"ଲୁହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪ କ ଧାଡ଼ି:
[[ଫାଇଲ:Iron lamp.jpg|thumb|ଲୌହ ଗୁଣ୍ଡ]]
 
ଲୌହ'''ଲୁହା''' ({{lang-en|Iron}};''ଆଇରନ୍'') ପୃଥିବୀର ଅତି ସାଧାରଣ [[ଧାତୁ]] ଅଟେ । ଏହା [[ପର୍ଯ୍ୟାୟ ସାରଣୀ]]ର ୮ମ ସ୍ତମ୍ଭରସ୍ତମ୍ଭରେ ଥିବା ଏକ [[ରାସାୟନିକ ମୌଳିକ]] ଧାତୁ । ଏହାର ପ୍ରତୀକ ହେଉଛି <big>Fe</big> ଯାହା [[ଲାଟିନ ଭାଷା|ଲାଟିନ୍]] ଶବ୍ଦ ଫେରମ୍‌ରୁ (''ferrum'') ଆସିଛି । ଏହାର [[ପରମାଣୁ କ୍ରମାଙ୍କ]] ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।
 
ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ । [[ଇସ୍ପାତ|ଇସ୍ପାତ୍]] ତିଆରି କରିବା ପାଇଁ ଲୌହଲୁହା ହେଉଛି ମୁଖ୍ୟ ବସ୍ତୁ । ଯେହେତୁ ଚୁମ୍ବକୀୟ, ଏହା [[ଚୁମ୍ବକ]] ତିଆରିରେ ବ୍ୟବହୃତ ହୁଏ ।
 
== ଗୁଣ ==
=== ଭୌତିକ ଗୁଣ ===
ଲୌହଲୁହା ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ ।୤ବିଶୁଦ୍ଧ। ବିଶୁଦ୍ଧ ଲୌହଲୁହା ନମନୀୟ, କିନ୍ତୁ ଇସ୍ପାତ୍ (ଲୌହଲୁହା ଏବଂ ଅଳ୍ପ ଅଙ୍ଗାରକର[[ଅଙ୍ଗାରକ]]ର ମିଶ୍ରଧାତୁ) ଅଧିକ ମଜବୁତ୍ । ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।
 
=== ରାସାୟନିକ ଗୁଣ ===
ଲୌହଲୁହା ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ।କରେ ୤ସଲ୍‌ଫ୍ୟୁରିକ୍। ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ ।ଏହି। ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
 
ଲୌହଲୁହା, ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୌହରୁଲୁହାରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ । ଲୌହଲୁହା, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।
 
ଲୌହ ଗୁଣ୍ଡଲୌହଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।
 
=== ରାସାୟନିକ ଯୌଗିକ ===
ଏହି ଧାତୁ ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ -ଯୌଗିକ ତିଆରି କରେ।କରେ । ସାଧାରଣତଃ ଲୌହ ଜାରିତ ହୁଏ । ଲୌହଲୁହା, ଦୁଇ କିମ୍ବା ତିନୋଟି ଇଲେକ୍ଟ୍ରନ୍[[ଇଲେକ୍‌ଟ୍ରୋନ୍]] ତ୍ୟାଗ କରେ । ଦୁଇଟି ଇଲେକ୍ଟ୍ରନ୍ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ '''ଫେରସ୍ ଯୌଗିକ''' କୁହାଯାଏ ତିନୋଟି ଇଲେକ୍ଟ୍ରନ୍ଇଲେକ୍‌ଟ୍ରୋନ୍ ତ୍ୟାଗ କରିଥିବା ଯୌଗିକକୁ '''ଫେରିକ୍ ଯୌଗିକ''' କୁହାଯାଏ ।
 
<gallery>
୩୦ କ ଧାଡ଼ି:
 
== ମୃତ୍ତିକାରେ ଲୌହ ==
ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ
ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ।
 
== ଲୌହଲୁହା ତିଆରି ==
[[ଫାଇଲ:Engelsberg-Huettenwerk-01.jpg|thumb|ବୃହତ୍ ଚୂଲା]]
ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।
୫୪ କ ଧାଡ଼ି:
* ଲୌହ ଯୌଗିକ
 
== ଆଧାରଟୀକା ==
{{ଆଧାର}}
 
==ଆଧାର==
==ଆହୁରି ପଢନ୍ତୁ==
* {{Cite book
|last = Weeks
୭୩ କ ଧାଡ଼ି:
}}
 
==ଆହୁରି ପଢନ୍ତୁ==
* H. R. Schubert, ''History of the British Iron and Steel Industry… to 1775 AD'' (Routledge, London, 1957)
* R. F. Tylecote, ''History of Metallurgy'' (Institute of Materials, London 1992).
"https://or.wikipedia.org/wiki/ଲୁହା"ରୁ ଅଣାଯାଇଅଛି