"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫୬ କ ଧାଡ଼ି:
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
===ଭାବମୂର୍ତ୍ତି===
ସମଗ୍ର ବିଶ୍ୱରେ ମଣ୍ଡେଲା "ସତ୍ୟ ପ୍ରତି ନିଷ୍ଠା" ରଖୁଥିବା ଜଣେ "ନୈତିକ ବ୍ୟକ୍ତିତ୍ୱ" ଭାବେ ଜଣାଶୁଣା ।<ref>{{harvnb|Sampson|2011|p=582}}.</ref> ଅନ୍ୟ ବ୍ୟକ୍ତିବିଶେଷ ତଥା ନିଜ ବିପକ୍ଷ ମାନଙ୍କ ସହିତ କଥାବାର୍ତ୍ତା ସମୟରେ ସେ ବହୁ ନମ୍ର ଓ ବନ୍ଧୁତ୍ୱପୂର୍ଣ୍ଣ ବୋଲି ମତପୋଷନ କରାଯାଏ ।<ref>{{harvnb|Sampson|2011|pp=411, 498}}.</ref> ଅଧିକାଂଶ ସମୟ ବିତ୍ତଶାଳୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ବିତାଉଥିଲେ ମଧ୍ୟ ମଣ୍ଡେଲା ଅଫିସରେ ଉତ୍ସବ ସମୟରେ କର୍ମକର୍ତ୍ତାଙ୍କ ସହିତ ମେଳାପ କରିବାକୁ ଉପଭୋଗ କରନ୍ତି ।<ref>{{harvnb|Meredith|2010|pp=482–483}}.</ref> ଜୀବନର ପରବର୍ତ୍ତୀ ସମୟରେ ସେ ସମସ୍ତଙ୍କ ମଧ୍ୟରେ ଭଲଗୁଣ ଖୋଜିବାକୁ ଚାହିଁଛନ୍ତି, ଏବଂ କିଛି ଲୋକ ଭାବନ୍ତି ଯେ ମଣ୍ଡେଲା ଅନ୍ୟମାନଙ୍କୁ ବହୁମାତ୍ରାରେ ବିଶ୍ୱାସ କରନ୍ତି ।<ref>{{harvnb|Sampson|2011|pp=431, 582}}.</ref> ସେ ମଧ୍ୟ ନିଜ ଜିଦିଆ ଗୁଣ ତଥା ବିଶ୍ୱସ୍ତ ଭାବ ପାଇଁ ଜଣାଶୁଣା ଅଟନ୍ତି, ଏବଂ ସମୟ ସମୟରେ ଅତ୍ୟଧିକ କ୍ରୋଧିତ ହୋଇଯାଆନ୍ତି ।<ref>{{harvnb|Sampson|2011|pp=431, 498}}; {{harvnb|Smith|2010|p=80}}</ref> ସେ ମଧ୍ୟ ଅନେକ ମାତ୍ରରେ ରସିକତାରେ ପ୍ରବୀଣ ।<ref>{{harvnb|Battersby|2011|p=599}}</ref> ୧୪ତମ [[ଦଲାଇ ଲାମା]] ମଣ୍ଡେଲାଙ୍କ ବହୁ ପୁରାତନ ମିତ୍ର ଅଟନ୍ତି ।
 
ନିଜ ଭାବମୂର୍ତ୍ତି ପ୍ରତି ସର୍ବଦା ସଚେତନ ରହୁଥିବା ମଣ୍ଡେଲା ସର୍ବଦା ଭଲ ପୋଷାକପତ୍ର ପିନ୍ଧିବାକୁ ଭଲ ପାଆନ୍ତି ଏବଂ ଥେମ୍ବୁ ରାଜ ପରିବାରରେ ନିଜ ବାଲ୍ୟଜୀବନ କଟାଇଥିବାରୁ ତାଙ୍କ ଜୀବନଯାପନ ପ୍ରଣାଳୀରେ କିଛି ମାତ୍ରାରେ ରାଜକୀୟତା ପରିଲକ୍ଷିତ; ନିଜ ଶାସନ କାଳରେ ସେ "ଗଣତାନ୍ତ୍ରିକ ସମ୍ରାଟ" ଆଖ୍ୟା ପାଇଥିଲେ ।<ref>{{harvnb|Sampson|2011|pp=432, 554}}.</ref> "ଭବିଷ୍ୟ ଚିନ୍ତାଧାରା ଓ ପ୍ରଦର୍ଶନ"ରେ ପ୍ରବୀଣ ହୋଇଥିବାରୁ ସେ ସର୍ବଦା ନିଜକୁ ସୌମ୍ୟ ଭାବେ ପ୍ରଦର୍ଶନ କରିଥାନ୍ତି, ଏବଂ ତାଙ୍କର ଛବି ଗୁଡ଼ିକ ଗଣମାଧ୍ୟମରେ ଅଧିକାଂଶ ସମୟରେ ଭଲ ଆସିଥାଏ ।<ref>{{harvnb|Sampson|2011|pp=582–583}}.</ref>
===ରାଜନୈତିକ ଚିନ୍ତାଧାରା===
[[File:Free Nelson Mandela Protest, Germany (crop).jpg|thumb|right|୧୯୮୬ରେ [[ବର୍ଲିନ]] ରେ ହୋଇଥିବା "ଫ୍ରି ମଣ୍ଡେଲା" ଶୋଭାଯାତ୍ରା]]
ଜାତୀୟ କଂଗ୍ରେସରେ ଯୋଗଦେବା ପରଠାରୁ ସେ ଜଣେ "ଆଫ୍ରିକୀୟ ଜାତୀୟତାବାଦୀ"<ref>{{harvnb|Sampson|2011|pp=37, 584}}; {{harvnb|Meredith|2010|p=541}}.</ref> ଭାବେ ପରିଚିତ, ଏବଂ ଆହୁରି ମଧ୍ୟ "ଗଣତାନ୍ତ୍ରିକ ଓ ସମାଜବାଦୀ"<ref>{{harvnb|Smith|2010|p=231}}.</ref> ଭାବେ ଜଣାଶୁଣା । ଯଦିଓ ତାଙ୍କର ଅନେକ ଭାଷଣରେ ସେ ଜଣେ ଏକଛତ୍ରବାଦୀ ଭାବେ ପ୍ରତୀୟ ହୁଅନ୍ତି, ମଣ୍ଡେଲା ଗଣତନ୍ତ୍ରର ଜଣେ ନିଚ୍ଛକ ପୂଜାରୀ ଅଟନ୍ତି; ଏବଂ ବେଳେ ବେଳେ ନିଜ ଅନିଚ୍ଛା ସତ୍ତ୍ୱେ ସଂଖ୍ୟାଗରିଷ୍ଠ ମତକୁ ସମ୍ମାନ ଦିଅନ୍ତି ।<ref>{{harvnb|Sampson|2011|p=433}}.</ref> ତାଙ୍କ ମତ ଅନୁସାରେ "ବିସ୍ତୃତତା, ସ୍ୱଚ୍ଛତା ଓ ମତବ୍ୟକ୍ତ କରିବାର ଅଧିକାର"<ref>{{harvnb|Battersby|2011|p=605}}</ref> ଗଣତନ୍ତ୍ରର ମୂଳଦୂଆ ଅଟେ ଓ ସେ ପ୍ରାକୃତିକ ମାନବ ଅଧିକାରରେ ବିଶ୍ୱାସ ରଖନ୍ତି ।<ref>{{harvnb|Kalumba|1995|p=162}}</ref>
 
ଜଣେ ଗଣତାନ୍ତ୍ରିକ ସମାଜବାଦୀ ଭାବେ ସେ "ଜମିର ବ୍ୟକ୍ତିଗତ ମାଲିକାନା ଓ ଅତ୍ୟଧିକ ପୁଞ୍ଜି(କ୍ୟାପିଟାଲିଜିମ)"ର ଦୃଢ଼ ବିରୋଧ କରୁଥିଲେ ।<ref>{{harvnb|Sampson|2011|p=298}}.</ref> ମାର୍କସଙ୍କ ଚିନ୍ତାଧାରେରେ ପ୍ରଭାବିତ ହୋଇ ସେ "ବୈଜ୍ଞାନିକ ପଦ୍ଧତିରେ ସମାଜବାଦ"<ref>{{harvnb|Sampson|2011|p=282}}.</ref> ସପକ୍ଷରେ ଯୁକ୍ତି କରୁଥିଲେ ମଧ୍ୟ ବିଶ୍ୱାସଘାତ ଶୁଣାଣି ସମୟରେ କମ୍ୟୁନିଷ୍ଟ ବୋଲି ମାନି ନ ଥିଲେ ।<ref>{{harvnb|Mandela|1994|p=365}}; {{harvnb|Sampson|2011|pp=135–138}}.</ref> ତାଙ୍କ ଜୀବନୀ ଲେଖିଥିବା "ଡେଭିଡ଼ ଜେମସ ସ୍ମିଥ" ମଧ୍ୟ ଏହାକୁ ଗ୍ରହଣ କରିନଥିଲେ ଏବଂ କହିଥିଲେ - ମଣ୍ଡେଲା ୧୯୫୦ ଦଶକର ଶେଷଭାଗ ଓ ୧୯୬୦ ଦଶକର ଆରମ୍ଭରେ ଉଭୟ "ସମାଜବାଦ ଓ କମ୍ୟୁନିଷ୍ଟ" ଚିନ୍ତାଧାରାକୁ ଅନୁସରଣ କରୁଥିଲେ ।<ref>{{harvnb|Smith|2010|pp=217–218}}.