"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ରୋବେନ ଦ୍ୱୀପ:୧୯୬୨-୧୯୮୨; ସଜାଣି ଓ ସଂଶୋଧନ
୨୯ କ ଧାଡ଼ି:
===ବାଲ୍ୟ ଜୀବନ: ୧୯୧୮-୧୯୩୬===
ନେଲସନ ମଣ୍ଡେଲାଙ୍କ ଜନ୍ମ ୧୮ ଜୁଲାଇ ୧୯୧୮ରେ ଦକ୍ଷିଣ ଆଫ୍ରିକାର କେପ ରାଜ୍ୟର ଉମତାତୁର ମ୍ୱେଜୋ ଗ୍ରାମରେ ହୋଇଥିଲା <ref name="Mandela 3 Smith 17">{{harvnb|Mandela|1994|p=3}}; {{harvnb|Sampson|2011|p=3}}; {{harvnb|Smith|2010|p=17}}.</ref> ତାଙ୍କର ନାମ ପୂର୍ବରୁ ଯୋଗ ହୋଇଥିବା "ରୋଲିହ୍ହଲ୍ଲା"ର ଅର୍ଥ ଯୋହା ଭାଷାରେ "ସଙ୍କଟକାରୀ"<ref name="Mandela 3 Smith 17"/>, ଏବଂ ପରେ ତାଙ୍କ ବଂଶର ନାମ ଅନୁସାରେ ସେ "ମାଦିବା" ନାମରେ ପରିଚିତ ହୋଇଥିଲେ ।<ref>{{harvnb|Mandela|1994|p=4}}; {{harvnb|Smith|2010|p=16}}.</ref> ନେଲସନଙ୍କ ପୈତୃକ ପୂର୍ବପୁରୁଷ ନଗୁବେଙ୍ଗଚୁକା ତାସ୍କେଇଆନ ଅଞ୍ଚଳ(ବର୍ତ୍ତମାନ ପୂର୍ବ କେପ ରାଜ୍ୟ)ରେ<ref name="Guiloineau 23 Mafela">{{harvnb|Guiloineau|2002|p=23}}; {{harvnb|Mafela|2008}}.</ref> ବସବାସ କରୁଥିବା "ଥେମ୍ବୁ" ସମ୍ପ୍ରଦାୟର ରାଜା ଥିଲେ, ଏବଂ ପରବର୍ତ୍ତୀ ଜଣେ ରାଜାଙ୍କ ନାମ "ମଣ୍ଡେଲା" ଥିବାରୁ ତାଙ୍କର ଶେଷନାମଟି ସେହିଠାରୁ ଆସିଅଛି । <ref name="Guiloineau 26 Mafela">{{harvnb|Guiloineau|2002|p=26}}; {{harvnb|Mafela|2008}}.</ref> ତାଙ୍କ ବାପା ଗାଡ଼ଲା ହେନେରୀ ମଫାକାନ୍ୟିସ୍ୱା ୧୯୧୫ରେ ଜଣେ ଅଞ୍ଚଳ ପ୍ରମୁଖ ଥିଲେ ।<ref name="Smith 19">{{harvnb|Smith|2010|p=19}}.</ref> ୧୯୨୬ରେ ଗାଡ଼ଲା ଦୁର୍ନୀତି ପାଇଁ ବରଖାସ୍ତ ହୋଇଥିଲେ; ଓ ନେଲସନଙ୍କୁ କୁହାଯାଇଥିଲାଯେ ଉପରିସ୍ଥ ମାଜିଷ୍ଟ୍ରେଟଙ୍କ ଦାବୀ ପୂରଣ ନ କରିପାରିବାରୁ ସେ ବରଖାସ୍ତ ହୋଇଛନ୍ତି ।<ref>{{harvnb|Mandela|1994|pp=8–9}}; {{harvnb|Sampson|2011|p=4}}; {{harvnb|Smith|2010|pp=21–22}}.</ref> ଗାଡ଼ଲା କାମାତା ଦେବୀଙ୍କ ଭକ୍ତ<ref name="Mandela 17">{{harvnb|Mandela|1994|p=17}}.</ref> ଥିଲେ ଓ ଜଣେ ବହୁପତ୍ନୀଧାରୀ ବ୍ୟକ୍ତି(ଚାରି ସ୍ତ୍ରୀ, ଚାରି ପୁଅ ଏବଂ ନଅ ଝିଅ) ଥିଲେ । ନେଲସନ ଗାଡ଼ାଲାଙ୍କ ତୃତୀୟ ପତ୍ନୀ ନୋସେକେନି ଫାନ୍ନିଙ୍କ ପୁତ୍ର ଥିଲେ ।<ref>{{harvnb|Mandela|1994|pp=7–8}}; {{harvnb|Sampson|2011|p=4}}; {{harvnb|Smith|2010|pp=16, 23–24}}.</ref>
 
{{Quote box|width=246px|bgcolor=#ACE1AF|align=left|quote="No one in my family had ever attended school [...] On the first day of school my teacher, Miss Mdingane, gave each of us an English name. This was the custom among Africans in those days and was undoubtedly due to the British bias of our education. That day, Miss Mdingane told me that my new name was Nelson. Why this particular name I have no idea."|salign=right |source=— Mandela, 1994.<ref name="Mandela 19">{{harvnb|Mandela|1994|p=19}}.</ref>}}
 
ନେଲସନଙ୍କ କହିବା ଅନୁସାରେ ତାଙ୍କ ବାଲ୍ୟକାଳ ମା ଓ ଦୁଇ ଭଉଣୀଙ୍କ ସହିତ କୁନୁ ଗ୍ରାମରେ ବହୁ ପ୍ରାଚୀନ ସଂସ୍କାର, ରୀତିନୀତି ମଧ୍ୟରେ କଟିଥିଲା ।<ref name="Mandela 15">{{harvnb|Mandela|1994|p=15}}.</ref> ବାଲ୍ୟକାଳରେ ସେ ଅଧିକାଂଶ ସମୟ ଗୋ-ଚାରଣ ବାଳକ ମାନଙ୍କ ମଧ୍ୟରେ କାଟିଥିଲେ ।<ref>{{harvnb|Mandela|1994|p=12}}; {{harvnb|Smith|2010|pp=23–24}}.</ref> ତାଙ୍କ ବାପା ମାଆ ଅଶିକ୍ଷିତ ଥିଲେ, କିନ୍ତୁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ସାତ ବର୍ଷ ବୟସରେ ଏକ ଆଞ୍ଚଳିକ ମେଥୋଡ଼ିଷ୍ଟ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିବାକୁ ପଠାଇଥିଲେ । ମୋଥୋଡିଷ୍ଟ ଭାବେ ବାପ୍ଟାଇଜଡ ହେବା ପରେ ତାଙ୍କ ଶିକ୍ଷକଙ୍କ ଦ୍ୱାରା ସେ ଇଂରାଜୀ ପୂର୍ବନାମ "ନେଲସନ" ପ୍ରାପ୍ତ ହୋଇଥିଲେ ।<ref>{{harvnb|Mandela|1994|pp=18–19}}; {{harvnb|Sampson|2011|pp=5,7}}; {{harvnb|Smith|2010|p=24}}.</ref> ମଣ୍ଡେଲାଙ୍କୁ ନଅ ବର୍ଷ ହୋଇଥିବା ସମୟରେ ତାଙ୍କ ବାପା କୁନୁ ଗ୍ରାମରେ ପରିବାର ସହ ବସବାସ କରିବାକୁ ଆସିଥିଲେ ଓ ଏକ ଅଜଣା ଶ୍ୱାସ ରୋଗରେ ପ୍ରାଣ ହରାଇଥିଲେ ।<ref>{{harvnb|Mandela|1994|pp=20}}; {{harvnb|Sampson|2011|p=7}}; {{harvnb|Smith|2010|p=25}}.</ref> ନେଲସନ ଏହା ମାନନ୍ତି ଯେ କ୍ରାନ୍ତିକାରୀ ଅଭିମାନ ଓ ସ୍ୱଚ୍ଛ ଭାବମୂର୍ତ୍ତି ସେ ନିଜ ବାପାଙ୍କଠାରୁ ଆହରଣ କରିଥିଲେ ।<ref>{{harvnb|Mandela|1994|pp=8, 20}}.</ref>
Line ୬୦ ⟶ ୬୨:
୧୯୫୨ରେ ଜାତୀୟ କଂଗ୍ରେସ ଭାରତୀୟ ସଂଘ ଓ ଅନ୍ୟ ସାମ୍ୟବାଦୀ ଦଳମାନଙ୍କ ସହ ମିଶି ଅପାର୍ଥିଡ଼ ବିରୁଦ୍ଧରେ ଏକ ମିଳିତ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା ।[[ମୋହନଦାସ କରମଚାନ୍ଦ ଗାନ୍ଧୀ]]ଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ହୋଇ କିଛି ଲୋକ ଏହାକୁ ଏକ ନୈତିକ କାର୍ଯ୍ୟପନ୍ଥା ବୋଲି ଭାବିଥିଲେ ମଧ୍ୟ ମଣ୍ଡେଲା ଏହି ଆନ୍ଦୋଳନ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିଲେ ।<ref>{{harvnb|Mandela|1994|pp=182–183}}; {{harvnb|Sampson|2011|pp=66–67}}; {{harvnb|Smith|2010|pp=77, 80}}.</ref> ଜୁନ ୨୨ରେ ଡର୍ବାନଠାରେ ପ୍ରାୟ ୧୦୦୦୦ ଲୋକଙ୍କ ଏକ ସମାବେଶରେ ଉଦବୋଧନ ଦେଉଥିବା ସମୟରେ ମଣ୍ଡେଲା ସ୍ୱଳ୍ପକାଳ ଲାଗି ଗିରଫ ହୋଇଥିଲେ ଓ ମାର୍ଶାଳ ସ୍କୋୟାର କାରାଗାରରେ ରହିଥିଲେ ।<ref>{{harvnb|Mandela|1994|pp=183–188}}; {{harvnb|Sampson|2011|p=69}}; {{harvnb|Smith|2010|pp=81–83}}.</ref> ଆନ୍ଦୋଳନ ଜାରି ରହିବାରୁ ଜାତୀୟ କଂଗ୍ରେସର ସଭ୍ୟ ସଂଖ୍ୟା ୨୦,୦୦୦ରୁ ୧,୦୦,୦୦୦ ପହଞ୍ଚିଯାଇଥିଲା ଓ ସରକାର ଜନସାଧାରଣଙ୍କୁ କାରାଗାରରେ ଭରିବା ଅଭିଯାନ ଆରମ୍ଭ କରି "ପବ୍ଲିକ ସେଫଟି ଲ, ୧୯୫୩"ର ପ୍ରଣୟନ କରିଥିଲେ ।<ref>{{harvnb|Mandela|1994|pp=188–192}}; {{harvnb|Sampson|2011|p=68}}.</ref> ମେ ମାସରେ ଟ୍ରାନ୍ସଭାଲ କଂଗ୍ରେସ ସଭାପତି ଜେ.ବି. ମାର୍କସଙ୍କୁ ଜନସାଧାରଣଙ୍କୁ ଭେଟ କରିବାକୁ ଅଧିକାରୀମାନେ ନିବୃତ କରିଥିଲେ; ଫଳତଃ ମଣ୍ଡେଲା ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଅକ୍ଟୋବର ମାସରେ ବାଫାବେଗିୟା ଗୋଷ୍ଠୀର ପ୍ରତିବାଦ ସତ୍ତ୍ୱେ ମଣ୍ଡେଲା ସଭାପତି ନିର୍ବାଚିତ ହୋଇଥିଲେ ।<ref>{{harvnb|Mandela|1994|pp=194–195}}; {{harvnb|Sampson|2011|pp=72–73}}; {{harvnb|Smith|2010|p=85}}.</ref>
 
{{double image|left|Marx1867.jpg|146|Nehru1.jpg|155|୧୯୫୦ର ଆଦ୍ୟ ଭାଗରେ ମଣ୍ଡେଲା [[କାର୍ଲ ମାର୍କସ]] (ବାମ) ଓ [[ଜବାହରଲାଲ ନେହେରୁ]] ଙ୍କ(ଡାହାଣ) ଦ୍ୱାରା ପ୍ରଭାବିତ ଥିଲେ}}
ଜୁଲାଇ ୩୦, ୧୯୫୨ରେ ଜୋହାନ୍ସବର୍ଗ ଠାରେ ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ ବଳରେ ମଣ୍ଡେଲା, ମୋରୋକା, ସିସୁଲୁ, ଡାଦୁଙ୍କ ସମେତ ୨୧ଜଣ ଗିରଫ ହୋଇଥିଲେ ଓ କୋର୍ଟ ଚାଲାଣ କରାଯାଇଥିଲା । ବୈଧାନିକ ସାମ୍ୟବାଦ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କର ଦଣ୍ଡ ଅବଧିକୁ ୯ ମାସରୁ ୨ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।<ref>{{harvnb|Mandela|1994|pp=195–198}}; {{harvnb|Sampson|2011|pp=71–72}}; {{harvnb|Smith|2010|pp=83–84}}.</ref> ଡିସେମ୍ବର ମାସରେ ୬ ମାସ ପାଇଁ ମଣ୍ଡେଲାଙ୍କୁ କୌଣସି ପ୍ରକାର ସାଧାରଣ ସଭାରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନଥିଲା ଓ କୌଣସି ସମୟର୍ ମାତ୍ର ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଥିଲା । ତେଣୁ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସର ସଭାପତି ପଦରେ ରହିବା ଅସମ୍ଭବ ହୋଇପଡ଼ିଲା ।<ref>{{harvnb|Mandela|1994|pp=199–200, 204}}; {{harvnb|Sampson|2011|p=73}}; {{harvnb|Smith|2010|p=86}}.</ref> ସେପ୍ଟେମ୍ବର ୧୯୫୩ରେ ଆଣ୍ଡ୍ରିଉ କୁନେନେ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସ ଅଧିବେସନରେ ମଣ୍ଡେଲାଙ୍କ "ନୋ ଇଜି ୱାକ ଟୁ ଫ୍ରିଡ଼ମ" ଭାଷଣଟିକୁ ପାଠ କରିଥିଲେ; ଯାହାର ଶୀର୍ଷକଟି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ [[ଜବାହରଲାଲ ନେହେରୁ]]ଙ୍କ ଏକ ରଚନାରୁ ନିଆଯାଇଥିଲା ଓ ମଣ୍ଡେଲା ନେହେରୁଙ୍କ ଚିନ୍ତାଧାରାରେ ବହୁ ପ୍ରଭାବିତ ଥିଲେ । ଏହି ଭାଷଣ ଫଳରେ ଜାତୀୟ କଂଗ୍ରେସକୁ ବାଜ୍ୟାପ୍ତ କରାଯାଇଥିଲା ଓ ମଣ୍ଡେଲା ପ୍ଲାନ ଅନୁସାରେ ଏକ କେନ୍ଦ୍ରୀୟ ନେତୃତ୍ୱ ଧର୍ମୀ ଦଳ ଗଠନ ହୋଇଥିଲା ।<ref>{{harvnb|Mandela|1994|pp=205–207, 231}}; {{harvnb|Sampson|2011|pp=81–82, 84–85}}; {{harvnb|Smith|2010|pp=116–117}}.</ref>
 
Line ୮୩ ⟶ ୮୬:
===ଗିରଫ ଓ ରିଭୋନିଆରେ ଚାଲାଣ:୧୯୬୨-୧୯୬୪===
[[File:Mandela Capture Site.JPG|thumb|ହୋୱିକରେ ମଣ୍ଡେଲା ଗିରଫ ହୋଇଥିବା ସ୍ଥାନରେ ସ୍ମୃତି ସ୍ତମ୍ଭ ଯାହା ୧୯୯୬ରେ ନିର୍ମିତ]]
୫ ଅଗଷ୍ଟ ୧୯୬୨ରେ ପୋଲିସ ମଣ୍ଡେଲାଙ୍କୁ ସେସିଲ ୱିଲିଅମସଙ୍କ ସହିତ ହୋୱିକରୁ ଗିରଫ କରିଥିଲା ।<ref>{{harvnb|Mandela|1994|pp=435–435}}; {{harvnb|Sampson|2011|pp=170–172}}; {{harvnb|Smith|2010|pp=275–276}}.</ref> ଜୋହାନ୍ସବର୍ଗର ମାର୍ଶାଲ ସ୍କୋୟାର କାରାଗାରରେ ସରକାର ବିରୋଧୀ ଆନ୍ଦୋଳନ ଓ ବିନା ଅନୁମତିରେ ଦେଶ ଛାଡ଼ି ଯିବା ଅପରାଧରେ ତାଙ୍କୁ ରଖାଯାଇଥିଲା । ସ୍ଲୋଭୋଙ୍କୁ ଆଇନ ସହାୟକଭାବେ ନେଇ ସେ ନିଜ କେସ ନିଜେ ଲଢ଼ିଥିଲେ ଓ ଦର୍ଶାଇଥିଲେ ଯେ ଚାଲିଆସୁଥିବା ରଙ୍ଗଭେଦ ନୀତି ବିରୋଧରେ ଏହା ଏକ ବିଦ୍ରୋହ ଥିଲା ଏବଂ କୋର୍ଟ ବାହାରେ ସମର୍ଥକ ମାନେ ଆନ୍ଦୋଳନ, ଶୋଭାଯାତ୍ରା ଚାଲୁ ରଖିଥିଲେ ।<ref>{{harvnb|Mandela|1994|pp=456–459}}; {{harvnb|Sampson|2011|pp=172–173}}.</ref> ଏହାପରେ ସେ ପ୍ରିଟୋରିଆ ଚାଲିଯାଇଥିଲେ ଯାହା ଫଳରେ ୱିନି ତାଙ୍କୁ ଦେଖାକରିପାରିବେ ଏବଂ ଦୂରଶିକ୍ଷା ଦ୍ୱାରା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା(ଏଲ.ଏଲ.ବି.) ଆରମ୍ଭ କରିଥିଲେ ।<ref>{{harvnb|Mandela|1994|pp=463–465}}; {{harvnb|Sampson|2011|pp=173–174}}; {{harvnb|Smith|2010|pp=292–293}}.</ref> ୧୫ ଅକ୍ଟୋବରରେ ତାଙ୍କର କେସ ଶୁଣାଣି ଆରମ୍ଭ ହୋଇଥିଲା; କିନ୍ତୁ ସେ ବିଚାରାଳୟର କାମରେ ବାଧା ସୃଷ୍ଟି କରି ପାରମ୍ପାରିକ ପୋଷାକ "କାରୋସ" ପିନ୍ଧି ବିନା କୌଣସି ସାକ୍ଷୀରେ ନିଜର ସପକ୍ଷ ଯୁକ୍ତିକୁ ଏକ ରାଜନୈତିକ ଭାଷଣ ଭାବେ ବଦଳାଇଦେଇଥିଲେ । ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ସେ କୋର୍ଟ ପରିସର ଛାଡ଼ି ଚାଲିଯିବା ପରେ ତାଙ୍କ ସମର୍ଥମସମର୍ଥକ ମାନେ "ନକୋସି ସିକେଲେଲ ଆଫ୍ରିକା" ସଙ୍ଗୀତ ଗାଇଥିଲେ ।<ref>{{harvnb|Mandela|1994|pp=468–482}}; {{harvnb|Sampson|2011|pp=174–176}}.</ref>
 
{{Quote box|width=246px|bgcolor=#ACE1AF|align=left|quote="In a way I had never quite comprehended before, I realized the role I could play in court and the possibilities before me as a defendant. I was the symbol of justice in the court of the oppressor, the representative of the great ideals of freedom, fairness and democracy in a society that dishonoured those virtues. I realized then and there that I could carry on the fight even in the fortress of the enemy."|salign=right |source=— Mandela, 1994<ref>{{harvnb|Mandela|1994|p=458}}.</ref>}}
