"ଗାମୁଛା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଗାଲେରୀରେ ଛବି ପ୍ରଦାନ |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧ କ ଧାଡ଼ି:
{{ଛୋଟ|Gamucha}}
[[ଫାଇଲ:GAMUCHA.jpg|thumb|ଗାମୁଛା]]
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । <ref>http://www.orissa.gov.in/people/dress.htm</ref>ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ [[ଓଡ଼ିଶା]], [[ଆସାମ]], [[ପଶ୍ଚିମବଙ୍ଗ]] ଏବଂ [[ବିହାର]]ରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । <ref>http://assamgovt.nic.in/culture.asp</ref>ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । [[ପୂଜା (ଉପାସନା)|ପୂଜା]] କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ [[ଓଡ଼ିଶା]] ର [[ଖୋର୍ଦ୍ଧା ଜିଲ୍ଲା]] ପୃଥିବୀ ପ୍ରସିଦ୍ଧ । <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ଵ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।<ref>http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms</ref>
== ଓଡି଼ଆ ଢଗ ଢମାଳିରେ ଗାମୁଛା ==
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡ଼ିଆ ଭାଷା|ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
|