"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ସଜାଣି
୫୨ କ ଧାଡ଼ି:
 
 
ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର। ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁରୂପରେ ମହିଷ ଆକାରରେ ରହିଯାଇଥିଲା। ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ। ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ। ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି । ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି । ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା। ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ। ସେମାନଙ୍କଠାରୁ [[ବୌଦ୍ଧ ଧର୍ମ|ବୌଦ୍ଧ]] ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ। ସେହିଭଳି କିଏ ନାହିଁ କରିବ ବଣ୍ୟ ମହିଷକୁ ମାରି ଦେବୀ ମାନବମାନଙ୍କୁ ରକ୍ଷା କରିବାର ଚିତ୍ର ମହିଷମର୍ଦ୍ଦିନୀରେ ନିହିତ ନ ହୋଇଥିଲା ? ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା। ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ଶାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା। ସେଥିପାଇଁ ସାରଳାଦାସ ତାଙ୍କ [[ଚଣ୍ଡୀ ପୁରାଣ]] ଗ୍ରନ୍ଥରେ ଲେଖିଛନ୍ତି- ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ (୧୭ପୃଷ୍ଠା) ଶାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା,ଦୁର୍ଗା ଶାବରୀୟ ଦେବତା।
 
ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା”। ତେଣୁ ଦୁର୍ଗା, [[ଶବର]], ବର୍ବର, ପୁଲିନ୍ଦ ଜାତି ଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି। [[ବ୍ରାହ୍ମଣ]] ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କୁହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା। ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କୁହାଯାଆନ୍ତା ନାହିଁ ୤ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା। ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କୁହାଯାଇପାରେ। କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଙ୍କେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି। ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି [[ବ୍ରହ୍]], [[ବିଷ୍ଣୁ]], [[ଶିବ]],ଦୁର୍ଗା, [[କାଳୀ]], [[ଲକ୍ଷ୍ମୀ]], [[ସରସ୍ଵତୀ]], ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩)। ୤ଏହାଛଡ଼ା Introduction to the modern Budhist and its follows in Orissa, Page 11ରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଲେଖିଛନ୍ତି, ଦେବୀପୂଜା ତଥା ଶକ୍ତିବାଦ ବୌଦ୍ଧଧର୍ମର ଗୋଟିଏ ପରିଣତି। ତାଙ୍କ ମତରେ ଉତ୍ତର ଦେଶୀୟ ବୌଦ୍ଧଧର୍ମର ତ୍ରିତ୍ୱବାଦରୁ ତନ୍ତ୍ରଦେବତାଙ୍କ ଉତ୍ପତ୍ତି ।୤ତା ପୂର୍ବରୁ ବ୍ରାହ୍ମଣମାନଙ୍କ ଭିତରେ ଏହା ପ୍ରଚାର ହୋଇନଥିଲା। ବର୍ତ୍ତମାନର ଶାରଳାଙ୍କ ମନ୍ଦିର ଉତ୍ତର ଦିଗରୁ ତେନ୍ତୁଳିପଦା ଗ୍ରାମରେ ବିଲ ଶାରଳା ନାମରେ ଆଉଗୋଟିଏ ଦୁର୍ଗା ମୂର୍ତ୍ତି ଆରାଧିତା। ଏହି ଦୁର୍ଗା ମଧ୍ୟ ଅଷ୍ଟଭୁଜା। ମୂର୍ତ୍ତିକୁ ଦେଖିଲେ ମନେହୁଏ, ଶାରଳାଙ୍କ ପରେ ବିଲ-ଶାରଳାଙ୍କ ମୂର୍ତ୍ତି ଅଙ୍କିତ ହୋଇଛି। ଶାରଳାଙ୍କ ଭଳି ବିଲ-ଶାରଳା ଖଣ୍ଡିଏ ପଥରରେ ଅଙ୍କିତା। ତାଙ୍କ ହାତମାନଙ୍କରେ ଖଡ୍ଗ, ଶୂଳ, ଶର, [[ଚକ୍ର]], [[ଢାଲ]], [[ଧନୁ]], ପାଶ ରହିଛି। ସପ୍ତଶତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁରମର୍ଦ୍ଦିନ ରୂପ ସହିତ ଏହି ମୂର୍ତ୍ତିର ରୂପ ମେଳ ଖାଇଯାଏ। ଶାରଳା ଠାକୁରାଣୀଙ୍କ ମହିଷାସୁର ଭଳି ‘ମହିଷର ମୁଣ୍ଡ ଦେହ ତ ମନୁଷ୍ୟ’ ନୁହେଁ। ମୂର୍ତ୍ତିରେ ମହିଷର କର୍ତ୍ତିତ ମୁଣ୍ଡ ପଡିରହିଛି ଓ ତା’ର ମହିଷ ଦେହ ମଧ୍ୟରୁ ଏକ ପୁରୁଷ ଖଡ୍ଗ ଢାଲ ଧରି ଦେବୀଙ୍କ ସହିତ ଯୁଦ୍ଧ କରୁଛି। ଦେବୀ ତା ବକ୍ଷରେ ଶୂଳ ବିଦ୍ଧ କରିଛନ୍ତି ଓ ବାମହାତରେ ଥିବା ସର୍ପରୂପୀ ପାଶଦ୍ୱାରା ସେ ବନ୍ଧନଯୁକ୍ତ। ଚଣ୍ଡୀର ତୃତୀୟ ଅଧ୍ୟାୟରେ ଯେଉଁ ମହିଷାସୁର ବଧ କାହାଣୀ ଉଲ୍ଲେଖ ହୋଇଛି ସେହି ବର୍ଣ୍ଣନା ସହିତ ବିଲ-ଶାରଳାଙ୍କ ସ୍ୱରୂପର ମେଳ ଖାଇଯାଏ ।