ଯୁଦ୍ଧ" ଯେଉଁଥିରେ "ଅନ୍ୟ ସବୁ ପୂର୍ବ ଯୁଦ୍ଧ" ଅପେକ୍ଷା ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି, ଏବଂ ଆହୁରି ମଧ୍ୟ ତତକାଳୀମ ମବେକିଙ୍କ ସରକାରକୁ ଅନୁରୋଧ କରିଥିଲେ ଯେ ଏଚ.ଆଇ.ଭି.+ ସମସ୍ତ ଦକ୍ଷିଣ ଭାରତୀୟଙ୍କୁ ପ୍ରତିଷେଧକ (ରୋଟ୍ରୋଭାଇରାଲ୍ସ) ଯୋଗାଇ ଦିଆଯାଉ ।<ref>{{harvnb|Battersby|2011|pp=590–591}}; {{harvnb|Meredith|2010|pp=584–586}}.</ref> ୨୦୦୦ରେ "ଗ୍ୟାରି ପ୍ଲେୟାର"ଙ୍କ ପୃଷ୍ଠପୋଷକତାରେ "ନେଲସନ ମଣ୍ଡେଲା ଇନଭିଟେସନାଲ ଗଲଫ ଟୁର୍ଣ୍ଣାମେଣ୍ଟ" ଆୟୋଜିତ ହୋଇଥିଲା ।<ref>{{cite web|url=http://garyplayer.com/news/news_detail/nelson_mandela_invitational_tees_off/|title=Nelson Mandela Invitational Tees Off|date=14 November 2003 |publisher=GaryPlayer.com|accessdate=27 October 2008|archivedate=25 February 2013 |archiveurl=http://www.webcitation.org/6EhkA8kqY |deadurl=no}}</ref> ଜୁଲାଇ ୨୦୦୧ରେ ନେଲସନ ମଣ୍ଡେଲାଙ୍କ "ପ୍ରୋଷ୍ଟେଟ କ୍ୟାନସର" ପାଇଁ ସଫଳ ଉପଚାର ହୋଇଥିଲା ।<ref>{{harvnb|Battersby|2011|p=598}}; {{cite news |publisher=BBC | url= http://news.bbc.co.uk/2/hi/africa/1492865.stm | title=Mandela 'responding well to treatment' | date=15 August 2001|accessdate=26 May 2008|archivedate=25 February 2013 |archiveurl=http://www.webcitation.org/6EhSMPxao |deadurl=no}}</ref>
 
୨୦୦୨ରେ ସେ "ନେଲସନ ମଣ୍ଡେଲା ଆନୁଆଲ ଲେକଚର"ର ଉଦଘାଟନ କରିଥିଲେ, ଏବଂ ଆଫ୍ରିକୀୟ ବିଦ୍ୟାର୍ଥୀମାନଙ୍କୁ ସ୍ନାତକୋତ୍ତର ବୃତ୍ତି ପାଇଁ ୨୦୦୩ରେ ରୋଡ଼ସ ହାଉସ, [[ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ]] ଠାରେ "ମଣ୍ଡେଲା ରୋଡ଼ସ ଫାଉଣ୍ଡେସନ" ଗଠିତ ହୋଇଥିଲା । ଏହି ପ୍ରକଳ୍ପ ଗୁଡ଼ିକ ପରେ "ନେଲସନ ମଣ୍ଡେଲା ସେଣ୍ଟର ଅଫ ମେମୋରୀ" ତଥା ଏଚ.ଆଇ.ଭି./ଏଡ଼ସ ବିରୁଦ୍ଧରେ "୪୬୬୬୪ କ୍ୟାମ୍ପେନ" ହୋଇଥିଲା ।<ref>{{harvnb|Battersby|2011|pp=589–590}}.</ref> ୨୦୦୦ରେ ଡର୍ବାନରେ ହୋଇଥିବା "୧୩ତମ ଅନ୍ତର୍ଜାତୀୟ ଏଡ଼ସ ମହାସଭା"ରେ ସେ ଅନ୍ତିମ ଅଭିଭାଷଣ ଦେଇଥିଲେ,<ref>{{cite web |url=http://www.thebody.com/content/art16140.html |title=Closing Ceremony |author=Pablo Tebas |date=13 July 2000 |publisher=The Body |accessdate=25 February 2013 |archivedate=25 February 2013 |archiveurl=http://www.webcitation.org/6EhRW0hQl |deadurl=no}}</ref> ଓ ୨୦୦୪ରେ [[ବ୍ୟାଙ୍ଗକକ]] , [[ଥାଇଲାଣ୍ଡ]] ରେ "୧୫ତମ ଅନ୍ତର୍ଜାତୀୟ ଏଡ଼ସ ମହାସଭା"ରେ ମଧ୍ୟ ଭାଷଣ ଦେଇଥିଲେ ।