</ref> ୧୯୫୫ ଫ୍ରିଡ଼ମ ଚାର୍ଟରରେ ମଣ୍ଡେଲା ବ୍ୟାଙ୍କ, ସୁନା ଖଣି ଓ ଜମିର ଜାତୀୟକରଣ କରି, ଅର୍ଥର ସମାନ ବିତରଣ କରିବାକୁ ମତ ଦେଇଥିଲେ । ଏହି ସବୁ ବିଶ୍ୱାସ ରଖିଥିବା ସତ୍ତ୍ୱେ ମଣ୍ଡେଲା ନିଜ ଶାସନ କାଳ ମଧ୍ୟରେ ବିଦେଶୀ ପୁଞ୍ଜିନିବେଶକୁ ଆଖି ଆଗରେ ରଖି କୌଣସି ସଂସ୍ଥାର ଜାତୀୟକରଣ କରିନଥିଲେ ।<ref>{{harvnb|Kalumba|1995|pp=164–165}}</ref> ଏହି ନିର୍ଣ୍ଣୟ ପଛରେ ଆଦ୍ୟ ୧୯୯୦ ଦଶକରେ ହୋଇଥିବା ସୋଭିଏତ ସଂଘର ଓ ଇଷ୍ଟର୍ଣ୍ଣ ବ୍ଲୋକର ପତନ ପ୍ରଭାବଶାଳୀ ଥିଲା ।<ref>{{harvnb|Sampson|2011|pp=433–435}}.</ref>
===ପରିବାର===
[[File:Mandela museum soweto.jpg|right|thumb|ସୋୱେଟୋରେ ଥିବା ମଣ୍ଡେଲା ପାରିବାରିକ ମ୍ୟୁଜିୟମ]]
ମଣ୍ଡେଲା ୩ ଥର ବିବାହ କରିଥିଲେ ଓ ୬ଟି ସନ୍ତାନଙ୍କ ପିତା ତଥା ୧୭ଜଣ ନାତି-ନାତୁଣୀଙ୍କ<ref>{{cite web|author=Geoffrey York |url=http://m.theglobeandmail.com/news/world/south-africans-express-disgust-as-mandela-family-members-cash-in-on-icons-name/article11299841/?service=mobile |title=South Africans express disgust as Mandela family members cash in on icon’s name |publisher=The Globe and Mail |date=2013-04-16 |accessdate=2013-06-28}}</ref> ପିତାମହ ଥିଲେ; ଏବଂ ତାଙ୍କର ବହୁ ଅଣ ନାତି-ନାତୁଣୀ ଥିଲେ ।<ref>{{cite web |url=http://www.highbeam.com/doc/1P2-590332.html |title=In S. Africa, a President Replaces an Icon; Mbeki Takes Over From Mandela, Nation's 'Saintly Man' |author=Jon Jeter |date=17 June 1999 |work=The Washington Post |publisher= {{Subscription required|via=[[HighBeam Research]]}}|accessdate=3 February 2013}}</ref> ନିଜ ସନ୍ତାନ ସନ୍ତତିଙ୍କ ପ୍ରତି ସେ କଠୋର ଥିଲେ ମଧ୍ୟ ନାତି ନାତୁଣୀଙ୍କ ପାଇଁ ବହୁ ଉଦାର ଥିଲେ ।<ref>{{harvnb|Sampson|2011|p=246}}; {{harvnb|Smith|2010|p=147}}; {{harvnb|Meredith|2010|p=481}}.</ref>
 
