"ମହମ୍ମଦ ମହସୀନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ରୋବଟ୍: ପ୍ରସାଧନ ବଦଳ |
ଟିକେ wikidify using AWB |
||
୫୬ କ ଧାଡ଼ି:
}}
'''ମହମ୍ମଦ ମହସୀନ''' [[ଓଡ଼ିଶା|ଓଡ଼ିଶାରେ]]
[[ମୁମ୍ବାଇ]]ରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ [[ଓଡ଼ିଶା]]କୁ ଫେରି [[ପ୍ରଶାନ୍ତ ନନ୍ଦ]]ଙ୍କ ସହଯୋଗୀ ଭାବେ [[ଶେଷ ଶ୍ରାବଣ]], [[ବଳିଦାନ]], [[ମା ଓ ମମତା]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)]] ଓ [[ହିସାବ ନିକାଶ]] ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ
ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ [[ଫୁଲ ଚନ୍ଦନ]] କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ଵାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ
|