<ref>{{cite web|url=http://www.kaisernetwork.org/aids2004/kffsyndication.asp?show=portal_071504.html|title=XV International AIDS Conference – Daily Coverage|date=15 July 2004|publisher=Kaisernetwork|accessdate=27 October 2008 |archivedate=25 February 2013 |archiveurl=http://www.webcitation.org/6EhRZqa1C |deadurl=no}}</ref>
 
ସର୍ବସାଧାରଣରେ, ମଣ୍ଡେଲା ପାଶ୍ଚାତ୍ୟ ଶକ୍ତିକୁ ସମାଲୋଚନା କରିବାରେ ଲାଗିଲେ । ୧୯୯୯ରେ "ନାଟୋ ଇଣ୍ଟରଭେନସନ ଇନ କୋସୋଭୋ"କୁ ସେ ଦୃଢ଼ ବିରୋଧ କରି କହିଥିଲେ ଯେ ବିଶ୍ୱର ଶକ୍ତିଶାଳୀ ଦେଶମାନେ ସମଗ୍ର ପୃଥିବୀକୁ ନୈତିକତା ଦେଖାଇବାର ଏହା ଏକ ପ୍ରୟାସ ।<ref>{{cite news|url=http://www.derechos.org/nizkor/iraq/doc/mandela1.html |title=Equipo Nizkor – Mandela slams Western action in Kosovo, Iraq |agency=Reuters |author=Keith Weir |date=13 April 2003 |publisher=Derechos.org |accessdate=3 October 2010 |archivedate=21 February 2013 |archiveurl=http://www.webcitation.org/6EhQi33OL |deadurl=no}}</ref> ୨୦୦୩ରେ ବ୍ରିଟେନ ଓ ଆମେରିକା ଦ୍ୱାରା "[[ଇରାକ]] ବିରୁଦ୍ଧରେ ଯୁଦ୍ଧ" ବିପକ୍ଷରେ ସେ ସ୍ୱର ଉତ୍ତୋଳନ କରି ଆମେରିକୀୟ ରାଷ୍ଟ୍ରପତି [[ଜର୍ଜ ଡବଲ୍ୟୁ. ବୁଶ]] ଓ ବ୍ରିଟେନର ପ୍ରଧାନମନ୍ତ୍ରୀ [[ଟୋନି ବ୍ଲେୟାର]] ଙ୍କୁ ସଂଯୁକ୍ତ ରାଷ୍ଟ୍ରସଂଘର ନିୟମକୁ ଅଣଦେଖା କରୁଥିବାର ଅଭିଯୋଗ କରିଥିଲେ । ଆମେରିକା ଉପରେ ଅଧିକ ଆକ୍ରମଣକରି ସେ କହିଥିଲେ, ବିଶ୍ୱର ଅନ୍ୟ କୌଣସି ଦେଶ ଅପେକ୍ଷା ଆମେରିକା ଅନ୍ୟ ଦେଶ ଉପରେ "ଅକଥନୀୟ ଅତ୍ୟାଚାର" କରିଛି, ଉଦାହରଣ ସ୍ୱରୂପ "ଜାପାନରେ ଆଣବିବ ବୋମା ପକାଇବା", ଏହା ଆନ୍ତର୍ଜାତିକ ବିତର୍କର ରୂପ ଧାରଣ କରିଥିଲା ଏବଂ ପରେ ମଣ୍ଡେଲା ବ୍ଲେୟାରଙ୍କ ସହିତ ପୁନଃ-ସଂପର୍କ ସ୍ଥାପନ କରିଥିଲେ ।<ref>{{harvnb|Battersby|2011|pp=591–592}}; {{cite news|url=http://news.bbc.co.uk/1/hi/world/middle_east/2228971.stm|title=Mandela warns Bush over Iraq|date=1 September 2002|publisher=BBC |accessdate=27 October 2008 | first=John | last=Pienaar |archivedate=21 February 2013 |archiveurl=http://www.webcitation.org/6EhQjsYTq |deadurl=no}}; {{cite news|url=http://www.highbeam.com/doc/1P2-1736438.html|title=Mandela lambastes 'arrogant' Bush over Iraq|last=Cornwell|first=Rupert |work=The Independent|date=31 January 2003|accessdate=27 October 2008 | location=London}};{{cite news | author=Fenton, Tom | publisher=CBS | title=Mandela Slams Bush on Iraq | date=30 January 2003 | url=http://www.cbsnews.com/stories/2003/01/30/iraq/main538607.shtml | accessdate=26 May 2008 |archivedate=25 February 2013 |archiveurl=http://www.webcitation.org/6EhQr4N5U |deadurl=no}}</ref> ଲିବ୍ୟା-ବ୍ରିଟେନ ମଧ୍ୟରେ ଥିବା ସଂପର୍କକୁ ନେଇ ବାର୍ଲିନ୍ନି କାରାଗାରରେ ସେ "ମେଗ୍ରାହି"ଙ୍କୁ ଭେଟିଥିଲେ ଓ ତାଙ୍କ ବୁଝାମଣାର ସର୍ତ୍ତ ବିରୋଧରେ ତାଙ୍କୁ ଅବଗତ କରାଇ କହିଥିଲେ ଏହା ଏକ "ମନସ୍ତାତ୍ତ୍ୱିକ ଅବୁଝାମଣା" ।<ref>{{harvnb|Battersby|2011|p=593}}.</ref>
===ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ===
ଜୁନ ୨୦୦୪ରେ ମଣ୍ଡେଲାଙ୍କୁ ୮୫ ବର୍ଷ ହୋଇଥିବା ବେଳେ ଶରୀର ଅବକ୍ଷୟ ଘଟିବାରୁ ମଣ୍ଡେଲା "ଅବସରରୁ ଅବସର" ନେବା ଘୋଷଣା କରି କହିଥିଲେ "ମୋତେ ଡାକିବ ନାହିଁ, ମୁଁ ତୁମକୁ ଡାକିବି ।"<ref>{{harvnb|Battersby|2011|p=598}}; ; {{harvnb|Meredith|2010|p=593}}; {{cite web | title=I'll call you | publisher=SouthAfrica.info | date=2 June 2004 | url=http://www.southafrica.info/mandela/mandela-retirement.htm | accessdate=26 May 2008|archivedate=25 February 2013 |archiveurl=http://www.webcitation.org/6EhSNBc53 |deadurl=no}}</ref> ଅତି ନିକଟବର୍ତ୍ତୀ ବନ୍ଧୁ ଓ ପରିବାରର ବ୍ୟକ୍ତିଙ୍କୁ କେବଳ ଭେଟ କରିବା ଜାରି ରଖିଥିଲେ ମଧ୍ୟ, ଫାଉଣ୍ଡେସନ ତରଫରୁ ସର୍ବସାଧାରଣ ସଭା ତଥା ଗଣମାଧ୍ୟମ ସାକ୍ଷାତକାର ପାଇଁ ଅନୁରୋଧକୁ ମନା କରାଯାଇଥିଲା ।<ref>{{harvnb|Battersby|2011|p=598}}.</ref> ପରେ ଅନ୍ତର୍ଜାତୀୟ ସମସ୍ୟାଗୁଡ଼ିକରେ ସେ କିଛି ମାତ୍ରରେ ଆଗ୍ରହ ଦେଖାଇଥିଲେ ।
 
[[File:George W. Bush and Nelson Mandela - walking - Oval Office - May 17 2005.jpg|thumb|ମେ ୨୦୦୫ରେ ଓଭାଲ ଅଫିସରେ ନେଲସନ ମଣ୍ଡେଲା ଓ ଜର୍ଜ ଡବଲ୍ୟୁ ବୁଶ]]
୨୦୦୫ରେ ସେ "ନେଲସନ ମଣ୍ଡେଲା ଲିଗାସି ଟ୍ରଷ୍ଟ"ର ଗଠନ କରିଥିଲେ ।<ref name=NPR>{{cite news |title=Mandela, Bush Discuss Education, AIDS in Africa |author= |first=Allison |last=Keyes |authorlink= |authorlink2= |author2= |author3= |author4= |author5= |author6= |author7= |url=http://www.npr.org/templates/story/story.php?storyId=4654914 |agency= |newspaper=NPR |publisher= |location= |isbn= |issn= |oclc= |pmid= |pmc= |bibcode= |doi= |id= |date=May 17, 2005 |page= |pages= |at= |accessdate= |language= |trans_title= |quote= |archiveurl=http://www.webcitation.org/6HeUQkPps|archivedate=June 25, 2013 |deadurl= |ref=}}</ref> ଏହି ସଂସ୍ଥାର ଉଦଘାଟନ ପାଇଁ ସେ ଆମେରିକା ଗସ୍ତ କରି "ବ୍ରୁକିଙ୍ଗସ ଇନଷ୍ଟିଚ୍ୟୁଟ"ରେ କହିଥିଲେ ଯେ ଆଫ୍ରିକୀୟ ଦେଶ ମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ।<ref name=NPR /><ref name=LAT>{{cite news |title=The Obama-Mandela dynamic, reflected in a photo |author= |first=Kathleen |last=Hennessey |authorlink= |authorlink2= |author2= |author3= |author4= |author5= |author6= |author7= |url=http://www.latimes.com/news/nationworld/nation/la-na-obama-mandela-20130625,0,6170889,full.story |agency= |newspaper=[[Los Angeles Times]] |publisher= |location= |isbn= |issn= |oclc= |pmid= |pmc= |bibcode= |doi= |id= |date=June 25, 2013 |page= |pages= |at= |accessdate= |language= |trans_title= |quote= |archiveurl=http://www.webcitation.org/6HeUdFS94 |archivedate=June 25, 2013 |deadurl= |ref=}}</ref> ସେ ମଧ୍ୟ ଆମେରିକୀୟ ସିନେଟର ସଦସ୍ୟ [[ହିଲାରୀ କ୍ଲିଣ୍ଟନ]] , ରାଷ୍ଟ୍ରପତି ବୁଶ, ଏବଂ ପ୍ରଥମ ଥର ପାଇଁ [[ବାରାକ ଓବାମା]] ଙ୍କୁ ଭେଟି କଥାବାର୍ତ୍ତା କରିଥିଲେ ।<ref name=LAT />
 
ଜିମ୍ବାୱେରେ ମାନବିକ ଅଧିକାରର ଉଲ୍ଲଙ୍ଘନ ହେଉଥିବାରୁ ତତକାଳୀନ ରାଷ୍ଟ୍ରପତି [[ରବର୍ଟ ମୁଗାବେ]] ଙ୍କୁ ସେ ଇସ୍ତଫା ଦେବାପାଇଁ ପରାମର୍ଶ ଦେଇଥିଲେ । ଏହାର କିଛି ପ୍ରଭାବ ନ ପଡ଼ିବାରୁ ୨୦୦୭ରେ ସେ ମଣ୍ଡେଲା ସର୍ବସାଧାରଣ ଭାବେ କହିଥିଲେ ଯେ ମୁଗାବେ "ସମ୍ମାନର ସହିତ" ରାଷ୍ଟ୍ରପତି ପଦରୁ ଓହରି ଆସିବା ଉଚିତ ।<ref>{{harvnb|Battersby|2011|p=594}}.</ref> ସେହି ବର୍ଷ ମଣ୍ଡେଲା, ମାସେଲ ଓ ଡେସମଣ୍ଡ ଟୁଟୁ ଜୋହାନ୍ସବର୍ଗରେ ଏକ ବିଶ୍ୱନେତାଙ୍କ ସଂଘ କରି ବିଶ୍ୱର ବିଭିନ୍ନ ଅସୁବିଧା ଓ ସମାଧାନ ହୋଇ ନ ପାରୁଥିବା ସମସ୍ୟା ପ୍ରତି ତାଙ୍କ ଅଭିଜ୍ଞତା ଓ ବୁଦ୍ଧିର ସହାୟତା ଦେବାକୁ ଚାହିଁଥିଲେ । ନିଜର ୮୯ତମ ଜନ୍ମଦିନରେ ଏକ ଭାଷଣରେ ସେ ଏହି ସଂଗଠନ "ଦି ଏଲଡ଼ର୍ସ"ର ଗଠନ ହେବା ବିଷୟରେ କହିଥିଲେ ।<ref>{{harvnb|Battersby|2011|p=600}}; {{cite news | url=http://www.msnbc.msn.com/id/19836050 | title=Mandela joins 'Elders' on turning 89 | publisher=[[MSNBC]]|agency=Associated Press|accessdate=26 May 2008 | date=20 July 2007 |archivedate=25 February 2013 |archiveurl=http://www.webcitation.org/6EhRqC1M4 |deadurl=no}}; {{cite web|url=http://www.southafrica.info/mandela/theelders.htm|title=Mandela launches The Elders|date=19 July 2007 |publisher=SAinfo|accessdate=27 October 2008 |archivedate=25 February 2013 |archiveurl=http://www.webcitation.org/6EhRpoERW |deadurl=no}}</ref>
 
[[File:Graça Machel - Sri Chinmoy - Nelson Mandela.png|thumb|ଭାରତୀୟ ଗୁରୁ ଶ୍ରୀ ଚିନ୍ମୟଙ୍କ ସହିତ ମଣ୍ଡେଲା ଓ ପତ୍ନୀ ଗ୍ରାକା ମାସେଲ]]
୧୮ ଜୁଲାଇ ୨୦୦୮ରେ ମଣ୍ଡେଲାଙ୍କ ୯୦ତମ ଜନ୍ମବାର୍ଷିକୀକୁ ସମଗ୍ର ଦେଶରେ ପାଳନ କରାଯାଇଥିଲା, ଓ ପ୍ରମୁଖ ସମାରୋହ କୁନୁ ଠାରେ ହୋଇଥିଲା<ref name="FOXNews">{{cite news|url=http://www.foxnews.com/story/0,2933,385561,00.html|title=Nelson Mandela Celebrates 90th Birthday by Urging Rich to Help Poor|date= 18 July 2008|publisher=Fox News Channel|accessdate=27 October 2008|archivedate=25 February 2013 |archiveurl=http://www.webcitation.org/6EhSkmQUE |deadurl=no}}</ref> ତଥା "ହାଇଡ଼ ପାର୍କ, ଲଣ୍ଡନ"ରେ ମଣ୍ଡେଲାଙ୍କ ସମ୍ମାନରେ ଏକ କନସର୍ଟ ହୋଇଥିଲା ।<ref>{{cite news|url=http://www.independent.co.uk/arts-entertainment/music/news/hyde-park-concert-to-mark--mandelas-90th-821776.html|title=Hyde Park concert to mark Mandela's 90th|last=Bingham|first=John|date=6 May 2008|work=The Independent| publisher=Independent Print Limited|accessdate=27 October 2008 | location=London|archivedate=25 February 2013 |archiveurl=http://www.webcitation.org/6EhSlCa27 |deadurl=no}}</ref> ଏହି ସମାରୋହର ଆରମ୍ଭରେ ଭାଷଣ ଦେଇ ମଣ୍ଡେଲା ଧନୀ ଦେଶମାନଙ୍କୁ ଗରିବ ଦେଶମାନଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।<ref name="FOXNews"/> ମବେକିଙ୍କ ରାଷ୍ଟ୍ରପତିତ୍ୱ ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସକୁ ନିଜର ସମର୍ଥନ ଜାରି ରଖିଥିଲେ ଓ ତାଙ୍କ ପରବର୍ତ୍ତୀ ରାଷ୍ଟ୍ରପତି "ଜାକୋବ ଜୁମା"ଙ୍କ ପ୍ରତି ଅଧିକ ସମଥନ ଦେଖାଇଥିଲେ; କିନ୍ତୁ ୨୦୦୯ରେ ଏକ ଝଡ଼ ମଝିରେ ମଣ୍ଡେଲାଙ୍କ ନାତି "ଚିଫ ମଣ୍ଡଲା ମଣ୍ଡେଲା" ତାଙ୍କୁ ଏକ ଜୁମା-ସମର୍ଥିତ ସଭାରେ ଯୋଗଦେବା ପାଇଁ ଆକାଶ ମାର୍ଗରେ ନେଇଯାଇଥିବା ପାଇଁ ନେଲସନ ମଣ୍ଡେଲା ଫାଉଣ୍ଡେସନ ଅସନ୍ତୁଷ୍ଟ ହୋଇଥିଲା ।<ref>{{harvnb|Battersby|2011|pp=594–597}}; {{harvnb|Meredith|2010|p=598}}.</ref>
 
୨୦୦୪ଠାରୁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା "୨୦୧୦ ଫିଫା ବିଶ୍ୱ କପ" ପାଇଁ ମଣ୍ଡେଲା ସଫଳ ଭାବେ ପ୍ରଚାର କରିଥିଲେ, କହିଥିଲେ "ଆଗାମୀ ବର୍ଷରେ ଆମ ପାଇଁ କିଛି ନୂତନ ପୁରସ୍କାର ଅଛି"; ଓ ଏହା ମଧ୍ୟରେ ଅପାର୍ଥିଡ଼ ଅନ୍ତହେବାର ଏକ ଦଶନ୍ଧି ବିତିସାରିଥିଲା । ବିଶ୍ୱକପ ସମୟରେ ବିଶେଷ ଲୋକଲୋଚନଙ୍କୁ ନ ଆସି, ମଣ୍ଡେଲା ଅନ୍ତିମ ସମାରୋହରେ ଏକ ବିରଳ ସର୍ବସାଧାରଣ ଦର୍ଶନ ଦେଇଥିଲେ ଓ ପ୍ରଚୁର କରତାଳି ସହ ତାଙ୍କୁ ସ୍ୱାଗତ କରାଯାଇଥିଲା ।<ref>{{harvnb|Battersby|2011|p=600}}; {{cite news| url=http://www.guardian.co.uk/world/2010/jul/11/nelson-mandela-world-cup-final | location=London | work=The Guardian | title=Nelson Mandela attends World Cup closing ceremony | date=11 July 2010 | first=David | last=Batty|archivedate=25 February 2013 |archiveurl=http://www.webcitation.org/6EhSlkRAr |deadurl=no}}</ref>
 
୨୦୦୫ରୁ ୨୦୧୩ ମଧ୍ୟରେ ମଣ୍ଡେଲା ଓ ତାଙ୍କ ପରିବାରର ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଟ୍ରଷ୍ଟରେ ନିୟୋଯିତ ହୋଇଥିବା ଅର୍ଥ ଲାଗି ଅନେକ ଆଇନ ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା ।<ref>[http://www.nytimes.com/2013/05/25/world/africa/messy-legal-fight-over-mandela-trust-goes-public.html?_r=0]</ref>
 
୨୦୧୩ ମଧ୍ୟଭାଗରେ ଏକ ଫୁସଫୁସ ସଂକ୍ରମଣ ପାଇଁ ମଣ୍ଡେଲାଙ୍କୁ ପ୍ରିଟୋରିଆରେ ଡ଼ାକ୍ତରଖାନାରେ ରଖାଯାଇଥିଲା, ଏବଂ ଏହି ସମୟରେ ତାଙ୍କ ବଂଶଧରମାନେ ମଣ୍ଡେଲାଙ୍କ ସନ୍ତାନମାନଙ୍କ ପାଇଁ ହୋଇଥିବା ସମାଧି ସ୍ଥଳ ପାଇଁ ଆନ୍ତଃ-ପାରିବାରିକ ଆଇନ-କନ୍ଦଳରେ ମାତିଥିଲେ ।<ref>{{cite web|author=David Smith in Johannesburg |url=http://www.guardian.co.uk/world/2013/jul/03/south-african-courts-mandela-burial |title=South African courts step in over Mandela family burial row |publisher=The Guardian |date= |accessdate=2013-07-05}}</ref><ref>{{cite web|last=Moreton |first=Cole |url=http://www.telegraph.co.uk/news/worldnews/nelson-mandela/10155807/Nelson-Mandelas-grandson-Mandla-accused-of-grave-tampering.html |title=Nelson Mandela's grandson Mandla accused of grave tampering |publisher=Telegraph |date= |accessdate=2013-07-05}}</ref><ref>{{cite web|author=July 4 2013 at 09:40am By Henriette Geldenhuys |url=http://www.iol.co.za/news/crime-courts/affidavit-points-out-mandla-s-master-plan-1.1541835 |title=Affidavit points out Mandla's 'master plan' |publisher=IOL.co.za |date= |accessdate=2013-07-05}}</ref>
====ସ୍ୱାସ୍ଥ୍ୟ ଅବସ୍ଥା====