"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କାରଣ: ଲେଖାଗଲା
୨୦ କ ଧାଡ଼ି:
ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ଵ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ଵ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
== କାରଣ ==
ଅପସ୍ମାର ବାତ ରୋଗ ବିର୍ଣ୍ଣୟନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟତ୍ମକନିର୍ଣ୍ଣାୟାତ୍ମକ କାରଣ ନ ଥାଇ [[ବାତ]] ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ (Reflex epilepsy) । ଉଦାହରଣ ସ୍ଵରୁପ ପଢାପଠନ ଏପିଲେପ୍ସିରେ ପଢିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫୋଟୋସେନ୍ସିଟିଭ ଏପିଲେପ୍ସି ହୁଏ । ଵତଃସ୍ଫୁର୍ତ୍ତସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ୟୋଗୁଯୋଗୁ ଚାଇଲ୍ଡହୁଡ ଆବସେନ୍ସ୍ ଏପିଲେପ୍ସି ହୁଏ । ଫ୍ଲାସିଙ୍ଗ ଆଲୋକ ଓ ହାଇପରଭେଣ୍ଟିଲେସନ କରି ଇ.ଇ.ଜି. ଦ୍ଵାରା ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟ ଟ୍ରିଗରମାନଙ୍କର ନାମ: ଆବେଗ(Emotional stress), ନିଦ୍ରାହୀନତା, ନିଦ୍ରା, ଉତ୍ତାପ, ଆଲକହଲ ଓ ଜ୍ଵର ଇତ୍ୟାଦି । ଟ୍ରିଗରମାନଙ୍କର ପ୍ରତିକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ<ref name="Frucht2000">{{cite journal | author = Frucht MM, Quigg M, Schwaner C, Fountain NB. | title =Distribution of seizure precipitants among epilepsy syndromes | journal = Epilepsia | volume = 41 | issue = 12 | pages = 1534–1539. | year = 2000 | doi = 10.1111/j.1499-1654.2000.001534.x | pmid = 11114210}}</ref> । ଋତୁସ୍ରାବ ମଧ୍ୟ ଭିନ୍ନ ରକମ ଟ୍ରିଗର କାମ କରେ ଓ ଏହାକୁ କାଟାମେନିଆଲ ଏପିଲେପ୍ସି କୁହାଯାଏ<ref name="Herzog2004">{{cite journal | author = Herzog AG | title = Frequency of catamenial seizure exacerbation in women with localization-related epilepsy | journal = Annals Neurology | volume = 56 | issue = 3 | pages = 431–34| pmid = 15349872| year = 2004 | doi = 10.1002/ana.20214 | author-separator = , | author2 = Harden CL | author3 = Liporace J | author4 = Pennell P | author5 = Schomer DL | author6 = Sperling M | display-authors = 6 | last7 = Fowler | first7 = Kristen | last8 = Nikolov | first8 = Blagovast | last9 = Shuman | first9 = Sevie}}</ref> ।

ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣ ଗୁଡିକ ପ୍ରଦତ୍ତ ହେଲା ।

* ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।

* ଶୈଶବ ଅବସ୍ଥାରେ - ଜ୍ଵର ଜନିତ ବାତ । ଏହା ସଂକ୍ରମଣ ଯୋଗୁ ବା ଆଘାତ ଯୋଗୁ ହୁଏ ।

* ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।

* କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ । ଆବେଗ(Emotional stress), ମସ୍ତିଷ୍କ ଅର୍ବୁଦ ବା ଟ୍ୟୁମର , ଆଲକହଲ ଓ ଡ୍ରଗ ।

* ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ<ref>Harrison's Principles of Medicine. 15th edition</ref> ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।

କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । [[ରକ୍ତ-ମସ୍ତିଷ୍କ ବାଧା]]ର (Blood brain barrier) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ<ref name="ObyJanigro2006">{{cite journal|last1=Oby|first1=Emily|last2=Janigro|first2=Damir|title=The Blood–Brain Barrier and Epilepsy|journal=Epilepsia|volume=47|issue=11|year=2006|pages=1761–1774|issn=0013-9580|doi=10.1111/j.1528-1167.2006.00817.x|url=http://onlinelibrary.wiley.com/doi/10.1111/j.1528-1167.2006.00817.x/pdf|format=PDF|pmid=17116015}}</ref><ref>{{cite journal | author = Marchi N. ''et al.'' | year = | title = Seizure-Promoting Effect of blood–brain Barrier Disruption | url = | journal = Epilepsia | volume = 48 | issue = 4| pages = 732–742 }}</ref><ref>{{cite journal | author = Seiffert E. ''et al.'' | year = | title = Lasting blood–brain barrier disruption induces epileptic focus in the rat somatosensory cortex | url = | journal = J. Neurosci | volume = 24 | issue = | pages = 7829–7836 }}</ref><ref>Uva,L. ''et al.'' Acute induction of epileptiform discharges by pilocarpine in the ''in vitro'' isolated guinea-pig brain requires enhancement of blood–brain barrier permeability. Neuroscience</ref><ref>{{cite journal | author = van Vliet E.A. ''et al.'' | year = | title = blood–brain barrier leakage may lead to progression of temporal lobe epilepsy | url = | journal = Brain | volume = 130 | issue = | pages = 521–534 }}</ref> । ଆଲବୁମିନ ଓ ଆସ୍ଟ୍ରୋସାଇଟ ଦ୍ଵୟର ପ୍ରତିକ୍ରିୟା ଯୋଗୁ ଏହା ସମ୍ଭବ ହେବା ଅନୁଶୀଳନରୁ ଜଣାଯାଏ<ref name="pmid17121744">{{cite journal| author=Ivens S| title=TGF-beta receptor-mediated albumin uptake into astrocytes is involved in neocortical epileptogenesis | journal=Brain | year= 2007 | volume= 130 | issue= Pt 2 | pages= 535–47 | pmid=17121744 | doi=10.1093/brain/awl317| author-separator=,| author2=Kaufer D| author3=Flores LP| author4=Bechmann I| author5=Zumsteg D| author6=Tomkins O| display-authors=6| last7=Seiffert| first7=E.| last8=Heinemann| first8=U.| last9=Friedman| first9=A. }}</ref> ।

== ଶରୀରତାତ୍ତ୍ଵିକ ନିଦାନ ==

== ଆଧାର ==
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି