"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଚିକିତ୍ସା: ଲେଖାଗଲା
୮୪ କ ଧାଡ଼ି:
* ଉଏସ୍ଟ ସିନ୍ଡ୍ରୋମ । <br />
== ଚିକିତ୍ସା ==
ସଠିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ କେଉଁ ପ୍ରକାରର ଏପିଲେପ୍ସି ହେଉଛି ତାହା ଜାଣିବା ନିତାନ୍ତ ଆବଶ୍ୟକ <ref name="pmid16382763">{{cite journal |author=Trost LF, Wender RC, Suter CC, Von Worley AM, Brixner DI, Rosenberg JH, Gunter MJ |title=Management of epilepsy in adults. Treatment guidelines |journal=Postgraduate Medicine |volume=118 |issue=6 |pages=29–33 |year=2005 |month=December |pmid=16382763 |doi= |url=http://www.postgradmed.com/index.php?art=pgm_12_2005?article=1769}}</ref>। ଏହି ରୋଗୀମାନଙ୍କୁ ସାଧାରଣ ମେଡିସିନ ଚିକିତ୍ସକ, ସ୍ନାୟୁ ବିଶେଷଜ୍ଞ ଓ ସ୍ନାୟୁ ଶଲ୍ୟ ବିଶାରଦମାନେ ଚିକିତ୍ସା କରନ୍ତି । ଅପରେଶନ ଦ୍ଵାରା ଫିଟ୍ସ କମ ହୁଏ, ଭୟାବହତା କମିଯାଏ ଓ କେତେକେ ସ୍ଥଳେ ଆରୋଗ୍ୟ ହୋଇଯାଏ <ref name="Bell 2009 2053–2060"/><ref>{{cite journal|last=Hartzfeld|first=P|coauthors=Elisevich K, Pace M, Smith B, Gutierrez JA|title=Characteristics and surgical outcomes for medial temporal post-traumatic epilepsy|journal=Br J Neurosurg|year=2008|volume=22|issue=2|pages=224–230|doi=10.1080/02688690701818901}}</ref>। ଅପରେଶନ ଫଳାଫଳକୁ ଜେରୋମ୍ ଇଞ୍ଜେଲ ଏକ ଗ୍ରେଡ ଆକାରରେ ପ୍ରକାଶ କରିବାକୁ ପରମର୍ଶ ଦେଇଛନ୍ତି <ref>{{cite book|last=Engel|first=Jerome|title=Surgical Treatment of the Epilepsies.|year=1993|publisher=Lippincott Williams & Wilkins|isbn=0-88167-988-7}}</ref>। <br />
=== ଔଷଧ ===
ଔଷଧ ଏହାର ମୂଖ୍ୟ ଚିକିତ୍ସା । ଏହି ଔଷଧ ଗୁଡିକୁ ଆଣ୍ଟିକନ୍‌ଭଲସାଣ୍ଟ କୁହାଯାଏ । ଅନେକ ସମୟରେ ଆଣ୍ଟିକନ୍‌ଭଲସାଣ୍ଟ ସାରା ଜୀବନ ଖାଇବାକୁ ପଡେ ଓ ଏହା ଜୀବନ ଧାରା ଉପରେ ପ୍ରଭାବ ପକାଏ । ବିଭିନ୍ନ ଆଣ୍ଟିକନ୍‌ଭଲସାଣ୍ଟର କର୍ମ ବିଧି, ଉପକାର ଓ ବିଷାକ୍ତ ପ୍ରଭାବ ଅଲଗା ଅଲଗା ହୁଏ । <br />
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି