Content deleted Content added
Request for Participation :-)
→‎Thanks: ନୂଆ ଭାଗ
୩୬ କ ଧାଡ଼ି:
== ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ ==
ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "[[ଉଇକିପିଡ଼ିଆ:ମାସର ବଛା ଲେଖା|ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା]] ପାଇଁ ବଛାଯିବ", "[[ଉଇକିପିଡ଼ିଆ:ବଛା ଛବି|ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠା]]ରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ [[ଉଇକିପିଡ଼ିଆ ଆଲୋଚନା:ଆଲୋଚନା ସଭା|ଆଲୋଚନା ସଭା]]ରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ [[File:Face-smile.svg|20px]] --&nbsp;[[User:ansumang|<font color="#FF4F00">ଅଂଶୁମାନ</font>]] [[User talk:ansumang|<font color="#007FFF"><span title="Shoot!" style="cursor: crosshair;"><sup>ତାର ଯୋଡ଼ିବେ?</sup></span></font>]] ୧୪:୦୯, ୧୭ ଜୁଲାଇ ୨୦୧୨ (UTC)
 
== Thanks ==
 
Hi Shisir. It was good meeting you. Heard that some new articles have been created after our meeting. Wonderful!! Keep up the good work. I hope you have remembered the promise you made to me about growing the Odia Wikipedia [[user:Visdaviva|Vishnu]] ([[user_talk:Visdaviva|talk]])୧୧:୫୬, ୨୧ ମାର୍ଚ୍ଚ ୨୦୧୩ (UTC)