"ଏକକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"କୌଣସି ଜିନିଷର ଗୁଣକୁ ଗାଣିତିକ ଆକାରରେ ପ୍ରକାଶ କରି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୭:୩୫, ୩୦ ମଇ ୨୦୧୩ ଅନୁସାରେ କରାଯାଇଥିବା ବଦଳ

କୌଣସି ଜିନିଷର ଗୁଣକୁ ଗାଣିତିକ ଆକାରରେ ପ୍ରକାଶ କରିବା ପାଇଁ ଆମେ ଏକକର ବ୍ୟବହାର କରିଥାଉ । ଏକକ ଗୁଡ଼ିକ ଗଣିତ, ବିଜ୍ଞାନ ଛଡ଼ା ସାଧାରଣ ଜୀବନରେ ବହୁଳ ଭାବରେ ବ୍ୟବହାର ହୋଇଥାଏ । ନିମ୍ନରେ ଏପରି କିଛି ଏକକ ଦିଆଗଲା ‌।

ସାଧାରଣ ବ୍ୟବହୃତ ଆନ୍ତର୍ଜାତୀୟ ଏକକ
ପରିମାଣ ଚିହ୍ନ ଏକକ ଚିହ୍ନ ଆୟାମ
ଲମ୍ବ a, b, c, d, h, l, r, s, w, x, y, z ମିଟର ମି [L]
ସମୟ t ସେକେଣ୍ଡ ସେ [T]
ବସ୍ତୁତ୍ବ m କିଲୋଗ୍ରାମ କିଗ୍ରା [M]
ତାପମାତ୍ରା T, θ କେଲ୍‌ଭିନ୍‌ K [Θ]
ମୋଲ୍‌ ସଂଖ୍ୟକ ବସ୍ତୁ n ମୋଲ୍‌ mol [N]
ବୈଦ୍ୟୁତିକ ସ୍ରୋତ i, I ଆମ୍ପିୟର A [I]
ତେଜଷ୍କ୍ରିୟ ତୀବ୍ରତା Iv କ୍ୟାଣ୍ଡେଲା Cd [J]
କୋଣ α, β, γ, θ, φ, χ ରେଡିଆନ rad dimensionless
Solid angle ω, Ω steradian sr dimensionless