ଟ୍ରାନସ୍କେଇରୁ ଆସିଥିବା "ଏଭେଲିନ ନତୋକୋ ମାସେ"ଙ୍କ ସହିତ ତାଙ୍କର ଅକ୍ଟୋବର ୧୯୯୪ରେ ପ୍ରଥମ ବିବାହ ହୋଇଥିଲା ଓ ବିବାହ ପୂର୍ବରୁ ସେମାନେ ଜୋହାନ୍ସବର୍ଗରେ ଭେଟ ହୋଇ ସାରିଥିଲେ ।<ref name="mandela144"/> ଦୀର୍ଘ ୧୩ ବର୍ଷ ପରେ ୧୯୫୭ରେ, ମଣ୍ଡେଲାଙ୍କ ଅତ୍ୟଧିକ ଅନୁପସ୍ଥିତି ଓ ଅନୈତିକ ସଂପର୍କକୁ କେନ୍ଦ୍ର କରି ସେମାନଙ୍କର ବିବାହବିଚ୍ଛେଦ ହୋଇଥିଲା ଓ ଏଭେଲିନ "ଜେଓୱାହ’ସ ୱିଟନେସ"ର ସଦସ୍ୟ ଥିଲେ ଓ ସେଥିପାଇଁ ରାଜନୀତିରୁ ଦୂର ରହିବା ଜରୁରୀ ଥିଲା ।<ref name="mandela296"/> ମଣ୍ଡେଲା ଓ ଏଭେଲିନଙ୍କ ଔରସରୁ ଦୁଇ ପୁତ୍ର - ମାଦିବା "ଥେମ୍ବି" ଥେମ୍ବେକିଲେ (୧୯୪୬-୧୯୬୯) ଓ "ମାକଗାଥୋ ମଣ୍ଡେଲା "(୧୯୫୦-୨୦୦୫); ଦୁଇ କନ୍ୟା - ମାକାଜିୱେ ମଣ୍ଡେଲା (ଦୁଇ ଜଣଙ୍କ ନାମ ସମାନ ଥିଲା, ୧୯୪୭ ଓ ୧୯୫୩ରେ ଜନ୍ମିତ) ଜାତ ହୋଇଥିଲେ । ପ୍ରଥମ କନ୍ୟାର ନଅ ମାସରେ ମୃତ୍ୟୁ ହେବାରୁ, ତାଙ୍କରି ସ୍ମୃତିରକ୍ଷା ପାଇଁ ଦ୍ୱିତୀୟ କନ୍ୟାର ନାମ ସମାନ ରଖିଥିଲେ । ମାସେ ୨୦୦୪ରେ ମୃତ୍ୟୁବରଣ କରିଥିଲେ ଓ ମଣ୍ଡେଲା ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।<ref>{{cite web|url=http://www.iol.co.za/index.php?from=rss_General&set_id=1&click_id=139&art_id=qw1084030021347B211|title=Madiba bids final farewell to his first wife |date=8 May 2004 |work=[[Independent Online (South Africa)|Independent Online]]|accessdate=28 October 2008|archivedate=25 February 2013 |archiveurl=http://www.webcitation.org/6Ehkf7cVB |deadurl=no}}</ref> ମାକଗାଥୋଙ୍କ ପୁତ୍ର "ମଣ୍ଡଲା ମଣ୍ଡେଲା" ୨୦୦୭ରେ ମଭେଜୋ ଆଦିବାସୀ ପରିଷଦର ମୁଖ୍ୟ ହୋଇଥିଲେ ।<ref>{{cite web |url=http://www.reuters.com/article/2007/04/16/us-safrica-mandela-idUSL168565220070416 |title=Mandela's grandson becomes tribal chief, political heir |author=Andrew Quinn |date=16 April 2007 |publisher=Reuters {{Subscription required|via=[[HighBeam Research]]}}|accessdate=3 February 2013}}</ref>
[[File:Mandela e Evelyn 1944.jpg|right|thumb|150x150px|୧୯୪୪ରେ ନେଲସନ ଓ ଏଭେଲିନଙ୍କ ବିବାହ]]
 
[[File:Winnie Mandela00.jpg|right|thumb|159x159px|ୱିନି ମଣ୍ଡେଲା, ଦ୍ୱିତୀୟ ପତ୍ନୀ]]
