"ଭଞ୍ଜନଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବେଲେଶ୍ଵର
୨ କ ଧାଡ଼ି:
{{Infobox Indian jurisdiction
|native_name = ଭଞ୍ଜନଗର
|type = ବିଜ୍ଞାପିତ ଅଞ୍ଚଳ ପରିଷଦ
|type = ସହର
|latd = 19.93 | longd = 84.58
|locator_position = right
୨୨ କ ଧାଡ଼ି:
|footnotes =
|}}
'''ଭଞ୍ଜନଗର''',[[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) ବିଧାନସଭା ମଣ୍ଡଳୀ।
== ଇତିହାସ ==
==ଦର୍ଶନୀୟ ସ୍ଥାନ==
ଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ବେଲେଶ୍ଵର ନାମରେ ପୂଜା ପାଉଛନ୍ତି ।<ref>{{cite web |url= http://www.nuaodisha.com/Article-Inauguration-of-61-feet-height-Lord-Shiva-Statue-at-BhanjanagarGanjam-.aspx |title=Article: Inauguration of 61 feet height Lord Shiva Statue at Bhanjanagar, Ganjam. By Rakesh Kumar Pattnaik |first=Rakesh Kumar |last= Pattnaik |work=nuaodisha.com |year=2013 |quote=Beleswar Mahadev with a huge 61 feet height Statue of Lord Shiva and 21 feet height statue of Nandi |accessdate=29 June 2013}}</ref>
ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି ।<ref>{{cite web |url= http://www.orissabarta.com/index.php?option=com_content&view=article&id=12859:worlds-7th-largest-statue-siva-statue-belaeswar-mahadev&catid=44:tourism&Itemid=87 |title= World's 7th largest Siva statue Beleswar Mahadev}} </ref> ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ ।
== ଆଧାର ==
{{ଆଧାର}}
 
{{ଓଡ଼ିଶାର ସହର}}
{{ଗଞ୍ଜାମ ଜିଲ୍ଲା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଗାଆଁ ଓ ସହର]]
"https://or.wikipedia.org/wiki/ଭଞ୍ଜନଗର"ରୁ ଅଣାଯାଇଅଛି