୤ ଚଣ୍ଡୀ ତୃତୀୟ ଅଧ୍ୟାୟର ୪୧-୪୨ ମନ୍ତ୍ରରେ ଲେଖାଅଛି – ଅନନ୍ତର ମହିଷାସୁର ଚଣ୍ଡିକାଙ୍କ ପଦଦ୍ୱାରା ଦୃଢଭାବେ ଆକ୍ରାନ୍ତ ହୋଇ ନିଜ ମୁଖରୁ ଅନ୍ୟ ମହାସୁରରୂପେ ଅର୍ଦ୍ଧମାତ୍ର ବହିର୍ଗତ ହେଲା। ସେହି ସମୟରେ ଦେବୀଙ୍କ ଉଗ୍ର ତେଜରେ ସ୍ତମ୍ଭୀଭୂତ ହେଲା। ଏହି ମହାସୁର ଅର୍ଦ୍ଦମାତ୍ର ନିର୍ଗତ ହୋଇ ଦେବୀଙ୍କ ସହିତ ଯୁଦ୍ଧ କରୁ କରୁ ଦେବୀଙ୍କ ଖଡ୍ଗଘାତରେ ଛିନ୍ନ ମସ୍ତକ ହୋଇ ଧରାଶାୟୀ ହେଲା । ଚଣ୍ଡୀଗ୍ରନ୍ଥ ହିନ୍ଦୁତନ୍ତ୍ର ପର୍ଯ୍ୟାୟର, ତେଣୁ ବିଲ-ଶାରଳାଙ୍କୁ ହିନ୍ଦୁତାନ୍ତ୍ରିକମାନେ ଉପାସନା କରୁଥିବା ମନେହୁଏ। ଏହି ମୂର୍ତ୍ତି ଭଳି ଦୁଇଟି ବିରାଟ ବିରାଟ ଦୁର୍ଗାମୂର୍ତ୍ତି ଗରାମରେ ଭଗବତୀ ନାମରେ ଓ ତୀର୍ଥମଠର ସଂଗ୍ରହାଳୟରେ ସଂରକ୍ଷିତ। ବିଲଶାରଳା ବା ଶାରଳାଙ୍କ ଠାରୁ ଏହି ଦୁଇଟି ସ୍ଥାନ ଦୁଇକୋଶ ଦୂର ହୋଇପାରେ। ତୀର୍ଥମଠକୁ ସେ ଅଞ୍ଚଳରେ [[ପରଶୁରାମ]]ଙ୍କ ମଠ କୁହାଯାଏ। ସେଠାରେ ମଧ୍ୟ ପରଶୁରାମଙ୍କ ପିତା ମାତା ଜମଦଗ୍ନି ଓ ରେଣୁକାଙ୍କ ମୂର୍ତ୍ତି ରହିଛି। ପରଶୁରାମ ହିନ୍ଦୁ ତନ୍ତ୍ରାଚାର୍ଯ୍ୟ। ଲୋକମାନେ କୁହନ୍ତି ପରଶୁରାମ ପ୍ରଥମେ ଶାରଳାଙ୍କୁ ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପାଇ ମହେନ୍ଦ୍ର ଯାଇଥିଲେ। ସେ ଯାହାହେଉ ଏହିଭଳି ମୂର୍ତ୍ତିକୁ ହିନ୍ଦୁ ପର୍ଯ୍ୟାୟର ଦୁର୍ଗାଭାବେ ନିଆଯାଇପାରେ। ଯେତେବେଳେ ବୌଦ୍ଧ ବଜ୍ରଯାନୀମାନେ ତନ୍ତ୍ରଦେବତାଙ୍କୁ ଉପାସନା କରି ଅଦ୍ଭୁତ କାର୍ଯ୍ୟମାନ ଦେଖାଇ ଲୋକମାନସକୁ ତାଙ୍କ ଆଡ଼କୁ ଟାଣି ନେଉଥିଲେ, ସେତେବେଳେ ବୈଦିକମାନେ ମଧ୍ୟ ତନ୍ତ୍ରରେ ପ୍ରବେଶ କଲେ। ତନ୍ତ୍ରସାଧନା କରିବାକୁ ହେଲେ ତାନ୍ତ୍ରିକକୁ ମଶାଣିକୁ ଯିବାକୁ ହୋଇଥାଏ ଓ ଶବ, ନରକରୋଟି ଆଦି ସେ ପରମ ପାଥେୟ ରୂପେ ଗ୍ରହଣ କରିଥାଏ। ତେଣୁ ବୈଦିକମାନେ ଏମାନଙ୍କୁ ଘୃଣାଚକ୍ଷୁରେ ଦେଖିଲେ। ସେଥିପାଇଁ ବୋଧେ ତନ୍ତ୍ରଦେବତାଙ୍କ ପୂଜକ ପଣ୍ଡା, ପାଣି, ପାଣିଗ୍ରାହୀ ଆଦି ସଂଖ୍ୟାଧାରୀ ବ୍ରାହ୍ମଣମାନଙ୍କ ସହିତ ଶାସନୀ ବ୍ରାହ୍ମଣମାନେ ବନ୍ଧୁ ବାନ୍ଧୁନଥିଲେ ୤
 
 
ଓଡିଶାର ତନ୍ତ୍ରପୀଠଗୁଡିକୁ ଦେଖିଲେ ମନେହୁଏ, ବଜ୍ରଯାନୀମାନେ ଯେଉଁଠି ଆସନପାତି ତନ୍ତ୍ରଦ୍ୱାରା ଲୋକସମାଜର ଉପକାର କରୁଥିଲେ, ସେଇଠି ହିନ୍ଦୁତାନ୍ତ୍ରିକମାନେ ମଧ୍ୟ ନିଜର ଆସନ ଦୃଢ଼ କରୁଥିଲେ ୤କରୁଥିଲେ। ଏ ବିଷୟରେ [[ପୁରୀ ଜିଲ୍ଲାରଜିଲ୍ଲା]]ର [[ବାଣପୁର]] ଓ ଭଗବତୀଙ୍କୁ ନିଆଯାଇପାରେ ୤ ସେହିଭଳି [[ପ୍ରାଚୀନଦୀ ]]ଅବବାହିକାରେ ଥିବା ମୋତିଆଦି ଗ୍ରାମରେ ପୂଜା ପାଉଥିବା