ମଣ୍ଡେଲାଙ୍କ ଦ୍ୱିତୀୟ ପତ୍ନୀ "ୱିନି ମାଦିକିଜେଲା ମଣ୍ଡେଲା" ମଧ୍ୟ ଟ୍ରାନସ୍କେଇରୁ ଆସିଥିଲେ ଓ ତାଙ୍କର ମଧ୍ୟ ଦେଖା ଜୋହାନ୍ସବର୍ଗରେ ହୋଇଥିଲା, ଯେଉଁଠି ସେ ସହରର ପ୍ରଥମ କୃଷ୍ଣକାୟ ସାମାଜିକ କର୍ମୀ ଥିଲେ ।<ref name="ANCWinnie">{{cite web|url=http://www.anc.org.za/people/mandela_nw.html|title=Winnie Mandela|publisher=ANC|accessdate=27 October 2008 |archiveurl = http://web.archive.org/web/20080722092427/http://www.anc.org.za/people/mandela_nw.html <!-- Bot retrieved archive --> |archivedate = 22 July 2008}}</ref> ୱିନି ଓ ମଣ୍ଡେଲାଙ୍କ ଦୁଇ କନ୍ୟା - ଜେନାନି(ଜେନି)ଙ୍କ ଜନ୍ମ ୪ ଫେବ୍ରୁଆରୀ ୧୯୫୮ ଓ ଜିନ୍ଦଜିସ୍ୱା(ଜିନ୍ଦଜି) ମଣ୍ଡେଲା-ହଲଙ୍ଗୱାନେଙ୍କ ଜନ୍ମ ୧୯୬୦ରେ ହୋଇଥିଲା ।<ref name="ANCWinnie"/> ଜିନ୍ଦଜିଙ୍କୁ ମାତ୍ର ୧୮ମାସ ହୋଇଥିବା ସମୟରେ ମଣ୍ଡେଲାଙ୍କୁ ରୋବେନ ଦ୍ୱୀପକୁ କାରାବାସରେ ପଠାଇ ଦିଆଯାଇଥିଲା । ପରେ ଦେଶରେ ଚାଲିଥିବା ରାଜନୈତିକ ପରିସ୍ଥିତି ଦ୍ୱାରା ୱିନି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଓ ଏପ୍ରିଲ ୧୯୯୨ରେ ଅଲଗା ରହିବାକୁ ଆରମ୍ଭ କଲେ, ଓ ମାର୍ଚ ୧୯୯୬ରେ ଦୁଇଜଣଙ୍କ ବିବାହ ବିଚ୍ଛେଦ ହୋଇଥିଲା ।<ref>{{cite web|url=http://www.highbeam.com/doc/1G1-18170308.html|title=Nelson and Winnie Mandela divorce; Winnie fails to win $5&nbsp;million settlement |date=8 April 1996|work=Jet|accessdate=27 October 2008}}</ref> ମଣ୍ଡେଲା କାରାବାସରେ ଥିବା ବେଳେ ୧୯୭୩ରେ ତାଙ୍କ ଝିଅ ଜେନାନିଙ୍କ ବିବାହ, ଉଭୟ ସ୍ୱାଜିଲ୍ୟାଣ୍ଡର ରାଜା "ମସ୍ୱାତି ଇଲ"<ref>{{cite web|url=http://main.wgbh.org/ton/programs/5069_01.html|title=Swaziland prince and princess attend Boston University|date=13 May 1987|publisher=WGBH Boston|accessdate=27 October 2008}}</ref> ଓ ଜୁଲୁସର ରାଣୀ "ମାଣ୍ଟଫୋମ୍ବି"ଙ୍କ<ref name="burke">{{cite book | title=[[Burke's Peerage|Burke's Royal Families of the World]], Volume II | publisher=Burke's Peerage Ltd | year=1980 | location=London | pages=217–218, 