"ମେରୀ କ୍ୟୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 129 interwiki links, now provided by Wikidata on d:q7186 (translate me)
No edit summary
୨ କ ଧାଡ଼ି:
ମେରୀ କ୍ୟୁରି (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ପ୍ରସିଦ୍ଧ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । [[ଫାଇଲ:Marie Curie c1920.png|thumb|ପାଖାପାଖି ୧୯୨୦ରେ ମେରୀ କ୍ୟୁରି]]
ସେ ପ୍ୟାରିସ୍ ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ ।
ମେରୀ କ୍ୟୁରି ଵାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତି ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ଵାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି ।
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
ମେରି କୁରି ଙ୍କର ସଫଲତା ରେ
 
[[ଶ୍ରେଣୀ:୧୮୬୭ ଜନ୍ମ]]
[[ଶ୍ରେଣୀ:୧୯୩୪ ମୃତ୍ୟୁ]]