ଦୁର୍ଗାଙ୍କୁ ଗ୍ରହଣ କରାଯାଇପାରେ ୤କରାଯାଇପାରେ। ସେସବୁ ଅଞ୍ଚଳରେ ବୌଦ୍ଧପୀଠର ଯେଉଁଭଳି ନିଦର୍ଶନ ରହିଛି ରହିଛି ସେହିଭଳି ଏବେ ହିନ୍ଦୁତନ୍ତ୍ର ଦେବତାଙ୍କ ମନ୍ଦିର ପରିଦୃଷ୍ଟ ହୁଏ ୤ହୁଏ। ଝଙ୍କଡ଼ ପ୍ରଗଣାକୁ ଲାଗି ରହିଥିବା ତିରଣ ପ୍ରଗନାର ଗରାମ ଗ୍ରାମରେ ଯେଉଁ ଭଗବତୀଙ୍କ ମନ୍ଦିର ଅଛି ସେହି ମନ୍ଦିର ସମ୍ମୁଖରେ ପଦ୍ମପାଣି ବୁଦ୍ଧଙ୍କର ଏକ ମୂର୍ତ୍ତି ଅଛି ୤ଅଛି। ତାଙ୍କ ହାତରେ ବୁଦ୍ଧମୁଦ୍ରା, ପଦ୍ମ, ବରମୁଦ୍ରା ଆଦି ରହିଛି ୤ରହିଛି। କେବଳ ଏତିକି ନୁହେଁ ଭଗବତୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ଷଡ଼ଭୁଜ ତାରାଙ୍କ ମୂର୍ତ୍ତି ଥିବା ଦେଖାଯାଏ ୤ଦେଖାଯାଏ। ତାଙ୍କ ହସ୍ତରେ ଖଡ୍ଗ, [[ତ୍ରିଶୂଳ]], [[ପଦ୍ମଫୁଲ]], ଢାଲ, ଧନୁ ଓ ଭୂମିସ୍ପର୍ଶମୁଦ୍ରା ଥିବା ଦେଖାଯାଏ ୤ଦେଖାଯାଏ। ତାହା ଯେ ଏକ ବୌଦ୍ଧପୀଠ ଥିଲା ବୋଲି ଏହା ଧାରଣା କରିବା ସ୍ୱାଭାବିକ ୤ ସ୍ୱାଭାବିକ। ତେନ୍ତୁଳିପଦାର ବିଲ-ଶାରଳାଙ୍କ ମନ୍ଦିରରେ ଗୋଟିଏ ମନସାଦେବୀଙ୍କର ମୂର୍ତ୍ତି ରହିଛି ୤ରହିଛି।[[ ବିବାହ]] ବ୍ରତରେ ଏହି ଅଞ୍ଚଳର କେତେକ ସମ୍ପ୍ରଦାୟ ତାଙ୍କୁ ସ୍ନାନ ମାର୍ଜନା କରିଥାଆନ୍ତି ୤କରିଥାଆନ୍ତି। ମନସା ସର୍ପଙ୍କ ଦେବୀ ତାଙ୍କ ମୁଣ୍ଡ ଉପରେ ସାପ ଫଣାଟେକି ରହିଛି ୤ ଦେବୀଙ୍କ ହାତରେ ଅମୃତ କଳସ ୤କଳସ। ଏହିଭଳି ମନସା ମୂର୍ତ୍ତି ନିମାପଡାର କୁଶଭଦ୍ରା ନଦୀକୂଳରେ ନାରାୟଣୀ ନାମରେ ଉପାସିତାଉପାସିତା। [[ବୈତରଣୀ ବୈତରଣୀରନଦୀ|ବୈତରଣୀ]]ର ଉତ୍ତରକୁ ଆଖୁଆପଦାରେ ମଧ୍ୟ ମନସାଦେବୀଙ୍କ ମୂର୍ତ୍ତି ପୂଜାପାଉଥିବା ଦେଖିବାକୁ ମିଳେ ୤ମିଳେ। ସାଧାରଣତଃ ନଦୀକୂଳ ଅଞ୍ଚଳ ବା ସର୍ପ ଉପଦ୍ରବ ଅଞ୍ଚଳରେ ମନସାଦେବୀଙ୍କ ମୂର୍ତ୍ତି ଉପାସିତା ୤ ତନ୍ତ୍ରଗ୍ରନ୍ଥମାନଙ୍କରେ।ତନ୍ତ୍ରଗ୍ରନ୍ଥମାନଙ୍କରେ ମନସାଙ୍କ ମନ୍ତ୍ର ତଥା ଉପାସନା ପ୍ରଣାଳୀ ଲେଖା ଅଛି ଓଡିଶାର ବିଭିନ୍ନ ସ୍ଥାନରେ ମନସାଙ୍କର ଦ୍ୱିଭୁଜା, ଚତୁର୍ଭୁଜା ଆଦି ମୂର୍ତ୍ତି ଦେଖିବାକୁ ମିଳେ ୤ମିଳେ। ଶାରଳାଙ୍କ ମନ୍ଦିର ବର୍ତ୍ତମାନ ଯେଉଁ ଗ୍ରାମରେ ଅଛି ସେ ଗ୍ରାମକୁ କନକପୁର କୁହାଯାଏକୁହାଯାଏ। ତାହାର ଅନତି ଦୂରରେ ଅରଡଙ୍ଗ ଗ୍ରାମରେ ଗୋଟିଏ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ଗ୍ରାମଦେବତୀ ରୂପେ ପୂଜାପାଉଛନ୍ତି ୤ ଡଃ।ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବିରଜା ବକ୍ତୃତାମାଳା-୧ରେ ଓ ବିଭିନ୍ନ ସ୍ଥାନରେ କହିଛନ୍ତି ଚାମୁଣ୍ଡା ବୌଦ୍ଧଦେବୀ Budhist Iconographyରେ ଚର୍ଚ୍ଚିକା ଠିକ୍ଠିକ ଚାମୁଣ୍ଡାଙ୍କ ଭଳି ୤ଭଳି। ଓଡିଶାର ବହୁ ତନ୍ତ୍ରପୀଠରେ ଚାମୁଣ୍ଡା ପୀଠଦେବୀ ରୂପେ ଆରାଧିତା ୤ଆରାଧିତା। ଅସ୍ଥି କଙ୍କାଳସାର ଉପବାସୀ ବୁଦ୍ଧଙ୍କ ସ୍ତ୍ରୀ ରୂପ ଚାମୁଣ୍ଡା ୤ଚାମୁଣ୍ଡା। ସାଧାରଣତଃ ଚାମୁଣ୍ଡାଙ୍କ ହସ୍ତରେ ଖଡ୍ଗ, ନରମୁଣ୍ଡ, ଜପମାଳା, ବରମୁଦ୍ରା, ତ୍ରିଶୂଳ, ପାନପାତ୍ର, ଢାଲ, ଅଭୟମୁଦ୍ରା ରହିଥାଏ ୤ରହିଥାଏ। ଅରଡଙ୍ଗରେ ଥିବା ଚାମୁଣ୍ଡା ମୂର୍ତ୍ତି ଠିକ୍ ସେହିଭଳି ,ସେ ଶବ ଉପରେ ବସିଛନ୍ତି ଓ ଦକ୍ଷିଣ ହସ୍ତରୁ ଝରୁଥିବା ରକ୍ତକୁ ଶିବା ପାନ କରୁଛି ୤କରୁଛି। ତାଙ୍କ ଗଳଦେଶରେ ନରମୁଣ୍ଡ ମାଳ ୤ମାଳ। ଶାରଳାଙ୍କ ଠାରୁ ୪/୫ ମାଇଲ ଦୂରରେ କୋଷ୍ଠି ମଲ୍ଲିକାପୁର ଗ୍ରାମ ୤ଗ୍ରାମ। ଏହି ଗ୍ରାମରେ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର ୤ମନ୍ଦିର। ଐତିହାସିକ କେଦାରନାଥ ମହାପାତ୍ର ଏହି ମନ୍ଦିରର ମୁଖଶାଳାରେ ଲେଖାହୋଇଥିବା ଶିଳାଲେଖଟିକୁ ପାଠକରି କହନ୍ତିକହନ୍ତି। ଏହା କପିଳେଶ୍ୱର ଦେବଙ୍କ ଶିଳାଲେଖ ୤ଶିଳାଲେଖ। ବର୍ତ୍ତମାନ ମନ୍ଦିର ମଧ୍ୟରେ ଶିବଲିଙ୍ଗଟି ନାହିଁନାହିଁ।[[ ୤ ଶକ୍ତିପୀଠରଶକ୍ତିପୀଠ]]ର ମଧ୍ୟଦେଶରେ ଲିଙ୍ଗ ଥିବାର ପ୍ରମାଣ ରହିଛି ୤ରହିଛି। ଖୁବ୍ଖୁବ ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ଧର୍ମାନ୍ଧମାନେ ଲିଙ୍ଗଟିକୁ ଶକ୍ତିଠାରୁ ଭିନ୍ନ କରି ଦେଇଛନ୍ତି ୤ଦେଇଛନ୍ତି। ଏହିଭଳି ଅବସ୍ଥା ବହୁ ଶୈବପୀଠରେ ଦେଖିବାକୁ ମିଳେ ୤ମିଳେ। [[ଫୁଲନଖରା]] ଛକ ନିକଟରେ ଲକ୍ଷେଶ୍ୱର ମହାଦେବ ଏ ଅବସ୍ଥାରୁ ରକ୍ଷା ପାଇନାହାନ୍ତି ଏହି ଇଶାଣେଶ୍ୱର ମନ୍ଦିର ନିକଟରେ ଚାମୁଣ୍ଡାଙ୍କର ଏକ ମୂର୍ତ୍ତି ସହିତ ଶବ ଉପରେ ଦଣ୍ଡାୟମାନ ଖଡ୍ଗ, ପଦ୍ମ, ପାନପାତ୍ର ଓ ଛିନ୍ନଶିର ଧାରଣ କରିଥିବା ଗୋଟିଏ ଭୈରବମୂର୍ତ୍ତି ରହିଛି ୤ରହିଛି। ତାଛଡା ଶିବ ପାର୍ବତୀଙ୍କର[[ପାର୍ବତୀ]]ଙ୍କର ଗୋଟିଏ ମୂର୍ତ୍ତି ଏଠାରେ ଉପାସିତାଉପାସିତା।
 
 
