"ଆରଣ୍ୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
"{{ଛୋଟ|Aranyaka}} ଆରଣ୍ୟକ ମନୋଜ ଦାସଙ୍କ ରଚିତ ଏକ ଗଳ୍ପ ସଂକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୦୦:୦୩, ୨୭ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ଆରଣ୍ୟକ ମନୋଜ ଦାସଙ୍କ ରଚିତ ଏକ ଗଳ୍ପ ସଂକଳନ । ଏହାର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।
ସଂକଳିତ ଗଳ୍ପ
ଏଥିରେ ସଂକଳିତ ଗଳ୍ପ ସବୁ ହେଲା:
- ରାୟସିଂହର ଡାଏରୀ
- ସଂଗୋପନ କାହାଣୀ
- ଉପଗ୍ରହ
- ଭୁତ କୋଠିରେ ଏକ ରାତି
- ହୃଦୟ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ଏକ କାହାଣୀ
- ରବିବାସରୀୟ ସଙ୍ଗୀତ
- ଆରଣ୍ୟକ
- ଜହ୍ନରାତିର ଗଳ୍ପ