"ହନୁମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୤=।
୧୩ କ ଧାଡ଼ି:
ହନୁମାନ [[ରାମ]]ଙ୍କ ଭକ୍ତ ଥିଲେ ।
 
ପୌରାଣୀକ ମତେ ରାମଚନ୍ଦ୍ର ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଠ ରୁଦ୍ରାବତାର ଓ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ
ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା
 
== ଆଧାର ==
"https://or.wikipedia.org/wiki/ହନୁମାନ"ରୁ ଅଣାଯାଇଅଛି