"ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
{{shortcut|WP:WPOP}}
ଏହି [[ଉଇକିପ୍ରକଳ୍ପ]]ଟି [[ଓଡ଼ିଶା]]ର ନାନାଦି ସ୍ଥାନ; [[ଗାଁ]], [[ସହର]], [[ଗ୍ରାମପଞ୍ଚାୟତ]] ଓ [[ପଞ୍ଚାୟତ ସମିତି]] ଆଦି [[ଓଡ଼ିଆ ଉଇକିପିଡ଼ିଆ]]ରେ ତିଆରି କରିବା ପାଇଁ ତିଆରି କରିବାର ଲକ୍ଷ ନେଇ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶାର ସ୍ଥାନମାନଙ୍କ ବାବଦରେ ପ୍ରସଙ୍ଗମାନ ତିଆରି କରିବା ନିମନ୍ତେ ଅନେକ ଉପଯୋଗୀ ସୂଚନା ରଖାଯିବ ଯାହା ବ୍ୟବହାରକାରୀମାନଙ୍କୁ ସେହି ପ୍ରସଙ୍ଗମାନ ଗଢ଼ିବାରେ ସହଯୋଗ କରିବ । ଏହି ପ୍ରସଙ୍ଗମାନଙ୍କରେ (ଯେକୌଣସି [[ଗାଁ]], [[ସହର]], [[ଗ୍ରାମପଞ୍ଚାୟତ]] ଓ [[ପଞ୍ଚାୟତ ସମିତି]] ଆଦି) ମୌଳିକ ବିବରଣୀ, ମୁଖ୍ୟ ସହର ସହ ଗମନାଗମନ, ଜନସଂଖ୍ୟା, ଆଦିର ବିବରଣୀ ରହିବ ।
{{Village create}}
 
ଧାଡ଼ିକିଆ ବା ଖୁବ ଛୋଟ ପ୍ରସଙ୍ଗ ଲିଖନକୁ ଗ୍ରହଣ କରାଯିବ ନାହିଁ ।
[[File:Orissa_districts_blank_red.png|250px|right|link=ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା]]