"ଚାଣକ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 69 interwiki links, now provided by Wikidata on d:q9045 (translate me)
ଆଧାର ଯୋଡା ହେଲା
୬ କ ଧାଡ଼ି:
| alt =
| caption = An artist's imagination of Chanakya
| birth_date = c. 370 BCE<ref name="VKSubramanian1980">{{cite book | author=V. K. Subramanian | title=Maxims of Chanakya: Kautilya | url=http://books.google.com/books?id=HILzeFz0394C&pg=PA1 | accessdate=2012-06-06 | year= 1980 | publisher=Abhinav Publications | isbn=978-0-8364-0616-0 | pages=1–}}</ref>
| birth_date = c. 370 BCE
| birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ [[ପାଟଳୀପୁତ୍ର]], [[ତକ୍ଷଶିଳା]] ଏବଂ [[ଦକ୍ଷିଣ ଭାରତ]]
| death_date = c. 283 BCE<ref name="VKSubramanian1980"/>
| death_place = ପାଟଳୀପୁତ୍ର
| other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ
୨୦ କ ଧାଡ଼ି:
}}
 
ଚାଣକ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831)<ref name="SKAgarwal2008">{{cite book | author=S. K. Agarwal | title=Towards Improving Governance | url=http://books.google.com/books?id=1nIkFqh_TmEC&pg=PA17 | accessdate=2012-06-06 | date=1 September 2008 | publisher=Academic Foundation | isbn=978-81-7188-666-1 | page=17 }}</ref> ଜଣେ [[ଭାରତ|ଭାରତୀୟ]] ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।
 
ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସ ର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।
 
ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର<ref name="Mabbett">{{cite journal | last1 = Mabbett | first1 = I. W. | title = The Date of the Arthaśāstra | journal = Journal of the American Oriental Society | volume = 84 | issue = 2 | pages = 162–169 | id = ISSN 0003-0279 | doi = 10.2307/597102 | jstor = 597102 | year = 1964 | publisher = American Oriental Society }}</ref> ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।
== ଜନ୍ମ ==
==କୃତିତ୍ତ୍ଵ==
"https://or.wikipedia.org/wiki/ଚାଣକ୍ୟ"ରୁ ଅଣାଯାଇଅଛି