"ହାରୀ ପୋଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Harry Potter}} {{Infobox Novel series | name = Harry Potter | books = 1. Harry Potter and the Philosopher's..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୨:୩୪, ୧୯ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ହ୍ୟାରୀ ପୋର୍ଟର୍ ହେଉଛି ଏକ ସାତଗୋଟି କାଳ୍ପନିକ ଉପନ୍ୟାସ ଯାହାକି ଲେଖକ J . K . Rowling ଙ୍କ ଦ୍ଵାରା ରଚିତ ହୋଇଛି । ଏହି ବହି ରେ ଯଦୁଗର ହ୍ୟାରୀ ପୋର୍ଟର୍ ଏବଂ ତାଙ୍କର ସାଙ୍ଗ ରୋନାଲ୍ଡ ୱିଜ୍‌ଲି, ହର୍‌ମାୟୋନି ଗ୍ରେଞ୍ଜର୍ ଯେଉଁମାନେ କି ହୋଗ୍‌ୱାର୍ଟ୍‌ସ୍ (Hogworts)ନାମକ ଯଦୁଗରୀ ଏବଂ ତନ୍ତ୍ର ବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ସହ ଏକ ଅଦଭୁତପୂବ ରୋମାଞ୍ଚକର ଯାତ୍ରା ଉପରେ ପର୍ଯ୍ୟବେଶିତ । ଏହି କାହାଣୀ ର ମୂଳ ଆଧାର ହ୍ୟାରୀ ଯାହାର ପ୍ରଧାନ ଲକ୍ଷ୍ୟ ଦୁଷ୍ଟ ଯଦୁଗର ଲର୍ଡ ବୋଲ୍‌ଡେମୋଟ୍(Lord Voldemort),କୁ ହରାଇବା ଜିଏକି ସମଗ୍ର ଯଦୁଗର ଦୁନିଆ ଉପରେ ନିଜର ପ୍ରଭୁତ୍ଵ ବିସ୍ତାର କରିବା କୁ ଚାହିଞ୍ଚି ଏବଂ ତା ରାସ୍ତା ରେ ଆସିଥିବା ସମସ୍ତ ଲୋକଙ୍କକୁ ସେ ବିନାଶ କରିଛି। ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋଶୋଫର୍ ସ୍ଟୋନ୍(Harry potter and the Philosopher's stone)୧୯୯୭ ମସିହା ୩୦ଜୁନ ମାସ ରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।

Harry Potter
The Harry Potter logo, used first in American editions of the novel series and later in films.
The Harry Potter logo was first used for the American edition of the novel series (and some other editions worldwide), and then the film series.
ଲେଖକJ. K. Rowling
ଦେଶUnited Kingdom
ଭାଷାEnglish
ବିଭାବFantasy, young-adult fiction, mystery, thriller, Bildungsroman, coming of age, magical realism
ପ୍ରକାଶକBloomsbury Publishing (UK)
Arthur A. Levine Books (US)
ପ୍ରକାଶ ତାରିଖ29 June 1997 – 21 July 2007 (initial publication)
Media typePrint (hardback & paperback)
Audiobook
E-book