"ଲୁହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Iron}}
{{Infobox iron}}
 
[[ଫାଇଲ:Iron lamp.jpg|thumb|ଲୌହ ଗୁଣ୍ଡ]]
 
Line ୭ ⟶ ୧୦:
== ଗୁଣ ==
=== ଭୌତିକ ଗୁଣ ===
ଲୌହ ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ ।୤ବିଶୁଦ୍ଧ ଲୌହ ନମନୀୟ, କିନ୍ତୁ ଇସ୍ପାତ୍ (ଲୌହ ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।
 
=== ରାସାୟନିକ ଗୁଣ ===
ଲୌହ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ। ୤ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ ।୤ଏହି।ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
 
ଲୌହ ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ । କଳଙ୍କି ଲୌହରୁ ଅଧିକ କଳଙ୍କି ସୃଷ୍ଟି କରେ । ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ ଲୌହ, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।
 
ଲୌହ ଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।
"https://or.wikipedia.org/wiki/ଲୁହା"ରୁ ଅଣାଯାଇଅଛି