୯,୨୪୫
ଗୋଟି ସମ୍ପାଦନା
(remove interwiki, as wikidata has been deployed) |
Aditya Mahar (ଆଲୋଚନା | ଅବଦାନ) (→ରାଷ୍ଟ୍ରପତି ନିର୍ବାଚନ: କ୍ଷମତା) |
||
ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ,ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇପାରିବ ନାହିଁ ।
ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।
ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।
==କ୍ଷମତା==
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :
#କାର୍ଯ୍ୟପାଳିକା କ୍ଷମତା :
କେନ୍ଦ୍ରସରକାର ସମସ୍ତ କାର୍ଯ୍ୟପାଳିକା ଦାୟିତ୍ଵ ରାଷ୍ଟ୍ରପତିଙ୍କ ହାତରେ ସମ୍ବିଧାନ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀ ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଲୋକ ସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଥମେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି । ପରେ ପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀପରିଷଦରେ ଥିବା ତିନି ଶ୍ରେଣୀର ମନ୍ତ୍ରୀ, ଯଥା: କ୍ୟାବିନେଟ ପାହ୍ୟା ମନ୍ତ୍ରୀ ,ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ସେ ନିଯୁକ୍ତ ପ୍ରଦାନ କରନ୍ତି ଓ ସମସ୍ତଙ୍କ ପଦ ଓ ଗୋପନୀୟତାର ଶପଥ ଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।
#ବ୍ୟବ୍ସ୍ଥାପିକା ବା ବୈଧାନିକ କ୍ଷମତା
#ନ୍ୟାୟପାଳିକ କ୍ଷମତା
#ଜରୁରୀକାଳୀନ କ୍ଷମତା
== ଆଧାର ==
|