"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ଦ୍ଵାରା ଯୋଡ଼ାଅଛି)
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୧ କ ଧାଡ଼ି:
{{prettyurlଛୋଟ|Gangadhar Meher}}
{{Infobox writer
| name = ଗଙ୍ଗାଧର ମେହେର
୬ କ ଧାଡ଼ି:
| alt = ୧୮୬୨–୧୯୨୪
| caption = ସ୍ଵଭାବ କବି ଗଙ୍ଗାଧର ମେହେର
| pseudonym = ସ୍ଵଭାବ କବି
| birthname =
| birthdate = {{Birth date|1862|08|09|df=y}}
୧୫ କ ଧାଡ଼ି:
| occupation = କଚେରୀ ମୋହରିର <!--Judicial Moharir (Accountant)-->
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| ethnicity =
| citizenship = [[ଭାରତ|ଭାରତୀୟ]]
| education = ୫ମ
| alma_mater =
୨୪ କ ଧାଡ଼ି:
| subject = ଭକ୍ତି
| movement =
| notableworks = [[ତପସ୍ଵିନୀ]], କୀଚକ ବଧ
| notableworks = ତପସ୍ଵିନୀ, ରସ ରତ୍ନାକର, ବଳରାମଦେବ, ପ୍ରଣୟ ବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ (ପ୍ରଥମ ପ୍ରକାଶିତ କାବ୍ୟ), ଅଯୋଦ୍ଧା ଦୃଶ୍ୟ, ପଦ୍ମିନୀ (ଶେଷ କୃତି)
| spouse = ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
| partner =
| children = ଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାଆଁରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର
| relatives =
| influences =
୩୮ କ ଧାଡ଼ି:
}}
 
'''ଗଙ୍ଗାଧର ମେହେର''', ଜଣେ ୧୯ମ୧୯ଶ ଶତାବ୍ଦୀର ଖ୍ୟାତନାମା [[ଓଡ଼ିଆ ସାହିତ୍ୟଭାଷା|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ତାଙ୍କର ଭାବମୟ ଭକ୍ତି କବିତା ରଚନା ପାଇଁ ତାଙ୍କୁ [[ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟର]] ଭକ୍ତିଭକ୍ତ କବି ବୋଲି କୁହାଥାଇଥାଏ ।<ref>Dr. Keshab Ch. Meher</ref> ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୦୯.୦୮. ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ।କରାଯାଏ । ତା ୦୪.୦୪. ଅପ୍ରେଲ ୧୯୨୪ରେ ସେ ସ୍ୱର୍ଗାରୋହଣ କରିଥିଲେ।
 
== ଓଡ଼ିଆ ସାହିତ୍ୟରେ ପ୍ରବେଶ ==
 
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖୁଥିଲେ। ତାଙ୍କର ଆଦ୍ୟ ରଚନାବଳୀ ଭିତରେ '''ରସ ରତ୍ନାକର''' ଓ '''ଅହଲ୍ୟା ସ୍ତବ''' ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ '''ଇନ୍ଦୁମତୀ''' ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। <ref>http://www.suniv.ac.in/life_gangadhar.html </ref>ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ। <ref>http://gangadharmeher.org/html/lifehistory.asp</ref>
 
== ସାହିତ୍ୟ ସର୍ଜନା ==
=== କାବ୍ୟ ===
{{div col|2}}
* ଇନ୍ଦୁମତୀ (ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
* ଉତ୍କଳ ଲକ୍ଷ୍ମୀ
୫୨ କ ଧାଡ଼ି:
* କବିତା କଲ୍ଲୋଳ
* ଅଯୋଧ୍ୟା ଦୃଶ୍ୟ
* [[ତପସ୍ଵିନୀ]] (ତାଙ୍କ ଲିଖିତ ସର୍ବାଧିକ ଲୋକପ୍ରିୟ କାବ୍ୟ)
* ପ୍ରଣୟ ବଲ୍ଲରୀ
* ଅର୍ଘ୍ୟ ଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
୫୮ କ ଧାଡ଼ି:
* ବଳରାମଦେବ
* ପଦ୍ମିନୀ (ଶେଷ କୃତି)
{{div col end}}
 
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି।ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି।କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି। ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ।ଅନ୍ୟତମ ।
 
== ଉପାଧି ==