"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଢଗ ଯୋଡାଗଲା
୫ କ ଧାଡ଼ି:
== ଓଡି଼ଆ ଢଗ ଢମାଳିରେ ଗାମୁଛା ==
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡ଼ିଆ ଭାଷା|ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
 
{{Rquote|centre|ଗାମୁଛା ନ ଥାଇ କି ସ୍ନାହାନ,</br>ଆଦର ନ ଥାଇ କି ଭୋଜନ॥}}
 
{{Rquote|centre|ନଖି ନାନି ପୁଅ ଭଗିଆ,</br>ଶଗଡ଼ ଉପରେ ବଇଚି</br>ପାନ ଖିଲେ ଖିଲେ ଖାଉଚି,</br>ନାଲି ଗାମୁଛା କାନ୍ଧରେ ପକାଇ</br>ଗୀତ ପଦେ ପଦେ ଗାଉଚି ॥}}
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି