"ତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
No edit summary
୮ କ ଧାଡ଼ି:
 
ତନ୍ତ୍ରଗୁଡ଼ିକୁ [[ବେଦ|ବୈଦିକ]] ସମୟର ପରବର୍ତ୍ତୀ ରଚନା ବୋଲି କୁହାଯାଏ ଓ ସାହିତ୍ୟ ରୂପରେ ଯେମିତି ପୁରାଣ ଗ୍ରନ୍ଥାବଳୀ ମଧ୍ୟଯୁଗର ଦାର୍ଶନିକ-ଧାର୍ମିକ ରଚନା ବୋଲି କୁହାଯାଏ, ସେହି ପ୍ରକାର ତନ୍ତ୍ରଗୁଡ଼ିକରେ ମଧ୍ୟ ପ୍ରାଚୀନ-ଅଖ୍ୟାନ, କଥନିକା ଆଦିର ସମାବେଶ ହୋଇଥାଏ। ବିଷୟବସ୍ତୁ ଦୃଷ୍ଟିରୁ ଏ ସବୁ ଧର୍ମ, ଦର୍ଶନ, ସୃଷ୍ଟିରଚନା ଶାସ୍ତ୍ର, ପ୍ରଚୀନ ବିଜ୍ଞାନ ଆଦିର ଏନସାକ୍ଲୋପିଡିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
 
ମିର୍ଜ। ନାଥନ, ଇବନ-ବତୁତା ଏବଂ ଶାହାବୁଦ୍ଦିନଙ୍କ ଭଳି ପୁରାତନ କାଳର ବିଦ୍ୱାନମାନଙ୍କ ଲେଖାଗୁଡ଼ିକରେ ମଧ୍ୟ ପ୍ରାଗ୍ଜ୍ୟୋତିଷପୁରର ତନ୍ତ୍ରମନ୍ତ୍ର ବିଷୟରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ। ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ କୃଷ୍ଣ ଭଗଦତ୍ତଙ୍କ ପିତା ନରକାସୁର ସହିତ ମଧ୍ୟ ମାୟା(ତନ୍ତ୍ର) ଯୁଦ୍ଧ କରିଥିଲେ। <ref name="ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ ">{{cite web |title=ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ |url=http://www.thesundayindian.com/or/story/of-tantra-and-mantra/7/2045/ |date=୨୭.୪.୧୩}}</ref>
 
== ତନ୍ତ୍ରର ବିଷୟ ବସ୍ତୁ ==
Line ୬୫ ⟶ ୬୭:
 
ପଂଚରାତ୍ର ସଂହିତା – ପଂଚରାତ୍ରର ଅର୍ଥ– ‘ପଂଚନିଶାର ତନ୍ତ୍ର’। ପଂଚରାତ୍ର ପରମ୍ପରାରେ ବିଶ୍ବର ସୃଷ୍ଟି, ସୃଷ୍ଟି ରଚନା ଆଦିର ବିବେଚନ ରହିଛି। ଏଥିରେ ସାଂଖ୍ୟ ତଥା ଯୋଗ ଦର୍ଶନାଦିର ମାନ୍ୟତାର ସମାବେଶ ଦେଖିବାକୁ ମିଳିଥାଏ। ବୈଖାନସ ପରମ୍ପରା ଅପେକ୍ଷା ପଂଚରାତ୍ର ପରମ୍ପରା ଅଧିକ ଲୋକପ୍ରିୟ। ଏହାର ୧୦୮ଟି ରହିଛି ବୋଲି କୁହାଯାଏ। ବୈଷ୍ଣବ ପରମ୍ପରାରେ ଭକ୍ତି ବାଦୀ ବିଚାରିଟିଧାରା ଅତିରିକ୍ତ ଶକ୍ତିର ସିଦ୍ଧାନ୍ତ ବି ସମାହିତ।
 
== ଆସାମରେ ତନ୍ତ୍ର ==
ପୁରାତନ କାଳରେ [[ଆସାମ]]ର ପ୍ରସିଦ୍ଧ ଶକ୍ତିପୀଠ [[କାମାକ୍ଷା]] ତନ୍ତ୍ରବାଦର କେନ୍ଦ୍ରବିନ୍ଦୁ ଥିଲା। ଏଠାକୁ ବୌଦ୍ଧ ସନ୍ନ୍ୟାସୀମାନେ ତନ୍ତ୍ର ସାଧନା ଲାଗି ଆସୁଥିଲେ। ପରବର୍ତ୍ତୀ କାଳରେ ଏହି ତନ୍ତ୍ର ସାଧକମାନେ ଆସାମର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ ଓ ମୁଖ୍ୟତଃ ହାଜୋ ଏବଂ ମୟଙ୍ଗରେ ଅଧିକ ସଂଖ୍ୟାରେ ବସବାସ କରିଥିଲେ। ଅଷ୍ଟମରୁ ନବମ ଶତାଦ୍ଦୀ କାଳରେ ଆସାମର ମୟଙ୍ଗ ତନ୍ତ୍ରବାଦ ପାଇଁ ପରିଚିତ ଥିଲା। ଏହାପରେ ଏହି ତନ୍ତ୍ରବାଦବୌଦ୍ଧ ସନ୍ନ୍ୟାସୀମାନଙ୍କ ଦ୍ୱାରା ଦ୍ୱାଦଶ ଶତାଦ୍ଦୀ ବେଳେ ବହୁ ଭାବରେ ଅଗ୍ରଗତି ଲାଭ କରିଥିଲା। ଫଳରେ ହିନ୍ଦୁ ଓ ବୌଦ୍ଧ ଧର୍ମଧାରାର ‘ଗୁପ୍ତ ବିଦ୍ୟା’ ସମ୍ମିଶ୍ରଣରେ ମୟଙ୍ଗର ତନ୍ତ୍ର ବେଶ ଖ୍ୟାତି ଅର୍ଜ୍ଜନ କରିଥିଲା। <ref name="ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ "/>
 
== ବାହ୍ୟ ଆଧାର ==
"https://or.wikipedia.org/wiki/ତନ୍ତ୍ର"ରୁ ଅଣାଯାଇଅଛି