"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 12 interwiki links, now provided by Wikidata on d:q759556 (translate me)
ଟିକେ wikidify using AWB
୨୦ କ ଧାଡ଼ି:
|footnotes =
}}
'''ଭଦ୍ରକ''' [[ଭାରତ|ଭାରତର]] [[ଓଡ଼ିଶା|ଓଡ଼ିଶାରେ]]ରେ ଥିବା [[ଭଦ୍ରକ ଜିଲ୍ଲା]]ର ସଦର ମହକୁମା ଓ ଏକ ମୁଖ୍ୟ ସହର (ପୌର ପରିଷଦ) ।
ଭଦ୍ରକ [[ଭଦ୍ରକାଳୀ|ଭଦ୍ରକାଳୀ ମନ୍ଦିର]] ପାଇଁ ଜଣାଶୁଣା, ଭଦ୍ରକାଳୀ ମନ୍ଦିରରେ ସବୁବର୍ଷ [[କାଳୀ]]ପୂଜା ଧୁମଧାମରେ ପାଳନ କରାଯାଏ ଯାହା ଦେଖିବାକୁ [[ଓଡ଼ିଶା]] ଓ ବାହାର ଅନେକ ରାଜ୍ୟରୁ ବହୁ ଲୋକ ଆସିଥାନ୍ତି । ଏଠାକାର ବସନ୍ତିଆ ପୋଖରୀଠାରେ ସବୁବର୍ଷ ଓଡ଼ିଆ ସାଧବ ମାନଙ୍କ ସ୍ମୃତିରେ [[କାର୍ତ୍ତିକ]] [[ପୁର୍ଣ୍ଣିମା]]ଦିନ ବୋଇତ ବନ୍ଦାଣ କରାଯାଏ ଯାହା ଦେଖିବାକୁ ଅନେକ ଜନସମାଗମ ଗହୋଇଥାଏ । <ref>[http://orissadiary.com/orissa_profile/district/Bhadrak.asp ଭଦ୍ରକ ଜିଲ୍ଲା], Orissa Diary</ref><ref>[http://www.123orissa.com/exploreorissa/distinfo/bhadrak.asp ଭଦ୍ରକ ଜିଲ୍ଲା] ବିଷୟରେ ସୂଚନା</ref>
 
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି