"ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
ଟିକେ ହେରାପଞ୍ଚମୀ ପ୍ରସଙ୍ଗ ସହ ସଂଯୋଗ
୧ କ ଧାଡ଼ି:
{{ଛୋଟ|Panchami}}
 
'ପଞ୍ଚମୀ' ଚନ୍ଦ୍ରପକ୍ଷର ପଞ୍ଚମ ଦିବସ - ଚନ୍ଦ୍ରର ପଞ୍ଚମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] [[ଚତୁର୍ଥୀ]]ର ପରବର୍ତ୍ତୀ ଓ [[ଷଷ୍ଠୀ]]ର ପୂର୍ବବର୍ତ୍ତୀ ତିଥି୤ତିଥି । କୃଷ୍ଣ ପକ୍ଷର ପଞ୍ଚମୀକୁ କୃଷ୍ଣା ପଞ୍ଚମୀ ଓ ଶୁକ୍ଳ ପକ୍ଷର ପଞ୍ଚମୀକୁ ଶୁକ୍ଳା ପଞ୍ଚମୀ କୁହାଯାଇଥାଏ
==ପର୍ବପର୍ବାଣୀ==
 
* [[ଜ୍ୟୈଷ୍ଠ]] ଶୁକ୍ଳପଞ୍ଚମୀ[[ପକ୍ଷ]] ପଞ୍ଚମୀ: [[ଶିବ]]ଙ୍କ ବିବାହ
* [[ଆଷାଢ଼]] ଶୁକ୍ଳ ପଞ୍ଚମୀ: [[ହେରାପଞ୍ଚମୀ]]
* [[ଶ୍ରାବଣ]] କୃଷ୍ଣ ପଞ୍ଚମୀ: ନାଗ ପଞ୍ଚମୀ/ ମନସା ପଞ୍ଚମୀ – ନାଗପୂଜା
* ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା
* [[ଭାଦ୍ରବ]] କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- [[ଜଗନ୍ନାଥ]]ଙ୍କ ରେଖା ଲାଗି କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା
* ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷିପଞ୍ଚମୀ/ ଗୁରୁପଞ୍ଚମୀ- [[ନୂଆଖାଇ]], ଏହା [[ଗୁରୁବାର]] ଦିନ ପଡ଼ିଲେ [[ଲକ୍ଷ୍ମୀ]] ପୂଜା
* [[ଆଶ୍ୱିନ]] କୃଷ୍ଣ ପଞ୍ଚମୀ: ଅଶ୍ଵପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ଵପୂଜା
* ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ(ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
* [[ପୌଷ]] ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । [[କୁରାଳ ପୁରାଣ]]ପାଠ କରାଯାଏ ।
* [[ମାଘ]] ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / [[ଶ୍ରୀପଞ୍ଚମୀ]] – ସରସ୍ଵତୀ ପୂଜା, [[ଜଗନ୍ନାଥ]] ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି
 
== ଆଧାର ==
Line ୨୦ ⟶ ୨୧:
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢା}}
{{ମୁଣ୍ଡିଆ}}
"https://or.wikipedia.org/wiki/ପଞ୍ଚମୀ"ରୁ ଅଣାଯାଇଅଛି