"ରେଭେନ୍‌ସା କଲିଜିଏଟ ସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ରୋବଟ୍‌: ପ୍ରସାଧନ ବଦଳ
ଟିକେ (→‎ଇତିହାସ: ମଧୁସୂଦନ ଦାସ ପ୍ରସଙ୍ଗରୁ ତଥ୍ୟ ଅଣାଗଲା)
ଟିକେ (ରୋବଟ୍‌: ପ୍ରସାଧନ ବଦଳ)
{{Infobox school
|name = ରେଭେନ୍‌ସା କଲିଜିଏଟ ସ୍କୁଲ
|image = [[Fileଫାଇଲ:Ravenshaw collegiate school.JPG|thumb|ରେଭେନ୍‌ସା କଲିଜିଏଟ ସ୍କୁଲ]]
|motto =
|established = ୧୮୫୧
|website = }}
 
'''ରେଭେନ୍‌ସା କଲିଜିଏଟ ସ୍କୁଲ''' [[କଟକ]] ରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ ।
== ଇତିହାସ ==
୧୮୫୧ରେ ସ୍ଥାପିତ କଟକ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସ ଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା ।
 
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]], [[ବିଜୁ ପଟ୍ଟନାୟକ]], [[ରାଧାନାଥ ରଥ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]] ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* http://rtiodisha.gov.in/dept_home.php?id=27&oid=6590&sid=2
 
{{କଟକ}}
୧୨,୮୯୭

ଗୋଟି ସମ୍ପାଦନା