"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ wikidify using AWB
୧ କ ଧାଡ଼ି:
{{ଛୋଟ|Odisha Day}}
[[ଫାଇଲ:Odisha State map.svg|thumb|300px|right|ନବଗଠିତ ଆଧୁନିକ [[ଓଡ଼ିଶା]]ର ମାନଚିତ୍ର]]
'''ଓଡ଼ିଶା ଦିବସ''' ବା '''ଉତ୍କଳ ଦିବସ''' ପହିଲା ଅପ୍ରେଲ ଦିନ ସମଗ୍ର [[ଓଡ଼ିଶା|ଓଡ଼ିଶାରେ]]ରେ ପାଳନ କରାଯାଏ । ଅପ୍ରେଲ ପହିଲା ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନ ହେବା ଦିନରେ ଏହା ପାଳନ କରାଯାଏ ।
 
୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ <ref name="ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮">[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref> କରିବା ପାଇଁ [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ|ପଣ୍ଡିତ ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ପାରଳାଖେମୁଣ୍ଡି]]ର [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା- [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf name="ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]<"/ref>, <ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାଆଁ ବଦଳ]</ref> ଏବେ ଓଡ଼ିଶାରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ଅଛି ।
 
== ଆଧାର ==