"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ଦ୍ଵାରା ଯୋଡ଼ାଅଛି)
୧୨ କ ଧାଡ଼ି:
| other_names =
| known_for =
|notable works= [[ସାରଳା ମହାଭାରତ|ଓଡ଼ିଆ ମହାଭାରତ]]
| occupation = ପୌରାଣିକ କବି
}}
 
ଶୂଦ୍ରମୁନି '''ସାରଳା ଦାସ''' [[ଓଡ଼ିଆ ଭାଷା]]ର ଜଣେ ମହାନ ସାଧକ ଥିଲେ ଓ ପୁରାତନ [[ଓଡ଼ିଆ ଭାଷା]]ରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ [[ଓଡ଼ିଶା]]ର [[ଜଗତସିଂହପୁର ଜିଲାଜିଲ୍ଲା|ଜଗତସିଂହପୁର ଜିଲ୍ଲାଜିଲ୍ଲାର]] "କନକବତୀ ପାଟଣା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାଆଁ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ [[ସାରଳା ମନ୍ଦିର|ସାରଳା]] ଠାକୁରାଣୀଙ୍କ ନାଆଁ ଅନୁସାରେ "ସାରଳା ଦାସ" ନାଆଁରେ ଖ୍ୟାତିଲାଭ କଲେ ।
 
୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ଯେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇପାରେ ନାହିଁ ।
୨୩ କ ଧାଡ଼ି:
 
== ସାହିତ୍ୟ ସର୍ଜନା ==
* [[ସାରଳା ମହାଭାରତ|ମହାଭାରତ]]
* ଚଣ୍ଡୀପୁରାଣ
* ବିଲଙ୍କା ରାମାୟଣ
=== ମହାଭାରତ ===
ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।
{{div col|3}}
* ଆଦିପର୍ବ
* ସଭାପର୍ବ
Line ୪୬ ⟶ ୪୭:
* ମୌସଳ ପର୍ବ
* ସ୍ଵର୍ଗାରୋହଣ ପର୍ବ
{{div col end}}
 
== ଆହୁରି ଦେଖନ୍ତୁ ==
* [[ସାରଳା ପୁରସ୍କାର]]
Line ୫୯ ⟶ ୬୦:
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:୧୫ଶ ଶତାବ୍ଦୀରେ ଜନ୍ମ]]
 
[[en:Sarala Dasa]]
[[hi:सारला दास]]
[[new:सारला दास]]