271, 320| isbn=0-85011-029-7}}</ref> ଭାଇ, "ପ୍ରିନ୍ସ ଥୁମ୍ବୁମୁଜି ଦଲାମିନି"ଙ୍କ ସହିତ ହୋଇଥିଲା । ଜେନାନି ନିଜ ପିତାଙ୍କ ସ୍ମୃତିକୁ ଅତିଭଲ ଭାବେ ମନେ ରଖିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସରକାରଙ୍କ ବାରଣ ପାଇଁ ୪ ବର୍ଷରୁ ୧୬ବର୍ଷ ହେବା ହେବାପର୍ଯ୍ୟନ୍ତ ତାଙ୍କୁ ମଣ୍ଡେଲାଙ୍କୁ ଦେଖା କରିବାକୁ ଅନୁମତି ଦିଆଯାଇନଥିଲା ।<ref>{{cite web|url=http://www.highbeam.com/doc/1P2-1353217.html|title=Daddy Stayed in Jail. That Was His Job'; Zenani Mandela's Life Without Father |date=8 November 1987 |work=The Washington Post|accessdate=27 October 2008 |archivedate=25 February 2013 |archiveurl=http://www.webcitation.org/6Ehkreaqk |deadurl=no}}</ref> ଜୁଲାଇ ୨୦୧୨ରେ, ଜେନାନିଙ୍କୁ ଆର୍ଜେଣ୍ଟିନା ପାଇଁ ବୈଦେଶିକ ଦୂତ ଭାବେ ମୁତୟନ କରାଗଲା, ଓ ସେ ମଣ୍ଡେଲାଙ୍କ ତୃତୀୟ ସନ୍ତାନ ଭାବେ ସାମାଜିକ ଜୀବନ ପାଇଁ ଆଗଭର ହୋଇଥିଲେ ।<ref>{{cite news| url=http://www.bbc.co.uk/news/world-africa-18703172 | title=Mandela daughter Zenani appointed Argentina ambassador | date= 4 July 2012 |publisher=BBC News |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EALQI3Es |deadurl=no}}</ref>
 
୧୯୯୮ରେ ନିଜ ୮୦ତମ ଜନ୍ମବାର୍ଷିକୀ ଅବସରରେ ମଣ୍ଡେଲା "ଗ୍ରାକା ମାସେଲ"ଙ୍କୁ ପୁଣି ବିବାହ କରିଥିଲେ; ଯିଏକି ୧୨ ବର୍ଷ ପୂର୍ବରୁ ଆକାଶ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୋଜାମ୍ବିକର ରାଷ୍ଟ୍ରପତି "ସମୋରା ମାସେଲ"ଙ୍କ ବିଧବା ଥିଲେ ।<ref>{{cite news|url=http://www.cnn.com/WORLD/africa/9807/18/mandela.wedding.02/|title=Mandela gets married on 80th birthday|date=18 July 1998|publisher=CNN|accessdate=27 October 2008 |archiveurl = http://web.archive.org/web/20080614111828/http://www.cnn.com/WORLD/africa/9807/18/mandela.wedding.02/ <!-- Bot retrieved archive --> |archivedate = 14 June 2008}}</ref>
 
==ପ୍ରଭାବ==