"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ଟିକେ ତଥ୍ୟ ସଂଶୋଧନ
୧୪ କ ଧାଡ଼ି:
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
 
ସେ ମଧ୍ୟ [[ମୁମ୍ବାଇ|ମୁମ୍ବାଇର]] ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଭୂଷଣପଦ୍ମ ଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.state:orissa;Country) IndiaIleana Citaristi PS OR Art}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
 
== ଆଧାର ==