"ଉଇକିପିଡ଼ିଆ:ମେଳଣ/ଭୁବନେଶ୍ୱର/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨ କ ଧାଡ଼ି:
{{ଉଇକିପିଡ଼ିଆ:Meetup/Bhubaneswar/Invite}}
==ଆଲୋଚନା==
୫ମ ଭୁବନେଶ୍ଵର ଉଇକି ମେଳଣ ଗତ ଇଂରାଜୀ ତା ୨୨ ଜୁନ ୨୦୧୩ ରିଖ, ଶନିବାର ଦିନ [https://maps.google.com/maps/place?q=ccd+Gopabandhu+Chowk,+Unit+8,+Gopabandhu+Nagar&cid=0 ଭୁବନେଶ୍ଵର ଇଉନିଟ ୮, ଗୋପବନ୍ଧୁ ନ‌ଗର ଛକ ସ୍ଥିତ ""କାଫେ କଫି ଡେ""] ରେ ଅପରାହ୍ଣ ୪ଟା ବେଳେ ଅନୁଷ୍ଠିତ ହେଇଯାଇଥିଲା ।ଏଥିରେ ଗୋର୍ବାଚୋଭ ପୋଥାଳ , ଶିତିକଣ୍ଠ ଦାଶ , ଶୈଳେଶ ପଟ୍ଟନାୟକ ଓ ଦୀପ୍ତିମାନ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ଏଥିରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହେଲା।
୧. "ଆମ ଗାଁ ଆମ ପଂଚାୟତ" ପ୍ରକଳ୍ପ ସୀମିତ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଙ୍କ ସୀମିତ ଜ୍ଞାନ ଯୋଗୁଁ ଆଗେଇ ପାରୁ ନାହି। ଏହାକୁ ବ୍ୟାପକ କରିବା ପାଇଁ ଫେସବୁକ ରେ ଥିବା ଉଇକିପେଡିଆ ପୃଷ୍ଠା ରେ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଆଗରୁ ତିଆରି କର ଯାଇଥିବା " ଆମ ଗାଁ ଆମ ପଞ୍ଚାଯତ" ର ଛାଞ୍ଚ କୁ ମେଲ କରାହବ। ସେମାନେ ଯଥା ସମ୍ଭବ ଓଡିଆ ରେ କିମ୍ବା ଇଂରାଜୀ ରେ ଲେଖିବେ। ପ୍ରାୟ ୧୮୦୦ ସଦସ୍ୟ ମାନଙ୍କ ମଧ୍ୟରୁ ଅତି କମ ରେ ୨୦୦ ଲେଖା ଆସିଲେ ବଡ ଉପଲବ୍ଧି ହବ।ସେମାନେ ଲେଖିସାରିଲା ପରେ ଏହି ପୃଷ୍ଠା କୁ ମେଲ କରିବେ।