Line ୯୦ ⟶ ୯୩:
 
ଜେମ୍ସ କାଣ୍ଟୋରଙ୍କୁ ଛାଡ଼ି(ଯିଏ ସଂପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ), ମଣ୍ଡେଲା ଓ ଅନ୍ୟ ସହଯୋଗୀ ମାନେ ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ଆରମ୍ଭ କରିବା ଦାବୀକୁ ମାନି ନଥିଲେ । ସେମାନଙ୍କର ଶୁଣାଣିକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ; ମଣ୍ଡେଲାଙ୍କ ଏକ ଭାଷଣ କାଷ୍ଟ୍ରୋଙ୍କ "ହିଷ୍ଟୋରି ୱିଲ ଆବଜର୍ଭ ମି"ଦ୍ୱାରା ଅତି ମାତ୍ରାରେ ପ୍ରଭାବିତ ଥିଲା - ଯାହା ସରକାରୀ ନିଷେଧାଦେଶ ସତ୍ତ୍ୱେ ଗଣମାଧ୍ୟମରେ ପହଞ୍ଚିଯାଇଥିଲା ।<ref>{{harvnb|Mandela|2004|pp=42–57}}; {{harvnb|Sampson|2011|pp=190–194}}; {{harvnb|Smith|2010|pp=300–302}}.</ref> ସେମାନଙ୍କର ଶୁଣାଣି ଆନ୍ତର୍ଜାତୀୟ ଭାବେ ଆଖିଦୃଶିଆ ହୋଇଥିଲା; ଫଳରେ [[ସଂଯୁକ୍ତ ରାଷ୍ଟ୍ରସଂଘ]] ଓ ବିଶ୍ୱ ଶାନ୍ତି ପରିଷଦ ତରଫରୁ ତାଙ୍କୁ ଛାଡ଼ କରିବା ପାଇଁ ପ୍ରସ୍ତାବ ଆସିଥିଲା । ଲଣ୍ଡନ ବିଶ୍ୱବିଦ୍ୟାଳୟ ପରିଷଦ ତାଙ୍କୁ ସେଣ୍ଟ ପଲ କ୍ୟାଥେଡ଼୍ରାଲ, ଲଣ୍ଡନରେ ନାଇଟ ଉପାଧି ପାଇଁ ମନୋନୀତ କରିଥିଲା ।<ref>{{harvnb|Mandela|2004|p=62}}; {{harvnb|Sampson|2011|pp=194–195}}; {{harvnb|Smith|2010|p=303}}.</ref> କିନ୍ତୁ ଦକ୍ଷିଣ ଆଫ୍ରିକା ସରକାର ସମସ୍ତ ଚାପକୁ ନଜରଅନ୍ଦାଜ କରି ସେମାନଙ୍କୁ ଅଭିଯୋଗରୁ ମୁକ୍ତ କରିନଥିଲା । ଶେଷରେ ୧୨ ଜୁନ ୧୯୬୪ରେ ବିଚାର ପତି ଦେ ୱେଟ ମଣ୍ଡେଲା ଓ ତାଙ୍କର ଦୁଇ ସହଯୋଗୀଙ୍କୁ ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ନଦେଇ ଆଜୀବନ କାରାବାସ ପାଇଁ ରାୟ ଦେଇଥିଲେ ।<ref>{{harvnb|Mandela|2004|pp=63–68}}; {{harvnb|Sampson|2011|pp=196–197}}; {{harvnb|Smith|2010|p=306}}.</ref>
===ରୋବେନିଆରୋବେନ ଦ୍ୱୀପ:୧୯୬୨-୧୯୮୨===
[[File:RobbenIslandSteinbruchA.JPG|thumb|right|ରୋବେନ ଦ୍ୱୀପରେ ଥିବା ଚୂନ ପଥର ଖଣି]]
ମଣ୍ଡେଲା ଓ ତାଙ୍କ ସହଯୋଗୀମାନଙ୍କୁ ପ୍ରିଟୋରିଆରୁ ରୋବେନ ଦ୍ୱୀପକୁ ନିଆଯାଇଥିଲା, ଏବଂ ପରବର୍ତ୍ତୀ ୧୮ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଥିଲେ ।<ref>{{harvnb|Mandela|2004|pp=75–78}}; {{harvnb|Sampson|2011|p=204}}; {{harvnb|Smith|2010|pp=307–308}}.</ref> ଅଣ ରାଜନୈତିକ ବନ୍ଦୀମାନଙ୍କଠାରୁ ତାଙ୍କୁ ଅଲଗା କରି କାରାଗାରର ଖ ବିଭାଗରେ ଏକ ଛୋଟ କଂକ୍ରିଟ କୋଠରୀରେ (୮ ଫୁଟ x ୭ ଫୁଟ)ରଖାଯାଇଥିଲା ଓ ଶୋଇବା ପାଇଁ ଏକ ମସିଣା ଦିଆଯାଇଥିଲା ।<ref>{{harvnb|Mandela|2004|pp=79–80}}; {{harvnb|Sampson|2011|p=205}}; {{harvnb|Meredith|2010|p=279}}.</ref> ଜାନୁଆରୀ ୧୯୬୫ରେ ପାର୍ଶ୍ୱବର୍ତ୍ତୀ ଏକ ଚୂନ ଖଣିରେ କାମ କରିବା ପର୍ଯ୍ୟନ୍ତ ଶ୍ୱେତକାୟ ବନ୍ଦୀମାନେ ତାଙ୍କୁ ଶାରିରୀକ ଓ ମାନସିକ ଭାବେ ଅତ୍ୟନ୍ତ ନିର୍ଯ୍ୟାତନା ଦେଇଥିଲେ । ମଣ୍ଡେଲାଙ୍କୁ ଚଷମା ପିନ୍ଧିବାକୁ ବାରଣ କରାଯାଇଥିବାରୁ ଚୂନ ପଥର ଚମକରେ ସେ ତାଙ୍କର ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥିଲେ ।<ref>{{harvnb|Mandela|2004|pp=82–84, 108–116}}; {{harvnb|Sampson|2011|pp=206–207}}; {{harvnb|Meredith|2010|pp=281–283, 290–291}}</ref> ରାତିରେ ସେ ନିଜର ଆଇନରେ ସ୍ନାତକ ଶିକ୍ଷା ଜାରି ରଖିଥିଲେ, କିନ୍ତୁ ଖବରକାଗଜ ନିଷେଧ ଥିବା ସତ୍ତ୍ୱେ ଚୋରାରେ ଆସୁଥିବା ବହୁ ଖବର ପତ୍ରିକା ତାଙ୍କ ନିକଟରୁ ମିଳିଥିବାରୁ କଳାକୋଠରୀ ଦଣ୍ଡ ମଧ୍ୟ ମିଳିଥିଲା ।<ref>{{harvnb|Mandela|2004|p=126}}; {{harvnb|Sampson|2011|pp=205, 258}}; {{harvnb|Meredith|2010|p=299}}.</ref> ସେ ସବୁଠାରୁ ନିମ୍ନଶ୍ରେଣୀ ଘ ବିଭାଗର ବନ୍ଦୀ ପର୍ଯ୍ୟଭୁକ୍ତ ଥିଲେ ଯାହା ଫଳରେ ପ୍ରତି ୬ ମାସରେ ଗୋଟିଏ ଚିଠି ଓ ଥରେ ଦେଖାକରିବାର ଅନୁମତି ମିଳିଥିଲା ।<ref>{{harvnb|Mandela|2004|pp=102–108}}; {{harvnb|Sampson|2011|p=205}}; {{harvnb|Meredith|2010|p=283}}.</ref>
 
ରାଜନୈତିକ ବନ୍ଦୀମାନେ କାରାଗାରରେ ଜୀବନଯାପନ ପ୍ରଣାଳୀ ଉନ୍ନତ କରିବା ପାଇଁ ଭୋକ ହରତାଳ କରୁଥିଲେ ମଧ୍ୟ ମଣ୍ଡେଲା ଏହାକୁ ବହୁ ମାତ୍ରାରେ ନିରର୍ଥକ ଭାବୁଥିଲେ ଓ ଅଣ-ଅପାର୍ଥିଡ଼ ଆନ୍ଦୋଳନରେ ଏହାର ବହୁ ଛୋଟ ଭୂମିକା ରହିଥିଲା ।<ref>{{harvnb|Mandela|2004|pp=83, 90, 136–138}}; {{harvnb|Meredith|2010|pp=284, 296–298}}.</ref> କାରାଗାରରେ ଥିବା ଜାତୀୟ କଂଗ୍ରେସର ବନ୍ଦୀମାନେ ମଣ୍ଡେଲାଙ୍କୁ ସିସୁଲୁ, ଗୋଭାନ ମବେକି, ରେମଣ୍ଡ ମହଲାବାଙ୍କ ସହିତ ଚାରି ପ୍ରମୁଖ "ହାଇ ଅର୍ଗାନ" ଭାବେ ନିର୍ବାଚିତ କରିଥିଲେ; ଏବଂ ସେଠାରେ ଥିବା ଉଲୁଣ୍ଡି ଦ୍ୱୀପର ବନ୍ଦୀମାନଙ୍କ ସହ ମଣ୍ଡେଲା ସଂପୃକ୍ତ ହୋଇ ପ୍ୟାନ ଆଫ୍ରିକାନ କଂଗ୍ରେସ ତଥା ୟୁ ଚି ଚାନ କ୍ଲବର ସଭ୍ୟମାନଙ୍କ ସହିତ ଯୋଗାଯୋଗ କରିଥିଲେ ।<ref>{{harvnb|Sampson|2011|pp=210–214}}; {{harvnb|Meredith|2010|pp=298–299}}.</ref> ପରେ ସେ ରୋବେନ ଦ୍ୱୀପ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଥିଲେ ଯେଉଁଠି ବନ୍ଦୀମାନେ ନିଜେ ଅଭିଜ୍ଞ ଥିବା ବିଷୟ ସହ ରାଜନୀତି, ସମଯୌନତା ଇତ୍ୟାଦି ବିଷୟରେ ବିତର୍କ ହେଉଥିଲା ଏବଂ ସାମ୍ୟବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ମବେକି ଓ ହ୍ୟାରି ଗ୍ୱାଲାଙ୍କ ସହିତ ପ୍ରବଳ ଯୁକ୍ତିତର୍କ ହେଉଥିଲା ।<ref>{{harvnb|Sampson|2011|pp=236–241, 288–294}}; {{harvnb|Meredith|2010|pp=292–295}}.</ref> ମଣ୍ଡେଲା ଖ୍ରୀଷ୍ଟିଆନ ହୋଇଥିବା ସତ୍ତ୍ୱେ ଇସଲାମ ଧର୍ମ ବିଷୟରେ ପଢ଼ିଥିଲେ ।<ref>{{harvnb|Sampson|2011|p=232}}; {{harvnb|Meredith|2010|pp=301, 313}}.</ref> ସେ କାରାଗାରରେ ଥିବା ଅନ୍ୟ ଅନ୍ତେବାସୀମାନଙ୍କୁ ନିଜ କାରଣରେ ସାମିଲ କରିବା ପାଇଁ "ଆଫ୍ରିକାନ"ର ମଧ୍ୟ ଅଧ୍ୟୟନ କରିଥିଲେ ।<ref>{{harvnb|Sampson|2011|p=229}}; {{harvnb|Meredith|2010|pp=295, 299–301}}.</ref> ଅନେକ ଅଧିକାରୀ ମଣ୍ଡେଲାଙ୍କ ସହ ଦେଖାକରୁଥିଲେ ମଧ୍ୟ ପ୍ରୋଗ୍ରେସିଭ ପାର୍ଟିର ହେଲେନ ସୁଜମାନ କାରାଗାର ବାହାରେ ମଣ୍ଡେଲାଙ୍କ କାରଣକୁ ଲୋକପ୍ରିୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।<ref>{{harvnb|Sampson|2011|p=221}}; {{harvnb|Meredith|2010|pp=301–302}}.</ref> ସେପ୍ଟେମ୍ବର ୧୯୭୦ରେ, ମଣ୍ଡେଲା ବ୍ରିଟିଶ ଲେବର ପାର୍ଟିର ନିର୍ବାଚିତ ସଭ୍ୟ ଡେନିସ ହିଲିଙ୍କ ସହିତ ଦେଖା କରିଥିଲେ ।<ref>{{harvnb|Sampson|2011|p=222}}; {{harvnb|Meredith|2010|p=337}}.</ref> ଡିସେମ୍ବର ୧୯୭୪ରେ ଦକ୍ଷିଣ ଆଫ୍ରିକାର ଆଇନ ମନ୍ତ୍ରୀ ଜେମସ କ୍ରୁଗର ମଣ୍ଡେଲାଙ୍କୁ ଦେଖାକରିଥିଲେ ମଧ୍ୟ ତାଙ୍କ ମଧ୍ୟରେ କିଛି ସମାଧାନ ହୋଇ ପାରିନଥିଲା ।<ref>{{harvnb|Sampson|2011|p=241}}; {{harvnb|Meredith|2010|p=334}}.</ref> ୧୯୬୮ରେ ତାଙ୍କ ମାଆ ମଣ୍ଡେଲାଙ୍କୁ ଦେଖାକରିବାର କିଛି ଦିନ ପରେ ମୃତ୍ୟୁବରଣ କରିଥିଲେ, ଓ ପରବର୍ତ୍ତୀ ବର୍ଷ ମଣ୍ଡେଲାଙ୍କ ପ୍ରଥମ ସନ୍ତାନ ଥେମ୍ବି ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ - ଏହା ସତ୍ତ୍ୱେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମଣ୍ଡେଲାଙ୍କୁ ଅନୁମତି ଦିଆଯାଇନଥିଲା ।<ref>{{harvnb|Sampson|2011|pp=246–247}}; {{harvnb|Meredith|2010|pp=303–304}}.</ref> ତାଙ୍କର ପତ୍ନୀ ମଧ୍ୟ ରାଜନୈତିକ କାରଣରୁ ଅନେକ ସମୟ ଅନ୍ୟ କାରାଗାରରେ କାଟୁଥିବାରୁ ଦେଖା କରିବାକୁ ବହୁତ କମ ସୁଯୋଗ ପାଉଥିଲେ; ଏବଂ ଡିସେମ୍ବର ୧୯୭୫ରେ ତାଙ୍କ ଝିଅମାନେ ମଣ୍ଡେଲାଙ୍କୁ ଦେଖାକରିବାକୁ ଆସିଥିଲେ । ୱିନି ୧୯୭୭ରେ କାରାଗାରାରୁ ମୁକ୍ତ ହୋଇଥିଲେ ମଧ୍ୟ ତାଙ୍କୁ ବ୍ରାଣ୍ଡଫୋର୍ଟରେ ରହିବାକୁ ବାଧ୍ୟ କରାଯାଇଥିଲା ଓ ସେ ମଣ୍ଡେଲାଙ୍କୁ ଦେଖା କରିବାକୁ ସୁଯୋଗ ପାଇ ନଥିଲେ ।<ref>{{harvnb|Sampson|2011|pp=248–254, 302}}; {{harvnb|Meredith|2010|pp=287–288, 304–310}}</ref>
 
{{double image|left|Nelson Mandela's prison cell, Robben Island, South Africa.jpg|210|RobbenIslandHof.jpg|190|ମଣ୍ଡେଲା ରହୁଥିବା କୋଠରୀ ଓ ବନ୍ଦୀ କରି ରଖାଯାଇଥିବା ରୋବେନ କାରାଗାରର ଅଗଣା}}
୧୯୬୭ ପରଠାରୁ କାରାଗାରର ଅବସ୍ଥାରେ କିଛି ଉନ୍ନତି ଆସିଥିଲା ଯଦ୍ୱାରା କୃଷ୍ଣକାୟ ବନ୍ଦୀମାନଙ୍କୁ ହାଫପ୍ୟାଣ୍ଟ ବଦଳରେ ଟ୍ରାଉଜର, ଖେଳାଖେଳି କରିବାକୁ ଅନୁମତି, ଏବଂ ଖାଦ୍ୟପେୟରେ ଉନ୍ନତି ଇତ୍ୟାଦି ହୋଇଥିଲା ।<ref>{{harvnb|Sampson|2011|pp=222, 235}}; {{harvnb|Meredith|2010|p=301}}.</ref> ୧୯୬୯ରେ ଗର୍ଡନ ବୁସଙ୍କ ସହାୟତାରେ କାରାଗାରରୁ ଖସିଯିବାକୁ ଏକ ଯୋଜନା ହୋଇଥିଲେ ମଧ୍ୟ, "ସାଉଥ ଆଫ୍ରିକାନ ବ୍ୟୁରୋ ଅଫ ଷ୍ଟେଟ ସିକ୍ୟୁରିଟି"ର ଜଣେ କର୍ମକର୍ତ୍ତାଙ୍କଠାରୁ ଖବର ପାଇଁ ଏହା ମଣ୍ଡେଲା ରଦ୍ଦ କରିଦେଥିଲେ; କାରଣ ସେ ଖସିଯିବା ସମୟରେ ତାଙ୍କୁ ଗୁଳିମାରି ଦିଆଯିବାର ଯୋଜନା ଥିଲା ।<ref>{{harvnb|Sampson|2011|p=231}}.</ref> ୧୯୭୦ରେ କମାଣ୍ଡର ପିଟ ବାଡେନହୋଷ୍ଟ କମାଣ୍ଡିଙ୍ଗ ଅଫିସର ଭାବେ ନିଯୁକ୍ତି ପାଇଥିଲେ । କାରାଗାରେ ବନ୍ଦୀମାନଙ୍କ ବିରୁଦ୍ଧରେ ହେଉଥିବା ଶାରିରୀକ ଓ ମାସସିକ ଅତ୍ୟାଚାର ବଢ଼ିବା ଦେଖି, ବାଡେନହୋଷ୍ଟଙ୍କ ଦ୍ୱାରା ପୁଣି ନିଯୁକ୍ତ ହୋଇଥିବା ବିଚାରପତିଙ୍କ ଆଗରେ ଏହା ବିରୁଦ୍ଧରେ ମଣ୍ଡେଲା ଅଭିଯୋଗ କରିଥିଲେ ।<ref>{{harvnb|Sampson|2011|pp=223–225}}; {{harvnb|Meredith|2010|pp=308–310}}.</ref> ଏହାପରେ କମାଣ୍ଡର ୱିଲି ୱିଲେମସେ ବାଡେନହୋଷ୍ଟଙ୍କ ଯାଗାରେ ନିଯୁକ୍ତି ପାଇଥିଲେ ଓ ମଣ୍ଡେଲାଙ୍କୁ ସହଯୋଗ କରି କାରାଗାରର ଅବସ୍ଥାରେ ଆହୁରି ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ।<ref>{{harvnb|Sampson|2011|pp=226–227}}.</ref> ୧୯୭୫ ସୁଦ୍ଧା ମଣ୍ଡେଲା କ ବିଭାଗ ବନ୍ଦୀକୁ ପଦନ୍ନୋତି ପାଇଯାଇଥିଲେ<ref>{{harvnb|Sampson|2011|p=228}}.</ref>, ଫଳରେ ଅନେକ ଲୋକଙ୍କୁ ଦେଖାସାକ୍ଷାତ କରିପାରିବା ସହ ଅଧିକ ଚିଠିପତ୍ରର ଆଦାନ ପ୍ରଦାନ କରିପାରୁଥିଲେ; ସେହି ସମୟରେ ଅଣ-ଅପାର୍ଥିଡ଼ ଆନ୍ଦୋଳନର ସକ୍ରିୟ କର୍ମକର୍ତ୍ତା ମାଙ୍ଗୋସୁଥୁ ବୁଥେଲେଜି, ଡେସମଣ୍ଡ ଟୁଟୁଙ୍କ ସହିତ ଯୋଗାଯୋଗ କରିଥିଲେ ।<ref>{{harvnb|Sampson|2011|pp=314–315}}.</ref> ସେହିବର୍ଷ ସେ ନିଜର ଆତ୍ମଜୀବନୀ ଲେଖିବା ଆରମ୍ଭ କରିଥିଲେ, ଯାହା ଲଣ୍ଡନକୁ ଚୋରାରେ ଚାଲାଣ ହୋଇଥିଲା ଓ ପ୍ରକାଶିତ ହୋଇନଥିଲା, କିନ୍ତୁ କାରାଗାର ଅଧିକାରୀ ମାନେ କିଛି ପୃଷ୍ଠା ଜବତ କରିନେଇଥିବାରୁ ମଣ୍ଡେଲାଙ୍କୁ ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ ପଢ଼ାପଢ଼ି କରିବାକୁ ସଂପୂର୍ଣ୍ଣ ନିଷେଧାଦେଶ ମିଳିଥିଲା ।<ref>{{harvnb|Sampson|2011|pp=242–243}}; {{harvnb|Meredith|2010|p=317}}.</ref> ଏହି ସମୟରେ ସେ କାରାଗାର ପରିସରେ ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣରେ ମନଦେଇଥିଲେ ଓ ୧୯୮୦ରୁ ପୁଣି ନିଜ ଅସମାପ୍ତ ଆଇନ ଶିକ୍ଷା ଆରମ୍ଭ କରିଥିଲେ ।<ref>{{harvnb|Sampson|2011|pp=285–286}}.</ref>
 
୧୯୬୦ର ଶେଷଭାଗ ପର୍ଯ୍ୟନ୍ତ ଷ୍ଟିଭ ବିକୋ ଓ ବ୍ଲାକ କନସିଅସନେସ ମୁଭମେଣ୍ଟ ପାଇଁ ମଣ୍ଡେଲାଙ୍କ ଯଶ ଲୋକଲୋଚନକୁ ଆସି ପାରିନଥିଲା । ଜାତୀୟ କଂଗ୍ରେସର ଅକ୍ଷମତା ଦେଖି ବ୍ଲାକ କନସିଅସନେସ ମୁଭମେଣ୍ଟ ସାମରିକ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲା, କିନ୍ତୁ ପରେ ୧୯୭୬ରେ ସୱେଟୋଙ୍କ ବଢ଼ୁଥିବା ପ୍ରଭାବ ଫଳରେ ଅନେକ ବ୍ଲାକ କନସିଅସନେସ ମୁଭମେଣ୍ଟର ସଦସ୍ୟ ରୋବେନ ଦ୍ୱୀପରେ ବନ୍ଦୀଭାବେ ରଖାଯାଇଥିଲେ ।<ref>{{harvnb|Sampson|2011|pp=259–276}}; {{harvnb|Meredith|2010|pp=324–327}}.</ref> ସେମାନଙ୍କ ରଙ୍ଗଭେଦ ନୀତି ଓ ଅଣ-ଅପାର୍ଥିଡ଼ ବିରୋଧୀ କାର୍ଯ୍ୟକଳାପକୁ ମଣ୍ଡେଲା ସମାଲୋଚନା କରୁଥିଲେ ମଧ୍ୟ ତାଙ୍କ ସହିତ ସଂପର୍କ ବଢ଼ାଇବାକୁ ଆଗ୍ରହୀ ହୋଇଥିଲେ ।<ref>{{harvnb|Sampson|2011|pp=277–283}}; {{harvnb|Meredith|2010|pp=327–328}}.</ref> ଜୁଲାଇ ୧୯୭୮ରେ ନିଜର ୬୦ତମ ଜନ୍ମବାର୍ଷିକୀ ପାଳନ କରିବା ସମୟରେ ମଣ୍ଡେଲାଙ୍କୁ ନୂଆ ଭାବେ ପ୍ରଥମ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଥିଲା ।<ref>{{harvnb|Sampson|2011|p=296}}.</ref> ଲେସେଥୋରେ ତାଙ୍କୁ ସମ୍ମାନଜନକ ଡକ୍ଟରେଟ, [[ଭାରତ]] ରେ ୧୯୭୯ରେ ଅନ୍ତର୍ଜାତୀୟ ବୁଝାମଣା ପାଇଁ ଜବାହରଲାଲ ନେହେରୁ ପୁରସ୍କାର, ୧୯୮୧ରେ ଗ୍ଲାସଗୋ, ସ୍କଟଲ୍ୟାଣ୍ଡରେ "ଫ୍ରିଡ଼ମ ଅଫ ଦି ସିଟି" ଆଦି ପୁରସ୍କାର ମିଳିଥିଲା ।<ref>{{harvnb|Sampson|2011|pp=315–316}}.</ref><ref>{{cite web|title=List of the Recipients of the Jawaharlal Nehru Award|url=http://www.iccrindia.net/jnawardlist.html|publisher=ICCR|accessdate=29 June 2013}}</ref><ref>{{cite web|last=Reddy|first=ES|title=Free Nelson Mandela – an account of the Campaign to Free Nelson Mandela and all other Political Prisoners in South Africa|url=http://www.anc.org.za/show.php?id=43|date=July 1988|publisher=ANC|accessdate=29 June 2013|quote=In August 1981, the City of Glasgow awarded the Freedom of the City to Nelson Mandela.}}</ref> ମାର୍ଚ ୧୯୮୦ରେ ପତ୍ରକାର ପର୍ସି କୋବୋଜାଙ୍କ ଦ୍ୱାରା "ଫ୍ରି ମଣ୍ଡେଲା" (ମଣ୍ଡେଲାଙ୍କୁ ଛାଡ଼ କର) ସ୍ଲୋଗାନ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା, ଫଳରେ ସଂଯୁକ୍ତ ରାଷ୍ଟ୍ରସଂଘର ସୁରକ୍ଷା ପରିଷଦ ତରଫରୁ ମଣ୍ଡେଲାଙ୍କୁ ଛାଡ଼ କରିଦେବାକୁ କୁହାଯାଇଥିଲା ।<ref>{{harvnb|Sampson|2011|pp=319–320}}; {{harvnb|Meredith|2010|pp=338–339}}.</ref> ବୃଦ୍ଧି ପାଉଥିବା ଆନ୍ତର୍ଜାତିକ ଚାପ ସତ୍ତ୍ୱେ, [[ଋଷିଆ]] ବିରୁଦ୍ଧରେ ଚାଲିଥିବା ଶୀତଳ ଯୁଦ୍ଧରେ ଶକ୍ତିଶାଳୀ ସହଯୋଗୀ ଥିବା ସଂଯୁକ୍ତ ରାଜ୍ୟ ଆମେରିକାର ରାଷ୍ଟ୍ରପତି [[ରୋନାଲଡ ରିଗାନ]] ଓ ସଂଯୁକ୍ତ ରାଜ୍ୟଗୋଷ୍ଠୀ(ୟୁନାଇଟେଡ଼ କିଙ୍ଗଡମ)ର ପ୍ରଧାନମନ୍ତ୍ରୀ [[ମାର୍ଗାରେଟ ଥାଚର]] ଉପରେ ବିଶ୍ୱାସ ରଖି, ସରକାର କୌଣସି ପଦକ୍ଷେପ ନେଇ ନଥିଲେ; ମାର୍ଗାରେଟ ଥାଚର ଆଫ୍ରିକୀୟ ଜାତୀୟ କଂଗ୍ରେସର ଅପ୍ରଚାରକୁ ସମର୍ଥନ କରି ମଣ୍ଡେଲାଙ୍କୁ ଆତଙ୍କବାଦୀର ଆଖ୍ୟା ଦେଇଥିଲେ ।<ref>{{harvnb|Sampson|2011|p=321}}.</ref>
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦===
Line ୧୦୧ ⟶ ୧୧୩:
{{ଆଧାର|2}}
===ସହାୟକ ଗ୍ରନ୍ଥ ସୂଚୀ===
* {{cite contribution|contribution=Afterword: Living Legend, Living Statue |last=Battersby |first=John |year=2011 |title=Mandela: The Authorised Biography |editor=Anthony Sampson |publisher=HarperCollins |location=London |pages=587–610 |isbn=978-0007437979 |ref=harv}}
* {{cite book| last=Guiloineau |first=Jean |last2=Rowe|first2=Joseph |year=2002 |title= Nelson Mandela: The Early Life of Rolihlahla Mandiba |url=http://books.google.com/books?id=4iKSlwuya1YC&pg=PA9&hl=en#v=onepage&q&f=false |publisher= North Atlantic Books |location=Berkeley |pages=9–26 |isbn=1-55643-417-0 |ref=harv}}
