"ତନ୍ଦ୍ରାଲୋକର ପ୍ରହରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
 
==ପୁସ୍ତକ ସମୀକ୍ଷା==
ଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସ‌ହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟ ଦ୍ଵାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ । <ref name=px>ମନୋଜ ଦାସ, ତନ୍ଦ୍ରାଲୋକର ପ୍ରହରୀ, ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ୍, ପଛ ମଲାଟ </ref>
 
ଉପନ୍ୟାସଟିର ସ୍ଥାନ-କାଳଗତ ପଟ୍ଟଭୂମି ଏହିପରି :
 
'''ସ୍ଥାନ'''- ଉତ୍ତର ବାଲେଶ୍ଵର ଏବଂ ମେଦିନୀପୁର ଜିଲ୍ଲା । ଏହି ଉଭୟ ଇଲକାର କେତେଗୁଡିଏ ଗ୍ରାମକୁ ନେଇ ଏକ ଏକ ଜମିଦାରି ଗଠିତ ହୋଇଥାଏ ।
 
'''କାଳ'''- ଉନ୍ନବିଂଶ ଶତାବ୍ଦୀରେ ଦ୍ଵିତୀୟାର୍ଦ୍ଧରୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ।
 
ବର୍ଣ୍ଣିତ ଘଟଣାବଳି ପାଶ୍ଚାତରେ ରହିଛି ଲେଖକଙ୍କ ନିଜସ୍ଵ ପ୍ରତ୍ୟୟ ଏବଂ ଯତ୍‌କିଞ୍ଚିତ ଅଭିଜ୍ଞତା-ଅନୁଭୂତି । ସଙ୍ଗେ ସଙ୍ଗେ କେତେକ ନୃତତ୍ତ୍ଵିକ ଗବେଷଣାର ସମର୍ଥନ ମଧ୍ୟ ସେ ପାଇଛନ୍ତି ଯଥା:- ଡଃ ପ୍ରବୋଧ ଭୌମିକଙ୍କର Occultism in Fringe Bengal.<ref name=px/>
 
==ଆଧାର==