"ଦେବଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ wikidify using AWB
୫୯ କ ଧାଡ଼ି:
| footnotes =
}}
 
 
{{About|ଦେବଗଡ଼ 'ସହର'|ଦେବଗଡ଼ 'ଜିଲ୍ଲା' ପାଇଁ|ଦେବଗଡ଼ ଜିଲ୍ଲା}}
 
'''ଦେବଗଡ଼''' ବା ଦେଓଗଡ଼ [[ଭାରତ|ଭାରତର]] [[ଓଡ଼ିଶା|ଓଡ଼ିଶାରେ]]ରେ ଥିବା [[ଦେବଗଡ଼ ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
ଦେଓଗଡର ପୁରୁଣାଗଡଠାରେ ଗୋଟିଏ ବରଗଛ ଅଛି ଜାହାର ପତ୍ରଗୁଡାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲୋଟା । ପ୍ରଧାନପାଟ ଜାହାକି ଦେଓଗଡ଼ ସହରର ଉତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଜାହାକୁ ଆପଣ ଉପରକୁ ଜାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି ।
 
"https://or.wikipedia.org/wiki/ଦେବଗଡ଼"ରୁ ଅଣାଯାଇଅଛି