"ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 4 interwiki links, now provided by Wikidata on d:q1897304 (translate me)
ରାଜନୈତିକ ଜୀବନ ଓ ସମାଜ ସେବା ଉପରେ ତଥ୍ୟପ୍ରଦାନ କରାଗଲା
୧୫ କ ଧାଡ଼ି:
|other_names =
|known_for = ଓଡ଼ିଶାର ରାଜ୍ୟପାଳ
|education = ସ୍ନାତକ(ବିଜ୍ଞାନ), ସ୍ନାତକ(ଆଇନ)
|education =
|alma_mater =
|religion = [[ହିନ୍ଦୁ]]
|spouse =
|children =
|parents = ଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ <br> ସୁନନ୍ଦା ଭଣ୍ଡାରେ
|parents =
|awards =
|signature =
୨୮ କ ଧାଡ଼ି:
}}
 
'''ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ'''(English: Murlidhar Chandrakant Bhandare; Marathi: मुरलीधर चंद्रकांत भंडारे; ଜନ୍ମ ଡିସେମ୍ବର ୧୦, ୧୯୨୮ ମୁମ୍ବାଇ ରେ) ଜଣେ ଭାରତୀୟ ରାଜନେତା । <ref>http://www.in.com/murlidhar-chandrakant-bhandare/biography-203367.html</ref>
 
== ରାଜନୈତିକ ଜୀବନ==
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, [[ଓଡି଼ଶା|ଓଡି଼ଶାର]] ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ଯନିର୍ବାହ(୨୧ ଅଗଷ୍ଟ ୨୦୦୭ ରୁ ୦୯ ମାର୍ଚ ୨୦୧୩ ପର୍ଯ୍ଯନ୍ତ) କରିସାରିଛନ୍ତି । <ref>http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece</ref>ସେ, [[ଭାରତୀୟ ଜାତୀୟ କଂଗ୍ରେସ]] ତରଫରୁ ତିନି ଥର(୧୯୮୦-୮୨,୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି । ଏହା ବ୍ୟତିତ, ସେ [[ସୁପ୍ରିମ କୋର୍ଟ]]ରେ ଜଣେ ବରିଷ୍ଠ ଆଇନଜୀବି ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ଯକ୍ଷ ରୂପେ କାମ କରିସାରିଛନ୍ତି ।
 
ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ଯକ ମାନଙ୍କ ପାଇଁ ଗଠିତ କମିଶନର ଅଧ୍ଯକ୍ଷ(୧୯୮୪-୮୯) ଓ [[ୟୁନେସ୍କୋ]]ର ଆପିଲସ୍ ବଡିର ଅଧ୍ଯକ୍ଷ(୧୯୯୦-୨୦୦୩) ମଧ୍ୟ ରହିସାରିଛନ୍ତି ।<ref>http://www.orissadiary.com/Shownews.asp?id=4056</ref>
 
==ସମାଜ ସେବା==
ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, [[ଭାରତ|ଭାରତକୁ]] ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ଵ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି ।<ref>http://www.ouat.ac.in/Home/governer%20biodata.htm</ref>
 
ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କ ଦ୍ଵାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି ।<ref>http://www.indianetzone.com/8/murlidhar_chandrakant_bhandare.htm</ref>
 
== ଗାଲେରୀ ==