"ଭାଦ୍ରବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୩ କ ଧାଡ଼ି:
ଭାଦ୍ରପଦ ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡ଼ୁଥିବା ଚାନ୍ଦ୍ରମାସକୁ 'ଭାଦ୍ରବ' ବା 'ଭୋଦୁଅ' ମାସ କୁହାଯାଏ । ଭାଦ୍ରବ [[ଶ୍ରାବଣ]]ର ପରବର୍ତ୍ତୀ ଓ [[ଆଶ୍ଵିନ]]ର ପୂର୍ବବର୍ତ୍ତୀ ମାସ । ଭାଦ୍ରବ ଶରତ ଋତୁର ପ୍ରଥମ ମାସ ।
==ପର୍ବପର୍ବାଣୀ==
{{div col|2}}
* ପ୍ରତ୍ୟେକ [[ରବିବାର]]: [[ଖୁଦୁରୁକୁଣି ଓଷା]]
* ପ୍ରତ୍ୟେକ [[ବୁଧବାର]] : [[ବୁଧେଇ ଓଷା]]
* [[ପକ୍ଷ|କୃଷ୍ଣ]] [[ଅଷ୍ଟମୀ]]: [[ଜନ୍ମାଷ୍ଟମୀ]]
* [[ପକ୍ଷ|ଶୁକ୍ଳ]] [[ଚତୁର୍ଥୀ]]: [[ଗଣେଶ ପୂଜା]]
* ଶୁକ୍ଳ [[ଅଷ୍ଟମୀ]]: [[ରାଧାଷ୍ଟମୀ]]
* ଶୁକ୍ଳ [[ଚତୁର୍ଦ୍ଦଶୀ]]: [[ଅନନ୍ତ ଚତୁର୍ଦ୍ଦଶୀ|ଅନନ୍ତ ବ୍ରତ]]
{{div col end}}
 
== ଆଧାର ==
"https://or.wikipedia.org/wiki/ଭାଦ୍ରବ"ରୁ ଅଣାଯାଇଅଛି