"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଉପଲବ୍ଧ: ଲେଖାଗଲା
୯୪ କ ଧାଡ଼ି:
୮୮ % ରୋଗୀଙ୍କର ଅନ୍ୟୁନ ଗୋଟିଏ ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ଗୋଟିଏ ଇଉରୋପିଆନ ଅନୁଶୀଳନରୁ ଦେଖାଯାଇଛି <ref>{{cite journal |author=Baker GA |year=1997 |title=Quality in life in people with epilepsy: a European study |journal=Epilepsia |volume=38 |pages=353–362 |doi=10.1111/j.1528-1157.1997.tb01128.x |pmid=9070599 |issue=3 |author-separator=, |author2=Jacoby A |author3=Buck D |display-authors=3 |last4=Stalgis |first4=Carlos |last5=Monnet |first5=Dominique}}</ref>। ଅଧିକାଂଶ ପାର୍ଶ୍ଵ ପ୍ରତିକ୍ରିୟା କମ ଧରଣର ହୁଏ, ମାତ୍ରା ବ୍ୟତିକ୍ରମ(Dose related) ଯୋଗୁ ହୁଏ ଓ ଉପଯୁକ୍ତ ଚିକିତ୍ସା ଦ୍ଵାରା ମୋଟେ ପ୍ରତିକ୍ରିୟା ହୁଏ ନାହିଁ ବା ସ୍ଵଳ୍ପ ପରିମାଣ ହୁଏ । କେତେକ ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ, ଆପ୍ଲାସ୍ଟିକ୍ ଆନିମିଆ ଓ ଚର୍ମ ରୋଗ ମୂଖ୍ୟତଃ ଦେଖାଯାଏ । ଗର୍ଭିଣୀ ମହିଳାମାନଙ୍କର ବିକୃତ ଛୁଆ ହେବା ସମ୍ଭାବନା ରହେ ।<br />
==== ଆଣ୍ଟିକନ୍‌ଭଲସାଣ୍ଟ ବ୍ୟବହାର ଓ ଚିକିତ୍ସା ====
ଆଣ୍ଟିକନ୍‌ଭଲସାଣ୍ଟ ପ୍ରେସକ୍ରିପସନ ଦେବାବେଳେ ଚିକିତ୍ସକଙ୍କ ମୂଳ ଲକ୍ଷ ରହେ ଯେପରି ବାତ ଆଦୌ ହେବ ନାହିଁ ଓ ଯଥା ସମ୍ଭବ କମ ପାର୍ଶ୍ଵ ପ୍ରତିକ୍ରିୟା ହେବ । ଅନେକ ରୋଗୀ ଗୋଟିଏ ଔଷଧ ବ୍ୟବହାର କରନ୍ତି ଓ କେତେକେଙ୍କରକେତେକଙ୍କର ଏକାଧିକ ଔଷଧ ଆବଶ୍ୟକ ହୁଏ । ସେଥି ନିମନ୍ତେ ଡାକ୍ତର ଏକ ସନ୍ତୁଳିତ ପ୍ରେସକ୍ରିପସନ ଦିଅନ୍ତି । ଗୋଟିଏ ଔଷଧ ଖାଉଥିବା ରୋଗୀଙ୍କର ବିଶେଷ ଅସୁବିଧା ହୁଏ ନାହିଁ କିନ୍ତୁ ଏକାଧିକ ଔଷଧ ଖାଉଥିବା ରୋଗୀଙ୍କୁ ସାବଧାନତା ସହ ଜଗିବାକୁ ହୁଏ । <br />
ଆଣ୍ଟିଏପିଲେପ୍ଟିକ ଔଷଧ ଖାଉଥିବା ରୋଗୀଙ୍କର [[ସେରମ]] ଏ.ଇ.ଡି (antiepileptic drugs ବା AEDs ) ପରୀକ୍ଷା କରି ଔଷଧ କାମ କରୁଛି କି ନାହିଁ ଜଣାଯାଏ, ଏକାଧିକ ଔଷଧମାନଙ୍କର ପରଷ୍ପର ପ୍ରତିକ୍ରିୟା ଜଣାଯାଏ ଓ ନିଦ୍ରାହୀନତା ବା ଅନ୍ୟ କାରଣମାନ ଔଷଧ ଯୋଗୁ ହେଉଛି କି ନାହିଁ ଜଣାଯାଏ । ଶିଶୁ ଓ କଥା କହି ନ ପାରୁଥିବା ବ୍ୟକ୍ତିମାନେ ଏହା ଦ୍ଵାରା ବିଶେଷ ଉପକୃତ ହୁଅନ୍ତି । ରୁଟିନ ରକ୍ତ ଓ ପରିସ୍ରା ପରୀକ୍ଷାରୁ ବିଶେଷ ଉପକାର ମିଳେ ନାହିଁ ।<ref>{{cite journal |author=Camfiled C |year=1986 |title=Asymptomatic children with epilepsy: little benefit from screening for anticonvulsant-induced liver, blood, or renal damage |journal=Neurology |volume=36 |pages=838–841 |pmid=3703292 |issue=6 |author-separator=, |author2=Camfield P |author3=Smith E |display-authors=3 |last4=Tibbles |first4=JA}}</ref><ref>{{cite journal |doi=10.1056/NEJM198507183130303 |author=mattson RH, Cramer J, COllins JF. |year=1985 |title=Comparison of carbemazipine, phenobarbital, phenytoin, and primidone in complex partial seizures |journal=NEJM |volume=313 |pages=145–151 |pmid=3925335 |issue=3}}</ref> <br />
ଦୁଇ ବା ତିନି ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଉପକାର ନ ମିଳିଲେ ତାହାକୁ ମେଡିକାଲି ରିଫ୍ରାକ୍ଟରି(medically refractory) କୁହାଯାଏ । ଅନୁଶୀଳନରୁ ଦେଖାଯାଇଛି, ୪୭ % ରୋଗୀଙ୍କର ପ୍ରଥମ ଔଷଧ ଦ୍ଵାରା ବାତ ଉପରେ ନିୟନ୍ତ୍ରଣ ହୋଇଯାଏ, ୧୪ % ଲୋକ ଦ୍ଵିତୀୟ ବା ତୃତୀୟ ଔଷଧ ଦ୍ଵାରା ବାତମୁକ୍ତ ହୁଅନ୍ତି। ୩ % ରୋଗୀ ଏକ ସମୟରେ ଦୁଇ ଔଷଧ ଖାଇଲେ ବାତମୁକ୍ତ ହୁଅନ୍ତି<ref>{{cite journal |author=Kwan P, Brodie MJ. |year=2000 |title=Early identification of refractory epilepsy |journal=NEJM |volume=342 |pages=314–319 |doi=10.1056/NEJM200002033420503 |pmid=10660394 |issue=5}}</ref> । <br />
==== ଅପରେଶନ ====
 
== ଆଧାର ==
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି