"ଗୌତମ ବୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
ଟିକେ wikidify using AWB
୧୮ କ ଧାଡ଼ି:
| mother=[[ମହାମାୟା (ବୁଦ୍ଧଙ୍କ ମାଆ)|ମହାମାୟା]]
}}
 
 
'''ବୁଦ୍ଧ''' '''({{lang-pi|ସିଧାଥ ଗୋତମ ବୁଧ}})''' [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । <ref>{{cite web|url=http://www.buddhanet.net/buddha.htm |title=The Buddha, His Life and Teachings |publisher=Buddhanet.net |date= |accessdate=2010-10-02}}</ref> [[ବୌଦ୍ଧ ଧର୍ମ]] ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ '''[[ବୌଦ୍ଧତା|ବୁଦ୍ଧ]]''' (P. ''sammāsambuddha'', S. ''samyaksaṃbuddha'') ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ [[ପାଳି ଭାସା|ପାଳି ଭାଷା]]ରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ <ref group="ଟୀକା">{{cite web
Line ୩୩ ⟶ ୩୨:
|quote= budh ‘ perceive ’ 1. Pali ''buddha'' – ‘ understood, enlightened ’, [[Grammatical gender|masculine]] ‘ the '''Buddha''' ’; Aśokan, that is, the language of the [[Edicts of Ashoka|Inscriptions of Aśoka]] ''Budhe'' [[Nominative case|nominative]] [[grammatical number|singular]]; [[Prakrit]] ''buddha'' – ‘ known, awakened ’; [[Waigali language|Waigalī]] ''būdāī'' ‘ truth ’; [[Kalami language|Bashkarīk]] ''budh'' ‘ he heard ’; [[Torwali language|Tōrwālī]] ''būdo'' [[preterite]] of ''bū'' – ‘ to see, know ’ from bṓdhati; [[Phalura language|Phalūṛa]] ''búddo'' preterite of ''buǰǰ '' – ‘ to understand ’ from búdhyatē; [[Shina language|Shina]] Gilgitī dialect ''budo'' ‘ awake ’, Gurēsī dialect ''budyōnṷ'' [[Intransitive verb|intransitive]] ‘ to wake ’; [[Kashmiri language|Kashmiri]] ''bọ̆du'' ‘ quick of understanding (especially of a child ’); [[Sindhi language|Sindhī]] ''ḇudho'' past [[participle]] ([[Passive voice|passive]]) of ''ḇujhaṇu'' ‘ to understand ’ from búdhyatē, West [[Pahari languages|Pahāṛī]] ''buddhā'' preterite of ''bujṇā'' ‘ to know ’; [[Sinhala language|Sinhalese]] ''buj'' (''j'' written for ''d''), ''budu'', ''bud'' – , ''but'' – ‘ the Buddha ’.}}</ref>
 
ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ [[ଓଡ଼ିଶା]] ବା '''[[କଳିଙ୍ଗ]]'''ର [[ଭୁବନେଶ୍ୱର]] ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । [[ଅଶୋକଙ୍କ ଶିଳାଲେଖ]], [[ଜଉଗଡ଼ର ଶିଳାଲେଖ]] ଓ ସେକାଳରେ [[ଓଡ଼ିଶା|ଓଡ଼ିଶାରେ]]ରେ ପ୍ରଚଳିତ ଭାଷା [[ପାଳି ଭାଷା]]ର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।<ref>http://www.hindu.com/fline/fl2204/stories/20050225001008800.htm</ref><ref>http://www.rediff.com/news/2002/sep/16spec.htm</ref><ref>http://www.srilankaguardian.org/2008/03/buddha-born-in-orissa-scholars.html</ref><ref>http://orissa.gov.in/e-magazine/Journal/jounalvol1/pdf/orhj-3.pdf</ref>
ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ [[ନେପାଳ]]ର କପିଲବାସ୍ତୁ ଠାରେ ।
== ଜୀବନୀ ==
ଗୌତ୍ତମ ବୁଦ୍ଧ [[ବୌଦ୍ଧ ଧର୍ମ]]ର ପ୍ରତିଷ୍ଠାତା ।<ref>http://webspace.ship.edu/cgboer/buddhaintro.html</ref> ସେ ଖ୍ରୀ. ପୂ ୫୬୭ (ମତାନ୍ତର) ରେ ହିମାଳୟର ପାଦଦେଶରେ ଅବସ୍ତିତ କପିଳବାସ୍ତୁ ନିକଟବର୍ତ୍ତୀ [[ଲୁମ୍ବିନୀ]] ଉପବନରେ ଜନ୍ମ ଗ୍ରହଣ କରିଥିଲେ । [[କପିଳାବାସ୍ତୁ]] ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତ୍ତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ ।<ref>http://www.buddhanet.net/e-learning/buddhistworld/buddha.htm</ref> ତାଙ୍କର ମାତାନକ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କ ଦ୍ଵାରା ପରିପାଳିତ ହୋଇ ଥିଲେ । <ref>http://buddhism.about.com/od/lifeofthebuddha/a/buddhalife.htm</ref> ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲେ । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ଵେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । <ref>http://www.thewildrose.net/the_buddha.html</ref>
== କିମ୍ବଦନ୍ତୀ ==
କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ ,ବାର୍ଦ୍ଧକ୍ୟ,ରୋଗ,ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଖଃରେ ଅଭିଭୂତ ହୋଇପଡିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ସନ୍ୟାସୀଙ୍କୁ ଦେଖିଲେ । ସନ୍ୟାସ ବରଣ କଲେ ଦୁଃଖ୍ଗରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗକରିଥିଲେ । <ref>http://www.thebigview.com/buddhism/buddhasresume.html</ref>