* {{cite contribution|contribution=The Nature of South African Democracy: Political Dominance and Economic Inequality |last=Herbst |first1=Jeffrey |year=2003 |title=The Making and Unmaking of Democracy: Lessons from History and World Politics |editor=Theodore K. Rabb, Ezra N. Suleiman |publisher=Routledge |location=London |pages=206–224 |isbn=978-0415933810 |ref=harv}}
* {{cite contribution|contribution=The Revelation of African Culture in "Long Walk to Freedom" |last=Mafela |first1= Munzhedzi James|year=2008 |title= Indigenous Biography and Autobiography |editor=Anna Haebich, Frances Peters-Little, Peter Read |publisher=Humanities Research Centre, Australian National University |location=Sydney |url=http://epress.anu.edu.au/aborig_history/indigenous_biog/mobile_devices/ch08.html#d0e6318 |ref=harv}}
* {{cite contribution|contribution=Democracy and Governance in Transition |last1=Houston |first1=Gregory |last2=Muthien |first2=Yvonne |year=2000 |title=Democracy and Governance Review: Mandela's Legacy 1994–1999 |editor=Yvonne Muthien, Meshack Khosa and Bernard Magubane |publisher=Human Sciences Research Council Press |location=Pretoria |pages=37–68 |isbn=978-0796919700 |ref=harv}}
* {{cite journal |title=The Political Philosophy of Nelson Mandela: A Primer |journal=Journal of Social Philosophy |last=Kalumba |first=Kibujjo M. |year=1995 |volume=26 |issue=3 |pages=161–171 |ref=harv}}
* {{Cite book|last=Mandela |first=Nelson |title=Long Walk to Freedom Volume I: 1918–1962 |year=1994 |publisher=Little, Brown and Company |location= |isbn=978-0754087236 |ref=harv}}
* {{Cite book |last=Mandela |first=Nelson |title=Long Walk to Freedom Volume II: 1962–1994 ''(large print edition)'' |year=2004 |origyear=1994 |publisher=BBC AudioBooks and Time Warner Books Ltd |location=London |isbn=978-0754087243 |ref=harv}}
* {{cite contribution|contribution=Democracy and Governance in Transition |last1=Muthien |first1=Yvonne |last2=Khosa |first2=Meshack |last3=Magubane |first3=Bernard |year=2000 |title=Democracy and Governance Review: Mandela's Legacy 1994–1999 |editor=Yvonne Muthien, Meshack Khosa and Bernard Magubane |publisher=Human Sciences Research Council Press |location=Pretoria |pages=361–374 |isbn=978-0796919700 |ref=harv}}
* {{Cite book|last=Meredith |first=Martin |title=Mandela: A Biography |publisher=PublicAffairs |location=New York |year=2010 |isbn=978-1586488321 |ref=harv}}
* {{Cite book|last=Sampson |first=Anthony |title=Mandela: The Authorised Biography |publisher=HarperCollins |location=London |year=2011 |origyear=1999 |isbn=978-0007437979 |ref=harv}}
* {{Cite book|last=Smith |first=David James |title=Young Mandela |publisher=Weidenfeld & Nicolson |location=London |year=2010 |isbn=978-0297855248 |ref=harv}}
{{refend}}
 
==ବାହ୍ୟ ଆଧାର==
{{Sister project links