ସମଗ୍ର ଓଡିଶାରେ ଅଷ୍ଟକୀଳା ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କୁହାଯାଇଥାଏ ୤କୁହାଯାଇଥାଏ। ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି ୤କରିଥାନ୍ତି। ଶାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ ୤ମିଳେ। ଯେତେବେଳେ ପୀଠଗୁଡିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି ୤ଲଭିଲାଣି। କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡିରହିଛି ୤ପଡିରହିଛି। ସେହିଭଳି ଶାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା ୤ଥିଲା। ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ ୤ଜଣାଯାଏ। ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ ୤ ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ୟ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ ୤ହେଲେ। ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି ୤କହିଛନ୍ତି। ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି ୤ଲେଖିଛନ୍ତି। ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ ୤ଦେଖାଯାଏ। ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ ୤କରିଗଲେ। ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା ୤ପଛେଇଗଲା। ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେଭୁଲିଗଲେ। ଶେଷ ତନ୍ତ୍ରଭୂମି କାମରୂପ ଓଡ଼ିଆଙ୍କ[[ଓଡ଼ିଆ]]ଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା ୤ହେଲା। ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେଭୁଲିଗଲେ। ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା ୤ହୋଇଗଲା। କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର ୤ମନ୍ତ୍ର। ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲାଲାଗିଲା। ୤ ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି ୤ହୋଇଛି। କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ ୤ନାହିଁ। କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ଶାରଳାପୀଠର ଅବସ୍ଥା ୤ <ref>ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7 </ref>
== ଆଧାର ==
{{ଆଧାର}}