"ନବମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୧ କ ଧାଡ଼ି:
{{ଛୋଟ|Navami}}
{{See also|ତିଥି}}
 
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] । [[ଅଷ୍ଟମୀ]]ର ପରବର୍ତ୍ତୀ ଓ [[ଦଶମୀ]]ର ପୂର୍ବବର୍ତ୍ତୀ ତିଥି୤ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ
 
* [[ଚୈତ୍ର]] ଶୁକ୍ଳନବମୀ: ରାମନବମୀ[[ରାମ ନବମୀ]] - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୤
:ପାରମ୍ପରିକ ରୀତି ମତେ ନବମୀ ତିଥିରେ [[ଶ୍ରୀମନ୍ଦିର]]ରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ [[ରଥଯାତ୍ରା]] ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ ୤
* [[ବୈଶାଖ]] ଶୁକ୍ଳନବମୀ: ସୀତାନବମୀ- ସୀତାଜନ୍ମ
* [[ଭାଦ୍ରବ]] କୃଷ୍ଣନବମୀ: ନନ୍ଦୋତ୍ସବ - [[କୃଷ୍ଣ ଜନ୍ମାଷ୍ଟମୀ|କୃଷ୍ଣ ଜନ୍ମାଷ୍ଟମୀର]] ପରଦିନ କୃତ ଉତ୍ସବ
* [[ଆଶ୍ୱିନ]] ଶୁକ୍ଳନବମୀ: ମହାନବମୀ - ଶାରଦୀୟା [[ଦୁର୍ଗା ପୂଜା]]ର ତୃତୀୟ ବା ଶେଷ ଦିବସ
* [[କାର୍ତ୍ତିକ]] ଶୁକ୍ଳନବମୀ: [[ଅଁଳା ନବମୀ]]- ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ
* [[ମାର୍ଗଶୀର]] କୃଷ୍ଣନବମୀ: କାଞ୍ଜିଅଁଳାନବମୀ[[କାଞ୍ଜିଅଅଁଳା ଓଷା]]
:କାଞ୍ଜିଅଁଳା ଓଷା:, ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି ୤
== ଆଧାର ==
{{ଆଧାର}}
Line ୧୮ ⟶ ୧୭:
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢା}}
{{ମୁଣ୍ଡିଆ}}
"https://or.wikipedia.org/wiki/ନବମୀ"ରୁ ଅଣାଯାଇଅଛି