"ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରାଜନୈତିକ ଜୀବନ ଓ ସମାଜ ସେବା ଉପରେ ତଥ୍ୟପ୍ରଦାନ କରାଗଲା
ଟିକେ ତଥ୍ୟ ପେଡ଼ି-ଅଦ୍ୟତନ
୧ କ ଧାଡ଼ି:
{{ଛୋଟ|Murlidhar Chandrakant Bhandare}}
{{Infobox personIndian politician
|image = Murlidhar Chandrakant Bhandare 1.jpg
|image_size = 200px
|alt = ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
|birth_name =
|birth_date = {{Birth date and age|df=noyes|1928|12|10}}
|birth_place = [[ମୁମ୍ବାଇ]]
| residence =
| death_date =
| death_place =
|death_cause =
| office = [[ଓଡ଼ିଶାର ରାଜ୍ୟପାଳ ମାନଙ୍କର ତାଲିକା|ରାଜ୍ୟପାଳ, ଓଡ଼ିଶା]]
|resting_place =
| constituency =
|resting_place_coordinates = <!-- {{Coord|LAT|LONG|display=inline,title}} -->
| term = ୨୧ ଅଗଷ୍ଟ ୨୦୦୭ &ndash;୦୯ ମାର୍ଚ ୨୦୧୩
|nationality = ଭାରତୀୟ
| predecessor = [[ରାମେଶ୍ଵର ଠାକୁର]]
|other_names =
| successor = [[ଏସ. ସି. ଜମିର]]
|known_for = ଓଡ଼ିଶାର ରାଜ୍ୟପାଳ
| party = [[ଭାରତୀୟ ଜାତୀୟ କଂଗ୍ରେସ]]
|education = ସ୍ନାତକ(ବିଜ୍ଞାନ), ସ୍ନାତକ(ଆଇନ)
| religion = [[ହିନ୍ଦୁ]]
|alma_mater =
|education = ସ୍ନାତକ (ବିଜ୍ଞାନ), ସ୍ନାତକ (ଆଇନ)
|religion = [[ହିନ୍ଦୁ]]
|spouse =
|children =
|parents = ଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ <br> ସୁନନ୍ଦା ଭଣ୍ଡାରେ
| spouse = =
|awards =
| children = =
|signature =
| website = =
| footnotes = =
| date =
|box_width =
| year =
| source =
}}
 
'''ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ'''(English: Murlidhar Chandrakant Bhandare; Marathi: मुरलीधर चंद्रकांत भंडारे; ଜନ୍ମ ଡିସେମ୍ବର ୧୦, ୧୯୨୮ ମୁମ୍ବାଇ ରେ) ଜଣେ ଭାରତୀୟ ରାଜନେତା । <ref>http://www.in.com/murlidhar-chandrakant-bhandare/biography-203367.html</ref>
 
== ରାଜନୈତିକ ଜୀବନ==
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, [[ଓଡି଼ଶାଓଡ଼ିଶା|ଓଡି଼ଶାରଓଡ଼ିଶାର]] ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ଯନିର୍ବାହକାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ ରୁ ୦୯ ମାର୍ଚ ୨୦୧୩ ପର୍ଯ୍ଯନ୍ତପର୍ଯ୍ୟନ୍ତ) କରିସାରିଛନ୍ତି । <ref>http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece</ref>ସେ, [[ଭାରତୀୟ ଜାତୀୟ କଂଗ୍ରେସ]] ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି । ଏହା ବ୍ୟତିତ, ସେ [[ସୁପ୍ରିମ କୋର୍ଟ]]ରେ ଜଣେ ବରିଷ୍ଠ ଆଇନଜୀବି ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ଯକ୍ଷଅଧ୍ୟକ୍ଷ ରୂପେ କାମ କରିସାରିଛନ୍ତି ।
 
ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ଯକଅଳ୍ପସଂଖ୍ୟକ ମାନଙ୍କ ପାଇଁ ଗଠିତ କମିଶନର ଅଧ୍ଯକ୍ଷଅଧ୍ୟକ୍ଷ (୧୯୮୪-୮୯) ଓ [[ୟୁନେସ୍କୋ]]ର ଆପିଲସ୍ ବଡିର ଅଧ୍ଯକ୍ଷଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିସାରିଛନ୍ତି ।<ref>http://www.orissadiary.com/Shownews.asp?id=4056</ref>
 
==ସମାଜ ସେବା==
୪୫ କ ଧାଡ଼ି:
File:MuralidharChandrakantBhandare20.JPG|[[କ୍ୟାପିଟାଲ ହାଇ ସ୍କୁଲ|କ୍ୟାପିଟାଲ ହାଇସ୍କୁଲ]]ର ହୀରକ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ଅବସରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
</gallery>
 
 
== ଆଧାର ==
{{ଆଧାର|2}}
 
[[ଶ୍ରେଣୀ:୧୯୨୮ ଜନ୍ମ]]