"ଅପସ୍ମାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→ଶରୀରତାତ୍ତ୍ଵିକ ନିଦାନ: ଲେଖାଗଲା |
ଟିକେ ରୋବଟ୍: ପ୍ରସାଧନ ବଦଳ |

୨୦ କ ଧାଡ଼ି:
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ଵ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ଵ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
== କାରଣ ==
ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ [[ବାତ]] ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ (Reflex epilepsy) । ଉଦାହରଣ ସ୍ଵରୁପ ପଠନ ଏପିଲେପ୍ସିରେ ପଢିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫୋଟୋସେନ୍ସିଟିଭ ଏପିଲେପ୍ସି ହୁଏ । ସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ଯୋଗୁ
ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣ ଗୁଡିକ ପ୍ରଦତ୍ତ ହେଲା ।

* ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।

* ଶୈଶବ ଅବସ୍ଥାରେ - ଜ୍ଵର ଜନିତ ବାତ । ଏହା ସଂକ୍ରମଣ ଯୋଗୁ ବା ଆଘାତ ଯୋଗୁ ହୁଏ ।

* ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।

* କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ ।
* ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ<ref>Harrison's Principles of Medicine. 15th edition</ref> ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।

କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । [[ରକ୍ତ-ମସ୍ତିଷ୍କ ବାଧା]]ର (Blood brain barrier) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ<ref name="ObyJanigro2006">{{cite journal|last1=Oby|first1=Emily|last2=Janigro|first2=Damir|title=The Blood–Brain Barrier and Epilepsy|journal=Epilepsia|volume=47|issue=11|year=2006|pages=1761–1774|issn=0013-9580|doi=10.1111/j.1528-1167.2006.00817.x|url=http://onlinelibrary.wiley.com/doi/10.1111/j.1528-1167.2006.00817.x/pdf|format=PDF|pmid=17116015}}</ref><ref>{{cite journal | author = Marchi N. ''et al.'' | year = | title = Seizure-Promoting Effect of blood–brain Barrier Disruption | url = | journal = Epilepsia | volume = 48 | issue = 4| pages = 732–742 }}</ref><ref>{{cite journal | author = Seiffert E. ''et al.'' | year = | title = Lasting blood–brain barrier disruption induces epileptic focus in the rat somatosensory cortex | url = | journal = J. Neurosci | volume = 24 | issue = | pages = 7829–7836 }}</ref><ref>Uva,L. ''et al.'' Acute induction of epileptiform discharges by pilocarpine in the ''in vitro'' isolated guinea-pig brain requires enhancement of blood–brain barrier permeability. Neuroscience</ref><ref>{{cite journal | author = van Vliet E.A. ''et al.'' | year = | title = blood–brain barrier leakage may lead to progression of temporal lobe epilepsy | url = | journal = Brain | volume = 130 | issue = | pages = 521–534 }}</ref>
== ଶରୀରତାତ୍ତ୍ଵିକ ନିଦାନ ==
କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ<ref name="JClinInvestigation2005-Miriam">{{cite journal | author=Miriam H. Meisler and Jennifer A. Kearney | title=Sodium channel mutations in epilepsy and other neurological disorders | journal=Journal of Clinical Investigation | volume=115 | issue=8 | year=2005 | pages=2010–2017 | pmid=16075041 | doi=10.1172/JCI25466 | pmc=1180547}}</ref>
ବଂଶାନୁକ୍ରମିକ ଏପିଲେପ୍ସିରେ ସୋଡିୟମ ଚ୍ୟାନେଲ ପ୍ରୋଟିନ୍ କୋଡ୍ ତୃଟି ଜିନରେ ଦେଖାଯାଏ, ତେଣୁ ସୋଡିୟମ ଚ୍ୟାନେଲ ଖୋଲା ରହି ସ୍ନାୟୁ ସର୍ବଦା ଉତ୍ତେଜିତ ହୋଇ ରହେ । ନିଉରନ୍ରୁ ଗ୍ଲୁଟାମେଟ ଅଧିକ କ୍ଷରଣ ହୁଏ । ଏହା ଗ୍ଲୁଟାମ୍ୟାଟର୍ଜିକ୍ ନିଉରନ୍ ସହ ସଂଯୁକ୍ତ ହୋଇ ଅତ୍ୟଧିକ କ୍ୟଲସିୟମ କ୍ଷରଣ କରାଏ ଯାହା ନିଉରନ୍ ପ୍ରତି ନିଉରୋଟକ୍ସିକ୍ ହୁଏ । ହିପୋକ୍ୟାମ୍ପସରେ ଏହି ଭଳି ଗ୍ଲୁଟାମ୍ୟାଟର୍ଜିକ୍ ନିଉରନ ଅଧିକ ଥାଏ । ଅନ୍ୟ ବିଚାର ଅନୁସାରେ ଜିନ୍ ମ୍ୟୁଟେସନ ହୋଇ ତ୍ରୁଟିଯୁକ୍ତ ଗାବା କ୍ରିୟା ହୁଏ ।