"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
ଟିକେ →‎ଆହୁରି ଦେଖନ୍ତୁ: ଯୋଗସୂତ୍ର ପେଡ଼ି ଥିବାରୁ ହଟାଗଲା
୧୭ କ ଧାଡ଼ି:
}}
'''ଜୟଦେବ''', ୧୨୦୦ ଖ୍ରୀ.ରେ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର ପ୍ରାଚୀ ନଦୀ କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ । ସେ ତାହାଙ୍କର ଭକ୍ତି କବିତାବଳୀ ''[[ଗୀତ ଗୋବିନ୍ଦ]]'' ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ [[ହରି]] ଓ [[ରାଧା]]ଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ [[ହିନ୍ଦୁ ଧର୍ମ]]ର ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।<ref>[http://www.britannica.com/eb/article-9043454/Jayadeva Jayadev at britannica.com]</ref> ଗବେଷକଙ୍କ ମତରେ ସେ ଜଣେ ସହଜଯାନ [[ଓଡ଼ିଆ ଲୋକ|ଓଡ଼ିଆ]] [[ବୌଦ୍ଧ ବାଦ|ବୌଦ୍ଧ]]ରେ ଜନ୍ମ ନେଇଥିଲେ ।<ref>[http://thenewssyndicate.com/store/ Sri Jaya Debanka Baaisi Pahacha, Page No. 6]</ref>
 
 
== ଜୀବନୀ ==
Line ୩୨ ⟶ ୩୧:
 
ଜୟଦେବଙ୍କ ରଚିତ ପଦାବଳୀ [[ଶିଖ ଧର୍ମ]]ର ଧର୍ମଗ୍ରନ୍ଥ [[ଗୁରୁ ଗ୍ରନ୍ଥ ସାହେବ]]ରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ [[ଗୁରୁ ନାନକ]]ଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।<ref>[http://orissagov.nic.in/e-magazine/Orissareview/july2003/englishchpter/Visit%20of%20Guru%20Nanak%20to%20Puri.PDF Visit of Guru Nanak]</ref>
 
== ଆହୁରି ଦେଖନ୍ତୁ ==
{{Portal box|Poetry|Odisha}}
* [[ଗୀତ ଗୋବିନ୍ଦ]]
* [[କେନ୍ଦୁଲି ଶାସନ]]
* [[ଜୟଦେବ (ଚଳଚ୍ଚିତ୍ର)]]
* [[ଜୟଦେବ (ଚଳଚ୍ଚିତ୍ର-୧୯୮୭)]]
 
== ଆଧାର ==
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି