"ତନ୍ଦ୍ରାଲୋକର ପ୍ରହରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୧ କ ଧାଡ଼ି:
 
==ପୁସ୍ତକ ସମୀକ୍ଷା==
ଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସ‌ହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟ ଦ୍ଵାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ । <ref>ମନୋଜ ଦାସ, ତନ୍ଦ୍ରାଲୋକର ପ୍ରହରୀ, ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ୍, ପଛ ମଲାଟ </ref>
 
 
==ଆଧାର==