"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୧ କ ଧାଡ଼ି:
କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍‌ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍‌ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ<ref name="JClinInvestigation2005-Miriam">{{cite journal | author=Miriam H. Meisler and Jennifer A. Kearney | title=Sodium channel mutations in epilepsy and other neurological disorders | journal=Journal of Clinical Investigation | volume=115 | issue=8 | year=2005 | pages=2010–2017 | pmid=16075041 | doi=10.1172/JCI25466 | pmc=1180547}}</ref> ।

ବଂଶାନୁକ୍ରମିକ ଏପିଲେପ୍ସିରେ ସୋଡିୟମ ଚ୍ୟାନେଲ ପ୍ରୋଟିନ୍ କୋଡ୍ ତୃଟି ଜିନରେ ଦେଖାଯାଏ, ତେଣୁ ସୋଡିୟମ ଚ୍ୟାନେଲ ଖୋଲା ରହି ସ୍ନାୟୁ ସର୍ବଦା ଉତ୍ତେଜିତ ହୋଇ ରହେ । ନିଉରନ୍‌ରୁ ଗ୍ଲୁଟାମେଟ ଅଧିକ କ୍ଷରଣ ହୁଏ । ଏହା ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ୍ ସହ ସଂଯୁକ୍ତ ହୋଇ ଅତ୍ୟଧିକ କ୍ୟଲସିୟମ କ୍ଷରଣ କରାଏ ଯାହା ନିଉରନ୍ ପ୍ରତି ନିଉରୋଟକ୍ସିକ୍ ହୁଏ । ହିପୋକ୍ୟାମ୍ପସରେ ଏହି ଭଳି ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ ଅଧିକ ଥାଏ । ଅନ୍ୟ ବିଚାର ଅନୁସାରେ ଜିନ୍ ମ୍ୟୁଟେସନ ହୋଇ ତ୍ରୁଟିଯୁକ୍ତ ଗାବା କ୍ରିୟା ହୁଏ ।

== ବର୍ଗୀକରଣ ==
ଏପିଲେପ୍ସି ରୋଗକୁ ୫ ପ୍ରକାର ବର୍ଗୀକରଣ କରାଯାଏ ।

୧. କାରଣ ଅନୁସାରେ

୨. ବାତ ଉପସ୍ଥାପନା ଅନୁସାରେ

୩. ମସ୍ତିଷ୍କରେ ସୃଷ୍ଟି ହେବା ସ୍ଥାନ ଅନୁସାରେ

୪. ପରିଚିତ ଲକ୍ଷଣ ସମୂହ ଅନୁସାରେ

୫. ଟ୍ରିଗର ଅନୁସାରେ

ଇଣ୍ଟରନ୍ୟାସନାଲ୍ ଲିଗ ଏଗେନ୍ସଟ ଏପିଲେପ୍ସି (I.L.A.E.)୧୯୮୧ ମସିହାରେ ଏକ ବର୍ଗୀକରଣ ଉପସ୍ଥାପନ କରିଥିଲେ ଯାହା ସାଧାରଣତଃ ବ୍ୟବହାର ହେଉଛି । ରୋଗର ପ୍ରଦର୍ଶନ ଓ ଇ.ଇ.ଜି. ରେକର୍ଡ ଅନୁସାରେ ଏହି ବର୍ଗୀକରଣ କରାଯାଇଥିଲା । ୧୯୮୯ ମସିହାରେ ଆଉଥରେ ଇଣ୍ଟରନ୍ୟାସନାଲ୍ ଲିଗ ଏଗେନ୍ସଟ ଏପିଲେପ୍ସି ଗୋଟିଏ ବର୍ଗୀକରଣ କରିଥିଲା ଯାହା ଏପିଲେପ୍ସି ଓ ଏପିଲେପ୍ସି ସିନ୍ଡ୍ରୋମ ଅନୁସାରେ କରାଯାଇଥିଲା । ଏହା ଦୁଇ ଆକ୍ସିସ୍ ବିଶିଷ୍ଟ ସ୍କିମ । ଏହି ସଂସ୍ଥା ୧୯୯୭ ମସିହାଠାରୁ ୫ ଆକ୍ସିସ୍ ବିଶିଷ୍ଟ ସ୍କିମ ଉପରେ କାମ କରୁଛି

=== ସିଜର ଟାଇପ (Seizure type) ===

== ଆଧାର ==
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି